Page 265
ਹਰਿ ਕਾ ਨਾਮੁ ਜਨ ਕਉ ਭੋਗ ਜੋਗ ॥
ହରି କା ନାମୁ ଜନ କଉ ଭୋଗ ଯୋଗ॥
ଭଗବାନଙ୍କ ନାମ ହିଁ ଭକ୍ତ ପାଇଁ ଯୋଗ,ସାଧନ ଏବଂ ଗୃହସ୍ଥିର ମାୟା-ଭୋଗ ଅଟେ।
ਹਰਿ ਨਾਮੁ ਜਪਤ ਕਛੁ ਨਾਹਿ ਬਿਓਗੁ ॥
ହରି କା ନାମୁ ଜପତ କଛୁ ନାହି ବିଓଗୁ॥
ଭଗବାନଙ୍କ ନାମର ଜପ କରିଲେ ତାହାକୁ କୌଣସି ଦୁଃଖ କ୍ଲେଶ ହୁଏନାହିଁ।
ਜਨੁ ਰਾਤਾ ਹਰਿ ਨਾਮ ਕੀ ਸੇਵਾ ॥
ଜନୂ ରାତା ହରି ନାମ କୀ ସେବା॥
ଭଗବାନଙ୍କ ଭକ୍ତ ତାହାଙ୍କ ନାମର ସେବାରେ ହିଁ ମଗ୍ନ ରହିଥାଏ।
ਨਾਨਕ ਪੂਜੈ ਹਰਿ ਹਰਿ ਦੇਵਾ ॥੬॥
ନାନକ ପୂଜଇ ହରି ହରି ଦେବା॥6॥
ହେ ନାନକ! (ଭକ୍ତ ସର୍ବଦା) ପ୍ରଭୁ ଦେବ ପରମେଶ୍ଵରଙ୍କ ହିଁ ପୂଜା କରିଥାନ୍ତି ॥6॥
ਹਰਿ ਹਰਿ ਜਨ ਕੈ ਮਾਲੁ ਖਜੀਨਾ ॥
ହରି ହରି ଜନ କୈ ମାଲୁ ଖଜିନା॥
ହରି-ପରମେଶ୍ଵରଙ୍କ ନାମ ଭକ୍ତ ପାଇଁ ଧନର ଭଣ୍ଡାର ଅଟେ।
ਹਰਿ ਧਨੁ ਜਨ ਕਉ ਆਪਿ ਪ੍ਰਭਿ ਦੀਨਾ ॥
ହରି ଧନୁ ଜନ କଉ ଆପି ପ୍ରଭି ଦୀନା॥
ହରି ନାମ ରୂପୀ ଧନ ପ୍ରଭୁ ସ୍ଵୟଂ ନିଜ ଭକ୍ତକୁ ଦେଇଛନ୍ତି।
ਹਰਿ ਹਰਿ ਜਨ ਕੈ ਓਟ ਸਤਾਣੀ ॥
ହରି ହରି ଜନ କୈ ଓଟ ସତାନୀ॥
ହରି-ପରମେଶ୍ଵରଙ୍କ ନାମ ତାହାଙ୍କ ଭକ୍ତ ପାଇଁ ସଶକ୍ତ ସାହାରା ଅଟେ।
ਹਰਿ ਪ੍ਰਤਾਪਿ ਜਨ ਅਵਰ ਨ ਜਾਣੀ ॥
ହରି ପ୍ରତାପୀ ଜନ ଅବର ନ ଜାଣି॥
ହରିଙ୍କ ପ୍ରତାପରୁ ଭକ୍ତଜନ ଅନ୍ୟ କାହାକୁ ଜାଣନ୍ତି ନାହିଁ।
ਓਤਿ ਪੋਤਿ ਜਨ ਹਰਿ ਰਸਿ ਰਾਤੇ ॥
ଓତି ପୋତି ଜନ ହରି ରସି ରାତେ॥
ସର୍ବଦା, ପ୍ରବୁଙ୍କ ଭକ୍ତ ହରି-ରସରେ ମଗ୍ନ ରହିଥାଏ।
