Guru Granth Sahib Translation Project

guru granth sahib odia page-264

Page 264

ਅਸਟਪਦੀ ॥ ଅସଟପଦୀ ॥ ଅଷ୍ଟପଦୀ॥
ਜਹ ਮਾਤ ਪਿਤਾ ਸੁਤ ਮੀਤ ਨ ਭਾਈ ॥ ଜହ ମାତ ପିତା ସୁତ ମିତ ନ ଭାଇ॥ ଯେଉଁଠାରେ ମାତା, ପିତା, ପୁତ୍ର, ମିତ୍ର, ଭାଇ କେହି ସାଥି ବନେ ନାହିଁ,
ਮਨ ਊਹਾ ਨਾਮੁ ਤੇਰੈ ਸੰਗਿ ਸਹਾਈ ॥ ମନ ଉହା ନାମୁ ତେରେ ସଙ୍ଗୀ ସହାଇ॥ ସେଠାରେ ହେ ମନ! ପ୍ରଭୁଙ୍କ ନାମ ତୋର ସହାୟତା କରିବାବାଲା ଅଟେ।
ਜਹ ਮਹਾ ਭਇਆਨ ਦੂਤ ਜਮ ਦਲੈ ॥ ଜହ ମହା ଭଇଆନ ଦୂତ ଯମ ଦଳୈ॥ ଯେଉଁଠି ବଡ ଭୟାନକ ଯମଦୂତର ଦଳ ଅଛି
ਤਹ ਕੇਵਲ ਨਾਮੁ ਸੰਗਿ ਤੇਰੈ ਚਲੈ ॥ ତହ କେବଲ ନାମୁ ସଙ୍ଗୀ ତେରଇ ଚଳୈ॥ ସେଇଠି ତୋର ସାଥିରେ କେବଳ ପ୍ରଭୁଙ୍କ ନାମ ହିଁ ଯାଇଥାଏ।
ਜਹ ਮੁਸਕਲ ਹੋਵੈ ਅਤਿ ਭਾਰੀ ॥ ଜହ ମୁସକଲ ହୋବୈ ଅତି ଭାରୀ॥ ଯେଉଁଠି ଅଧିକ କଷ୍ଟ ହୋଇଥାଏ
ਹਰਿ ਕੋ ਨਾਮੁ ਖਿਨ ਮਾਹਿ ਉਧਾਰੀ ॥ ହରି କୋ ନାମୁ ଖିନ ମାହି ଉଧାରି॥ ସେଇଠି ପ୍ରଭୁଙ୍କ ନାମ ପଲକ ମାତ୍ରକେ ବଞ୍ଚାଇ ଦିଏ।
ਅਨਿਕ ਪੁਨਹਚਰਨ ਕਰਤ ਨਹੀ ਤਰੈ ॥ ଅନିକ ପୁନହଚରନ କରତ ନହି ତରଇ॥ ଅନେକ ଧାର୍ମିକ କାର୍ଯ୍ୟ କରି ମଧ୍ୟ ମନୁଷ୍ୟ ପାପରୁ ବଞ୍ଚେ ନାହିଁ,
ਹਰਿ ਕੋ ਨਾਮੁ ਕੋਟਿ ਪਾਪ ਪਰਹਰੈ ॥ ହରି କୋ ନାମୁ କୋଟି ପାପ ପରହରଇ॥ ପ୍ରଭୁଙ୍କ ନାମ କୋଟି କୋଟି ପାପର ନାଶ କରିଦିଏ।
ਗੁਰਮੁਖਿ ਨਾਮੁ ਜਪਹੁ ਮਨ ਮੇਰੇ ॥ ଗୁରମୁଖୀ ନାମୁ ଜପହୁ ମନ ମେରେ॥ ହେ ମୋର ମନ! ଗୁରୁଙ୍କ ଶରଣ ପଡି ପ୍ରଭୁଙ୍କ ନାମ ଜପ।