ਸੁੰਨ ਸਮਾਧਿ ਨਾਮ ਰਸ ਮਾਤੇ ॥
ସୁନ ସମାଧି ନାମ ରସ ମାତେ ॥
ଶୂନ୍ୟ ସମାଧିରେ ଲୀନ ହୋଇ ସେ ନାମ-ରସରେ ମଗ୍ନ ରହିଥାଏ।
ਆਠ ਪਹਰ ਜਨੁ ਹਰਿ ਹਰਿ ਜਪੈ ॥
ଆଠ ପହର ଜନୁ ହରି ହରି ଜପଇ॥
ଭକ୍ତ ଦିନର ଆଠ ପହର ହରି-ପରମେଶ୍ଵରଙ୍କ ନାମର ହିଁ ଜପ କରିଥାଏ।
ਹਰਿ ਕਾ ਭਗਤੁ ਪ੍ਰਗਟ ਨਹੀ ਛਪੈ ॥
ହରି କା ଭଗତୁ ପ୍ରଗଟ ନହି ଛପଇ ॥
ହରିଙ୍କ ଭକ୍ତ ଦୁନିଆରେ ଲୋକପ୍ରିୟ ହୋଇଯାଏ, ଲୁଚି ରହେ ନାହିଁ।
ਹਰਿ ਕੀ ਭਗਤਿ ਮੁਕਤਿ ਬਹੁ ਕਰੇ ॥
ହରି କି ଭଗତି ମୁକତି ବହୁ କରେ॥
ଭଗବାନଙ୍କ ଭକ୍ତି ଅନେକଙ୍କୁ ମୋକ୍ଷ ପ୍ରଦାନ କରିଥାଏ।
ਨਾਨਕ ਜਨ ਸੰਗਿ ਕੇਤੇ ਤਰੇ ॥੭॥
ନାନକ ଜନ ସଙ୍ଗି କେତେ ତରେ॥7॥
ହେ ନାନକ! ଭକ୍ତଙ୍କ ସଙ୍ଗତିରେ ଅନେକ ଭବସାଗରରୁ ପାର ହୋଇଛନ୍ତି ॥7॥
ਪਾਰਜਾਤੁ ਇਹੁ ਹਰਿ ਕੋ ਨਾਮ ॥
ପାରଜାତୁ ଇହୂ ହରି କୋ ନାମ॥
ହରିଙ୍କ ନାମ ହିଁ ଫଳ ବୃକ୍ଷ ଅଟେ।
ਕਾਮਧੇਨ ਹਰਿ ਹਰਿ ਗੁਣ ਗਾਮ ॥
କାମଧେନ ହରି ହରି ଗୁଣ ଗାମ ॥
ହରି-ପରମେଶ୍ଵରଙ୍କ ନାମର ଯଶୋଗାନ କରିବା ହିଁ କାମଧେନୁ ଅଟେ।
ਸਭ ਤੇ ਊਤਮ ਹਰਿ ਕੀ ਕਥਾ ॥
ସଭ ତେ ଉତ୍ତମ ହରି କୀ କଥା॥
ହରିଙ୍କ କଥା ସବୁଠାରୁ ଉତ୍ତମ ଅଟେ।
ਨਾਮੁ ਸੁਨਤ ਦਰਦ ਦੁਖ ਲਥਾ ॥
ନାମୁ ସୁନତ ଦରଦ ଦୁଖ ଲଥା॥
ଭଗବାନଙ୍କ ନାମ ଶୁଣିଲେ ଦୁଃଖ ଯନ୍ତ୍ରଣା ଦୂର ହୋଇଯାଏ।
ਨਾਮ ਕੀ ਮਹਿਮਾ ਸੰਤ ਰਿਦ ਵਸੈ ॥
ନାମ କୀ ମହିମା ସନ୍ତ ରିଦ ବସଇ॥
ନାମର ମହିମା ସନ୍ଥଙ୍କ ହୃଦୟରେ ନିବାସ କରିଥାଏ।
ਸੰਤ ਪ੍ਰਤਾਪਿ ਦੁਰਤੁ ਸਭੁ ਨਸੈ ॥