ਨਾਨਕ ਪਾਵਹੁ ਸੂਖ ਘਨੇਰੇ ॥੧॥ ନାନକ ପାବହୁ ସୁଖ ଧନେରେ॥1॥ ହେ ନାନକ! (ନାମର କୃପାରୁ)ଏପରି ବଡ ସୁଖ ପାଇବ। ॥1॥
ਸਗਲ ਸ੍ਰਿਸਟਿ ਕੋ ਰਾਜਾ ਦੁਖੀਆ ॥ ଶଗଲ ଶ୍ରୀସଟି କୋ ରାଜା ଦୁଖିଆ॥ ସାରା ଦୁନିଆର ରାଜା ହୋଇ ମଧ୍ୟ ଦୁଃଖୀ ରହିଥାଏ।
ਹਰਿ ਕਾ ਨਾਮੁ ਜਪਤ ਹੋਇ ਸੁਖੀਆ ॥ ହରି କୋ ନାମୁ ଜପତ ହୋଇ ସୁଖିଆ॥ କିନ୍ତୁ ପ୍ରଭୁଙ୍କ ନାମ ଜପିଲେ ସୁଖୀ ହୋଇଯାଏ;
ਲਾਖ ਕਰੋਰੀ ਬੰਧੁ ਨ ਪਰੈ ॥ ଲାଖ କାରୋରୀ ବନ୍ଧୁ ନ ପରଇ॥ ମନୁଷ୍ୟ କୋଟି କୋଟି ବନ୍ଧନରେ ଫସିଥାଉ, କିନ୍ତୁ
ਹਰਿ ਕਾ ਨਾਮੁ ਜਪਤ ਨਿਸਤਰੈ ॥ ହରି କୋ ନାମୁ ଜପତ ନିସତରଇ॥ ପ୍ରଭୁଙ୍କ ନାମ ଜପିଲେ ସେ ମୁକ୍ତ ହୋଇଯାଏ
ਅਨਿਕ ਮਾਇਆ ਰੰਗ ਤਿਖ ਨ ਬੁਝਾਵੈ ॥ ଅନିକ ମାଇଆ ରଙ୍ଗ ତିଖ ନ ବୁଝାବୈ॥ ଧନ-ଦଉଲତର ଅତ୍ୟଧିକ ଖୁସି ମନୁଷ୍ୟର ତୃଷ୍ଣା ମେଣ୍ଟାଇ ପାରେ ନାହିଁ, କିନ୍ତୁ
ਹਰਿ ਕਾ ਨਾਮੁ ਜਪਤ ਆਘਾਵੈ ॥ ହରି କୋ ନାମୁ ଜପତ ଆଧାବୈ॥ ଈଶ୍ବରଙ୍କ ନାମ ସ୍ମରଣ କରିଲେ ସେ ତୃପ୍ତ ହୋଇଯାଏ
ਜਿਹ ਮਾਰਗਿ ਇਹੁ ਜਾਤ ਇਕੇਲਾ ॥ ଜିହ ମାରଗି ଇହୂ ହୋତ ସୁହେଲା॥ ଯେଉଁ (ଯମ) ମାର୍ଗରେ ପ୍ରାଣୀ ଏକା ଯାଏ,
ਤਹ ਹਰਿ ਨਾਮੁ ਸੰਗਿ ਹੋਤ ਸੁਹੇਲਾ ॥ ତହ ହରି ନାମୁ ସଙ୍ଗି ହୋତ ସୁହେଲା॥ ସେଠାରେ ଈଶ୍ବରଙ୍କ ନାମ ସୁଖଦାୟକ ହୋଇଥାଏ
ਐਸਾ ਨਾਮੁ ਮਨ ਸਦਾ ਧਿਆਈਐ ॥ ଐସା ନାମୁ ମନ ସଦା ଧିଆଇଏ॥ ହେ ମୋର ମନ! ଏପରି ନାମ ସଦା ସ୍ମରଣ କର,
ਨਾਨਕ ਗੁਰਮੁਖਿ ਪਰਮ ਗਤਿ ਪਾਈਐ ॥੨॥ ନାନକ ଗୁରମୁଖୀ ପରମ ଗତି ପାଇଏ॥2॥ ହେ ନାନକ! ଗୁରୁଙ୍କ ଶରଣରେ ନାମ-ସ୍ମରଣ କରିଲେ ପରମ ଗତି ପ୍ରାପ୍ତ ହୋଇଯାଏ 2
ਛੂਟਤ ਨਹੀ ਕੋਟਿ ਲਖ ਬਾਹੀ ॥ ଛୁଟତ ନହି କୋଟି ଲଖ ବାହୀ॥ ଯେଉଁଠି କୋଟି କୋଟି ଭାଇ ଥାଇ ମଧ୍ୟ ମନୁଷ୍ୟର ମୁକ୍ତି ହୋଇପାରେ ନାହିଁ,
ਨਾਮੁ ਜਪਤ ਤਹ ਪਾਰਿ ਪਰਾਹੀ ॥ ନାମୁ ଜପତ ତହ ପାରି ପରାହୀ॥ ସେଠାରେ ନାମ ସ୍ମରଣ କରିଲେ ମନୁଷ୍ୟ ଉଦ୍ଧାର ହୋଇଯାଏ
ਅਨਿਕ ਬਿਘਨ ਜਹ ਆਇ ਸੰਘਾਰੈ ॥ ଅନିକ ବିଧନ ଜହ ଆଇ ସଙ୍ଘାରଇ॥ ଯେଉଁଠି ଅନେକ ବିଘ୍ନ ଆସି ମନୁଷ୍ୟକୁ ନଷ୍ଟ କରିଥାଏ,
ਹਰਿ ਕਾ ਨਾਮੁ ਤਤਕਾਲ ਉਧਾਰੈ ॥ ହରି କୋ ନାମୁ ତତକାଳ ଉଧାରଇ॥ ସେଇଠି ପ୍ରଭୁଙ୍କ ନାମ ତତ୍କାଳ ତାହାର ରକ୍ଷା କରିଥାଏ
ਅਨਿਕ ਜੋਨਿ ਜਨਮੈ ਮਰਿ ਜਾਮ ॥ ଅନିକ ଯୋନି ଜନମଇ ମରି ଜାମ॥ ଯେଉଁ ବ୍ୟକ୍ତି ଅନେକ ଯୋନିରେ ଜନ୍ମ ହୋଇ ମରିଥାଏ,
ਨਾਮੁ ਜਪਤ ਪਾਵੈ ਬਿਸ੍ਰਾਮ ॥ ନାମୁ ଜପତ ପାବଇ ବିଶ୍ରାମ॥ ସେଠାରେ ପ୍ରଭୁଙ୍କ ନାମ ଜପ କରିଲେ ସୁଖ ପ୍ରାପ୍ତ କରିନିଏ
ਹਉ ਮੈਲਾ ਮਲੁ ਕਬਹੁ ਨ ਧੋਵੈ ॥ ହଉ ମେଇଲା ମଲୁ କବହୁ ନ ଧୋବଇ॥ ଅହଂକାରରେ ମଇଳା ହୋଇଥିବା ପ୍ରାଣୀ କେବେ ମଧ୍ୟ ମଇଳା ଧୋଇପାରେ ନାହିଁ,
ਹਰਿ ਕਾ ਨਾਮੁ ਕੋਟਿ ਪਾਪ ਖੋਵੈ ॥ ହରି କୋ ନାମୁ କୋଟି ପାପ ଖୋବଇ॥ ପରନ୍ତୁ, ଈଶ୍ବରଙ୍କ ନାମ କୋଟି କୋଟି ପାପକୁ ନାଶ କରିଦିଏ