ସନ୍ତ ପ୍ରତାପୀ ଦୁରତୁ ସଭୁ ନସଇ॥
ସନ୍ଥଙ୍କ ତେଜ ପ୍ରତାପ ଦ୍ଵାରା ସମସ୍ତ ପାପ ନାଶ ହୋଇଯାଏ।
ਸੰਤ ਕਾ ਸੰਗੁ ਵਡਭਾਗੀ ਪਾਈਐ ॥
ସନ୍ତ କା ସଙ୍ଗୁ ବଡଭାଗୀ ପାଇଏ॥
ସନ୍ଥଙ୍କ ସଙ୍ଗତି ସୌଭାଗ୍ୟରୁ ପ୍ରାପ୍ତ ହୋଇଥାଏ।
ਸੰਤ ਕੀ ਸੇਵਾ ਨਾਮੁ ਧਿਆਈਐ ॥
ସନ୍ତ କୀ ସେବା ନାମୁ ଧିଆଇଏ॥
ସନ୍ଥଙ୍କ ସେବାରୁ ନାମ-ସ୍ମରଣ କରାଯାଇଥାଏ।
ਨਾਮ ਤੁਲਿ ਕਛੁ ਅਵਰੁ ਨ ਹੋਇ ॥
ନାମ ତୁଲି କଛୁ ଅବରୁ ନ ହୋଇ॥
ଇଶ୍ଵର ନାମ ତୁଲ୍ୟ ଆଉ କେହି ନାହାନ୍ତି।
ਨਾਨਕ ਗੁਰਮੁਖਿ ਨਾਮੁ ਪਾਵੈ ਜਨੁ ਕੋਇ ॥੮॥੨॥
ନାନକ ଗୁରମୁଖୀ ନାମୁ ପାବୈ ଜନୁ କୋଇ॥8॥2॥
ହେ ନାନକ! କେହି ବିରଳ ଗୁରୁମୁଖୀ ହିଁ ନାମ ପ୍ରାପ୍ତ କରିଥାଏ। ॥8॥2॥
ਸਲੋਕੁ ॥
ସଲୋକୁ॥
ଶ୍ଳୋକ॥
ਬਹੁ ਸਾਸਤ੍ਰ ਬਹੁ ਸਿਮ੍ਰਿਤੀ ਪੇਖੇ ਸਰਬ ਢਢੋਲਿ ॥
ବହୁ ଶାସତ୍ର ବହୁ ଶିମ୍ରିତି ପେଖେ ସରବ ଢଢୋଲୀ॥
ବହୁତ ଶାସ୍ତ୍ର ଓ ସ୍ମୃତି ଦେଖିଛି ଆଉ ସେହି ସବୁକୁ ଭଲ ଭାବରେ ସନ୍ଧାନ କରିଛି,
ਪੂਜਸਿ ਨਾਹੀ ਹਰਿ ਹਰੇ ਨਾਨਕ ਨਾਮ ਅਮੋਲ ॥੧॥
ପୂଜସୀ ନାହୀ ହରି ହରେ ନାନକ ନାମ ଅମୋଲ॥1॥
କିନ୍ତୁ, ତାହା ଈଶ୍ବରଙ୍କ ସମକକ୍ଷ କରିପାରେ ନାହିଁ, ହେ ନାନକ! ହରି-ପରମେଶ୍ଵରଙ୍କ ନାମ ଅମୂଲ୍ୟ ଅଟେ। ॥1॥
ਅਸਟਪਦੀ ॥
ଅସଟପଦୀ॥
ଅଷ୍ଟପଦୀ ॥
ਜਾਪ ਤਾਪ ਗਿਆਨ ਸਭਿ ਧਿਆਨ ॥
ଜାପ ତାପ ଗିଆନ ସଭି ଧିଆନ॥
ଜପ, ତପସ୍ୟା, ସମସ୍ତ ଜ୍ଞାନ ଏବଂ ଧ୍ୟାନ,
ਖਟ ਸਾਸਤ੍ਰ ਸਿਮ੍ਰਿਤਿ ਵਖਿਆਨ ॥
ଖଟ ଶାସତ୍ର ଶିମ୍ରିତି ବଖିଆନ॥