ਐਸਾ ਨਾਮੁ ਜਪਹੁ ਮਨ ਰੰਗਿ ॥ ଐସା ନାମୁ ଜପହୁ ମନ ରଙ୍ଗି॥ ହେ ମୋର ମନ! ଈଶ୍ଵରଙ୍କ ଏପରି ନାମକୁ ପ୍ରେମ ପୂର୍ବକ ସ୍ମରଣ କର
ਨਾਨਕ ਪਾਈਐ ਸਾਧ ਕੈ ਸੰਗਿ ॥੩॥ ନାନକ ପାଇଏ ସାଧ କୈ ସଙ୍ଗି॥3॥ ହେ ନାନକ! ଈଶ୍ବରଙ୍କ ନାମ ସନ୍ଥଙ୍କ ସଙ୍ଗତିରେ ପ୍ରାପ୍ତ ହୋଇଥାଏ 3
ਜਿਹ ਮਾਰਗ ਕੇ ਗਨੇ ਜਾਹਿ ਨ ਕੋਸਾ ॥ ଜିହ ମାରଗ କେ ଗନେ ଜାହି ନ କୋଷା॥ ଯେଉଁ ଜୀବନ ରୂପୀ ମାର୍ଗର ଦୂରତା ଗଣା ଯାଇପାରିବ ନାହିଁ,
ਹਰਿ ਕਾ ਨਾਮੁ ਊਹਾ ਸੰਗਿ ਤੋਸਾ ॥ ହରି କୋ ନାମୁ ଉହା ସଙ୍ଗି ତୋଷା॥ ଈଶ୍ବରଙ୍କ ନାମ ସେଇଠି ତୋର ପୁଞ୍ଜି ହେବ
ਜਿਹ ਪੈਡੈ ਮਹਾ ਅੰਧ ਗੁਬਾਰਾ ॥ ଜିହ ପୈଡେ ମହା ଅନ୍ଧ ଗୁବାରା॥ ଯେଉଁ ମାର୍ଗରେ ଘୋର ଅନ୍ଧକାର ଅଛି,
ਹਰਿ ਕਾ ਨਾਮੁ ਸੰਗਿ ਉਜੀਆਰਾ ॥ ହରି କୋ ନାମୁ ସଙ୍ଗି ଉଜିଆରା॥ ସେଇଠି ଈଶ୍ବରଙ୍କ ନାମ ତୋ’ ସାଥିରେ ପ୍ରକାଶ ହେବ
ਜਹਾ ਪੰਥਿ ਤੇਰਾ ਕੋ ਨ ਸਿਞਾਨੂ ॥ ଜହା ପନ୍ଥୀ ତେରା କୋ ନ ସିନୟାନୁ॥ ଯେଉଁ ମାର୍ଗରେ ତୋତେ କେହି ଜାଣନ୍ତି ନାହିଁ,
ਹਰਿ ਕਾ ਨਾਮੁ ਤਹ ਨਾਲਿ ਪਛਾਨੂ ॥ ହରି କା ନାମୁ ତହ ନାଲି ପଛାନୁ॥ ସେଇଠି ଈଶ୍ବରଙ୍କ ନାମ ତୋର ସାଥିରେ ଜାଣିବା ବାଲା ହେବ
ਜਹ ਮਹਾ ਭਇਆਨ ਤਪਤਿ ਬਹੁ ਘਾਮ ॥ ଜହ ମହା ଭଇଆନ ତପତି ବହୁ ଧାମ॥ ଯେଉଁଠି ଅତ୍ୟଧିକ ଭୟାନକ ଗରମ ଓ ଅତ୍ୟଧିକ ଖରା ଥାଏ,
ਤਹ ਹਰਿ ਕੇ ਨਾਮ ਕੀ ਤੁਮ ਊਪਰਿ ਛਾਮ ॥ ତହ ହରି କେ ନାମ କୀ ତୁମ ଉପରି ଛାମ॥ ସେଠାରେ ଈଶ୍ବରଙ୍କ ନାମ ତୋର ଛାଇ ହେବ
ਜਹਾ ਤ੍ਰਿਖਾ ਮਨ ਤੁਝੁ ਆਕਰਖੈ ॥ ଜହା ତ୍ରିଖା ମନ ତୁଝୁ ଆକାରଖୈ ॥ ହେ ପ୍ରାଣୀ! ଯେଉଁଠି ମାୟାର ତୃଷ୍ଣା ତୋତେ ଝିକିଥାଏ,
ਤਹ ਨਾਨਕ ਹਰਿ ਹਰਿ ਅੰਮ੍ਰਿਤੁ ਬਰਖੈ ॥੪॥ ତହ ନାନକ ହରି ହରି ଅମ୍ରିତୁ ବରଖୈ॥4॥ ସେଠାରେ ହେ ନାନକ! ଈଶ୍ବରଙ୍କ ନାମର ଅମୃତର ବର୍ଷା ହୋଇଥାଏ 4
ਭਗਤ ਜਨਾ ਕੀ ਬਰਤਨਿ ਨਾਮੁ ॥ ଭଗତ ଜନା କୀ ବରତନୀ ନାମୁ॥ ଈଶ୍ବରଙ୍କ ନାମ ଭକ୍ତଜନଙ୍କ ପାଇଁ ବ୍ୟାବାହାରିକ ସାମଗ୍ରୀ ଅଟେ
ਸੰਤ ਜਨਾ ਕੈ ਮਨਿ ਬਿਸ੍ਰਾਮੁ ॥ ସନ୍ତ ଜନା କୈ ମନି ବିଶ୍ରାମୁ॥ ଈଶ୍ବରଙ୍କ ନାମ ସନ୍ଥଜନଙ୍କ ମନକୁ ସୁଖ ବିଶ୍ରାମ ଦେଇଥାଏ
ਹਰਿ ਕਾ ਨਾਮੁ ਦਾਸ ਕੀ ਓਟ ॥ ହରି କା ନାମୁ ଦାସ କୀ ଓଟ॥ ଈଶ୍ବରଙ୍କ ନାମ ତାହାଙ୍କ ସେବକର ସାହାରା ଅଟେ
ਹਰਿ ਕੈ ਨਾਮਿ ਉਧਰੇ ਜਨ ਕੋਟਿ ॥ ହରି କେ ନାମୀ ଉଧରେ ଜନ କୋଟି॥ ଈଶ୍ବରଙ୍କ ନାମ ଦ୍ଵାରା କୋଟି କୋଟି ପ୍ରାଣୀଙ୍କ କଲ୍ୟାଣ ହୋଇଛି
ਹਰਿ ਜਸੁ ਕਰਤ ਸੰਤ ਦਿਨੁ ਰਾਤਿ ॥ ହରି ଜସୁ କରତ ସନ୍ତ ଦିନୁ ରାତି॥ ସନ୍ଥଜନ ଦିନରାତି ହରିଙ୍କ ଯଶୋଗାନ କରିଥାନ୍ତି
ਹਰਿ ਹਰਿ ਅਉਖਧੁ ਸਾਧ ਕਮਾਤਿ ॥ ହରି ହରି ଅଉଖଧୁ ସାଧ କମତି॥ ସନ୍ଥ ହରି-ପରମେଶ୍ଵରଙ୍କ ନାମକୁ ନିଜ ଔଷଧ ରୂପେ ଉପଯୋଗ କରିଥାଏ
ਹਰਿ ਜਨ ਕੈ ਹਰਿ ਨਾਮੁ ਨਿਧਾਨੁ ॥ ହରି ଜନ କୈ ହରି ନାମୁ ନିଧାନୁ॥ ଈଶ୍ବରଙ୍କ ନାମ ଈଶ୍ଵରଙ୍କ ସେବକଙ୍କ ଖଜଣା ଅଟେ
ਪਾਰਬ੍ਰਹਮਿ ਜਨ ਕੀਨੋ ਦਾਨ ॥ ପାରବ୍ରହମି ଜନ କୀନୋ ଦାନ॥ ପରଂବ୍ରହ୍ମ ତାହାକୁ ଏହି ଦାନ ଦେଇଛନ୍ତି