ଛଅ ଶାସ୍ତ୍ରର ଗ୍ରନ୍ଥ ଏବଂ ସ୍ମୃତିର ବର୍ଣ୍ଣନା,
ਜੋਗ ਅਭਿਆਸ ਕਰਮ ਧ੍ਰਮ ਕਿਰਿਆ ॥
ଯୋଗ ଅଭିଆସ କରମ ଧ୍ରମ କିରିଆ॥
ଯୋଗର ସାଧନ ଏବଂ ଧାର୍ମିକ କର୍ମ-କାଣ୍ଡ କାର୍ଯ୍ୟ,
ਸਗਲ ਤਿਆਗਿ ਬਨ ਮਧੇ ਫਿਰਿਆ ॥
ଶଗଲ ତିଆଗୀ ବନ ମଧେ ଫିରିଆ॥
ପ୍ରତ୍ୟେକ ବସ୍ତୁକୁ ତ୍ୟାଗ କରିବା ଏବଂ ଜଙ୍ଗଲରେ ବୁଲିବା।
ਅਨਿਕ ਪ੍ਰਕਾਰ ਕੀਏ ਬਹੁ ਜਤਨਾ ॥
ଅନିକ ପ୍ରକାର କୀଏ ବହୁ ଜନତା॥
ଅନେକ ପ୍ରକାରର ବହୁତ ଯତ୍ନ କରି
ਪੁੰਨ ਦਾਨ ਹੋਮੇ ਬਹੁ ਰਤਨਾ ॥
ପୁଂନ ଦାନ ହୋମେ ବହୁ ରତନା ॥
ଦାନ-ପୂଣ୍ୟ, ହୋମ ଯଜ୍ଞ ଏବଂ ଆଧ୍ୟାତ୍ମିକ ଦାନ କରିବା,
ਸਰੀਰੁ ਕਟਾਇ ਹੋਮੈ ਕਰਿ ਰਾਤੀ ॥
ଶରୀରୁ କଟାଇ ହୋମଇ କରି ରାତୀ॥
ଶରୀରକୁ ଛୋଟ ଛୋଟ ଟୁକୁଡାରେ କାଟିବା ଏବଂ ତାହାକୁ ଅଗ୍ନିରେ ଆହୁତି ଦେବା,
ਵਰਤ ਨੇਮ ਕਰੈ ਬਹੁ ਭਾਤੀ ॥
ବରତ ନେମ କରଇ ବହୁ ଭାତୀ॥
ଅନେକ ପ୍ରକାରର ବ୍ରତ ଏବଂ ନିୟମ ପାଳନ କରିବା,
ਨਹੀ ਤੁਲਿ ਰਾਮ ਨਾਮ ਬੀਚਾਰ ॥
ନହି ତୁଲି ରାମ ନାମ ବୀଚାର॥
କିନ୍ତୁ, ଏହା ସବୁ ରାମଙ୍କ ନାମର ଆରାଧନା ତୁଲ୍ୟ ନୁହେଁ।
ਨਾਨਕ ਗੁਰਮੁਖਿ ਨਾਮੁ ਜਪੀਐ ਇਕ ਬਾਰ ॥੧॥
ନାନକ ଗୁରମୁଖୀ ନାମୁ ଜପିଏ ଇକ ବାର॥1॥
ହେ ନାନକ! ଏହି ନାମ ଏକ ଥର ହିଁ ଗୁରୁଙ୍କ ଶରଣରେ ଜପା ଯାଉ ॥1॥
ਨਉ ਖੰਡ ਪ੍ਰਿਥਮੀ ਫਿਰੈ ਚਿਰੁ ਜੀਵੈ ॥
ନଉ ଖଣ୍ଡ ପ୍ରିଥମୀ ଫିରଇ ଚିରୁ ଜୀବଇ॥
ମନୁଷ୍ୟ ପୃଥିବୀର ନବ ଖଣ୍ଡରେ ଭ୍ରମଣ କରୁ, ଦୀର୍ଘ ବର୍ଷ ପର୍ଯ୍ୟନ୍ତ ବଞ୍ଚି ରହୁ,
ਮਹਾ ਉਦਾਸੁ ਤਪੀਸਰੁ ਥੀਵੈ ॥