ਮਨ ਤਨ ਰੰਗਿ ਰਤੇ ਰੰਗ ਏਕੈ ॥ ମନ ତନ ରଙ୍ଗି ରତେ ରଙ୍ଗ ଏକୈ॥ ଯିଏ ମନ ଓ ତନରେ ଈଶ୍ଵରଙ୍କ ପ୍ରେମରେ ରଙ୍ଗୀନ ହୋଇଥାଏ,
ਨਾਨਕ ਜਨ ਕੈ ਬਿਰਤਿ ਬਿਬੇਕੈ ॥੫॥ ନାନକ ଜନ କୈ ବିରତି ବିବେକୈ॥5॥ ହେ ନାନକ! ସେହି ଦାସର ବୃତ୍ତି ଜ୍ଞାନ ବାଲା ହୋଇଥାଏ 5
ਹਰਿ ਕਾ ਨਾਮੁ ਜਨ ਕਉ ਮੁਕਤਿ ਜੁਗਤਿ ॥ ହରି କା ନାମୁ ଜନ କଉ ମୁକତି ଯୁଗତି ॥ ଭଗବାନଙ୍କ ନାମ ହିଁ ଭକ୍ତ ପାଇଁ ମୁକ୍ତିର ସାଧନ ଅଟେ
ਹਰਿ ਕੈ ਨਾਮਿ ਜਨ ਕਉ ਤ੍ਰਿਪਤਿ ਭੁਗਤਿ ॥ ହରି କୈ ନାମୀ ଜନ କଉ ତ୍ରିପତି ଭୁଗତି॥ ଭଗବାନଙ୍କ ଭକ୍ତ ତାହାର ନାମ-ଭୋଜନରେ ତୃପ୍ତ ହୋଇଯାଏ
ਹਰਿ ਕਾ ਨਾਮੁ ਜਨ ਕਾ ਰੂਪ ਰੰਗੁ ॥ ହରି କା ନାମୁ ଜନ କା ରୂପ ରଙ୍ଗୁ॥ ଭଗବାନଙ୍କ ନାମ ତାହାଙ୍କ ଭକ୍ତର ସୌନ୍ଦର୍ଯ୍ୟ ଏବଂ ହର୍ଷ ଅଟେ
ਹਰਿ ਨਾਮੁ ਜਪਤ ਕਬ ਪਰੈ ਨ ਭੰਗੁ ॥ ହରି କା ନାମୁ ଜପତ କବ ପରଇ ନ ଭଙ୍ଗୁ॥ ଭଗବାନଙ୍କ ନାମ ଜପ କରିଲେ ମନୁଷ୍ୟକୁ କେବେ ବାଧା ପଡେ ନାହିଁ
ਹਰਿ ਕਾ ਨਾਮੁ ਜਨ ਕੀ ਵਡਿਆਈ ॥ ହରି କା ନାମୁ ଜନ କି ବଡିଆଇ॥ ଭଗବାନଙ୍କ ନାମ ତାହାଙ୍କ ଭକ୍ତର ମାନ-ପ୍ରତିଷ୍ଠା ଅଟେ
ਹਰਿ ਕੈ ਨਾਮਿ ਜਨ ਸੋਭਾ ਪਾਈ ॥ ହରି କୈ ନାମୀ ଜନ ସୋଭା ପାଇ॥ ଭଗବାନଙ୍କ ନାମ ଦ୍ଵାରା ତାହାଙ୍କ ଭକ୍ତକୁ ଦୁନିଆରେ ଶୋଭା ପ୍ରାପ୍ତ ହୋ ଇଥାଏ


© 2025 SGGS ONLINE
error: Content is protected !!
Scroll to Top