ମହା ଉଦାସୁ ତପିସରୁ ଥିବଇ॥
ସେ ମହା ନିର୍ବାଣ ଏବଂ ତପସ୍ଵୀ ହେଉ ଆଉ
ਅਗਨਿ ਮਾਹਿ ਹੋਮਤ ਪਰਾਨ ॥
ଅଗନି ମାହି ହୋମତ ପରାନ॥
ନିଜ ଶରୀରକୁ ଅଗ୍ନିରେ ହୋମ କରିଦେଉ,
ਕਨਿਕ ਅਸ੍ਵ ਹੈਵਰ ਭੂਮਿ ਦਾਨ ॥
କନିକ ଅଶ୍ଵ ହଇବର ଭୂମି ଦାନ॥
ସେ ସୁନା, ଘୋଡା ଏବଂ ଭୂମି ଦାନ କରୁ,
ਨਿਉਲੀ ਕਰਮ ਕਰੈ ਬਹੁ ਆਸਨ ॥
ନିଉଲି କରମ କରଇ ବହୁ ଆସନ॥
ସେ ଅନ୍ତଃ ସଫା ଆଉ ବହୁତ ସାରା ଯୋଗାସାନ କରୁ,
ਜੈਨ ਮਾਰਗ ਸੰਜਮ ਅਤਿ ਸਾਧਨ ॥
ଜୈନ ମାରଗ ସଂଯମ ଅତି ସାଧନ॥
ସେ ଯୋନିର ମାର୍ଗରେ ଚାଲି ଅତ୍ୟନ୍ତ କଠିନ ସାଧନ ତଥା ତପସ୍ୟା କରୁ,
ਨਿਮਖ ਨਿਮਖ ਕਰਿ ਸਰੀਰੁ ਕਟਾਵੈ ॥
ନିମଖ ନିମଖ କରି ଶରୀରୁ କଟାବଇ॥
ଶରୀରକୁ ଛୋଟ ଛୋଟ ଟୁକୁଡାରେ କାଟୁ,
ਤਉ ਭੀ ਹਉਮੈ ਮੈਲੁ ਨ ਜਾਵੈ ॥
ତଉ ଭୀ ହଉମଇ ମଇଲୁ ନ ଯାବଇ ॥
ତଥାପି, ତାହାର ଅହଙ୍କାରର ମଇଳା ଦୂର ହୁଏନାହିଁ।
ਹਰਿ ਕੇ ਨਾਮ ਸਮਸਰਿ ਕਛੁ ਨਾਹਿ ॥
ହରି କେ ନାମ ସମସରି କଛୁ ନାହି॥
ଭଗବାନଙ୍କ ନାମର ସମକକ୍ଷ କୌଣସି ବସ୍ତୁ ନାହିଁ।
ਨਾਨਕ ਗੁਰਮੁਖਿ ਨਾਮੁ ਜਪਤ ਗਤਿ ਪਾਹਿ ॥੨॥
ନାନକ ଗୁରମୁଖୀ ନାମୁ ଜପତ ଗତି ପାହି॥2॥
ହେ ନାନକ! ଗୁରୁଙ୍କ ମାଧ୍ୟମରୁ ଭଗବାନଙ୍କ ନାମର ଜପ କରିଲେ ମନୁଷ୍ୟକୁ ମୁକ୍ତି ମିଳିଯାଏ ॥2॥
ਮਨ ਕਾਮਨਾ ਤੀਰਥ ਦੇਹ ਛੁਟੈ ॥
ମନ କାମନା ତୀରଥ ଦେହ ଛୁଟଇ॥
କିଛି ଲୋକଙ୍କ ମନୋକମନା ଥାଏ ଯେ କୌଣସି ତୀର୍ଥ ସ୍ଥାନରେ ଶରୀର ତ୍ୟାଗ କରିବେ
ਗਰਬੁ ਗੁਮਾਨੁ ਨ ਮਨ ਤੇ ਹੁਟੈ ॥
ଗରବୁ ଗୁମାନୁ ନ ମନ ତେ ହୁଟଇ॥
ପରନ୍ତୁ, ତଥାପି, ମନୁଷ୍ୟର ଅହଂକାର ଏବଂ ଅଭିମାନ ମନରୁ ଦୂର ହୁଏନାହିଁ।
ਸੋਚ ਕਰੈ ਦਿਨਸੁ ਅਰੁ ਰਾਤਿ ॥
ଶୋଚ କରଇ ଦିନସୁ ଅରୁ ରାତି॥
ମନୁଷ୍ୟ ଦିନ ରାତି ପବିତ୍ରତା କରିଥାଉ
ਮਨ ਕੀ ਮੈਲੁ ਨ ਤਨ ਤੇ ਜਾਤਿ ॥
ମନ କୀ ମଇଲୁ ନ ତନ ତେ ଜାତି॥
ପରନ୍ତୁ, ମନର ମଇଳା ତାହାର ଶରୀରରୁ ଦୂର ହୁଏନାହିଁ।
ਇਸੁ ਦੇਹੀ ਕਉ ਬਹੁ ਸਾਧਨਾ ਕਰੈ ॥
ଇସୁ ଦେହୀ କଉ ବହୁ ସାଧନା କରଇ॥
ମନୁଷ୍ୟ ନିଜ ଶରୀରରେ ବହୁତ ସଂଯମ-ସାଧନା କରିଥାଉ,
ਮਨ ਤੇ ਕਬਹੂ ਨ ਬਿਖਿਆ ਟਰੈ ॥
ମନ ତେ କବହୁ ନ ବିଖିଆ ଟରଇ॥
ତଥାପି ମାୟାର ମନ୍ଦ ବିକାର ତାହାର ମନକୁ ତ୍ୟାଗ କରେ ନାହିଁ।
ਜਲਿ ਧੋਵੈ ਬਹੁ ਦੇਹ ਅਨੀਤਿ ॥
ଜଲି ଧୋବଇ ବହୁ ଦେହ ଅନୀତି॥
ମନୁଷ୍ୟ ଏହି ନଶ୍ଵର ଶରୀରକୁ କେତେ ଥର ପାଣିରେ ସଫା କରୁଥାଉ,
ਸੁਧ ਕਹਾ ਹੋਇ ਕਾਚੀ ਭੀਤਿ ॥
ସୁଧ କହା ହୋଇ କାଚୀ ଭୀତି॥
ତାହାହେଲେ ମଧ୍ୟ (ଏହି ଶରୀର ରୂପୀ) କଚ୍ଚା ଦିବାର ପବିତ୍ର ହୋଇପାରିବ?
ਮਨ ਹਰਿ ਕੇ ਨਾਮ ਕੀ ਮਹਿਮਾ ਊਚ ॥
ମନ ହରି କେ ନାମ କୀ ମହିମା ଉଚ॥
ହେ ମୋର ମନ! ହରି-ପରମେଶ୍ଵରଙ୍କ ନାମର ମହିମା ବହୁତ ଉଚ୍ଚ ଅଟେ।
ਨਾਨਕ ਨਾਮਿ ਉਧਰੇ ਪਤਿਤ ਬਹੁ ਮੂਚ ॥੩॥
ନାନକ ନାମୀ ଉଧରେ ପତିତ ବହୁ ମୂଚ॥3॥
ହେ ନାନକ! ପ୍ରଭୁଙ୍କ ନାମ ଦ୍ଵାରା ବହୁତ ପାପୀ ମୁକ୍ତ ହୋଇଛନ୍ତି ॥3॥
ਬਹੁਤੁ ਸਿਆਣਪ ਜਮ ਕਾ ਭਉ ਬਿਆਪੈ ॥
ବହୁତ ସିଆଣପ ଯମ କା ଭଉ ବିୟାପଇ ॥
ଅଧିକ ଚତୁରତା କାରଣରୁ ମନୁଷ୍ୟକୁ ମୃତ୍ୟୁର ଭୟ ଗ୍ରାସ କରିଥାଏ।