Page 296
ਗਿਆਨੁ ਸ੍ਰੇਸਟ ਊਤਮ ਇਸਨਾਨੁ ॥
ବିଦିଆ ତପୁ ଯୋଗୁ ପ୍ରଭ ଧିଆନୁ ॥
ଶ୍ରେଷ୍ଠ ସ୍ଥାନ, ଉତ୍ତମ ସ୍ନାନ,
ਚਾਰਿ ਪਦਾਰਥ ਕਮਲ ਪ੍ਰਗਾਸ ॥
ଚାରି ପଦାରଥ କମଲ ପ୍ରଗାସ ॥
(ଧର୍ମ, ଅର୍ଥ, କାମ, ମୋକ୍ଷ) ଚାରି ପଦାର୍ଥ, ହୃଦୟ କମଳର ଖେଳଣା
ਸਭ ਕੈ ਮਧਿ ਸਗਲ ਤੇ ਉਦਾਸ ॥
ସଭ କୈ ମଧି ଶଗଲ ତେ ଉଦାସ॥
ସମସ୍ତଙ୍କ ସାଥିରେ ରହି ମଧ୍ୟ ସମସ୍ତଙ୍କ ଠାରୁ ମୋହମୁକ୍ତ ରହିବା;
ਸੁੰਦਰੁ ਚਤੁਰੁ ਤਤ ਕਾ ਬੇਤਾ ॥
ସୁନ୍ଦରୁ ଚତୁର ତତ କା ବେତା॥
ସୁନ୍ଦର, ବୁଝିବାବାଲା, (ଜଗତର) ମୂଳ ତତ୍ଵକୁ ଜାଣିବାବାଲା
ਸਮਦਰਸੀ ਏਕ ਦ੍ਰਿਸਟੇਤਾ ॥
ସମଦରସି ଏକ ଦ୍ରିସଟେତା॥
ସମଦର୍ଶୀ ଏବଂ ଏକ ଦୃଷ୍ଟିରେ ଈଶ୍ଵରଙ୍କୁ ଦେଖିବା,
ਇਹ ਫਲ ਤਿਸੁ ਜਨ ਕੈ ਮੁਖਿ ਭਨੇ ॥
ଇହ ଫଲ ତିସୁ ଜନ କୈ ମୁଖୀ ଭନେ॥
ହେ ନାନକ! ଏହି ସବୁ ଫଳ ତାହାକୁ ମିଳିଥାଏ,
ਗੁਰ ਨਾਨਕ ਨਾਮ ਬਚਨ ਮਨਿ ਸੁਨੇ ॥੬॥
ଗୁର ନାନକ ନାମ ବଚନ ମନି ସୁନେ ॥6॥
ଯିଏ ନିଜ ମୁହଁରେ ( ସୁଖମଣି) ସୁଖର ମଣିକୁ ଜପ କରିଥାଏ ଆଉ ଗୁରୁଙ୍କ ବଚନ ତଥା ପ୍ରଭୁଙ୍କ ନାମର ମହିମା ମନ ଲଗାଇ ଶୁଣିଥାଏ ॥6॥
ਇਹੁ ਨਿਧਾਨੁ ਜਪੈ ਮਨਿ ਕੋਇ ॥
ଇହୂ ନିଧାନୁ ଜପୟ ମନି କୋଇ॥
ଯେ କୌଣସି ମନୁଷ୍ୟ ଏହି ନାମକୁ (ଯିଏ ଗୁଣର ଖଜଣା ଅଟେ) ଜପ କରେ,
ਸਭ ਜੁਗ ਮਹਿ ਤਾ ਕੀ ਗਤਿ ਹੋਇ ॥
ସଭ ଯୁଗ ମହି ତା କୀ ଗତି ହୋଇ॥
ତାହାର ସଂପୂର୍ଣ୍ଣ ଜୀବନ ଉଚ୍ଚ ଆତ୍ମିକ ଅବସ୍ଥାରେ ରହିଥାଏ।
ਗੁਣ ਗੋਬਿੰਦ ਨਾਮ ਧੁਨਿ ਬਾਣੀ ॥
ଗୁନ ଗୋବିନ୍ଦ ନାମ ଧୁନି ବାଣୀ॥
ସେହି ମନୁଷ୍ୟର (ସାଧାରଣ) ବଚନ ମଧ୍ୟ ଗୋବିନ୍ଦଙ୍କ ଗୁଣ ଆଉ ନାମର ତରଙ୍ଗର ହିଁ ହୋଇଥାଏ
ਸਿਮ੍ਰਿਤਿ ਸਾਸਤ੍ਰ ਬੇਦ ਬਖਾਣੀ ॥
ଶିମ୍ରିତି ସାସତ୍ର ବେଦ ବଖାଣି ॥
ଯାହାଙ୍କ ବିଷୟରେ ସ୍ମୃତି, ଶାସ୍ତ୍ର ଆଉ ବେଦ ମଧ୍ୟ ଏହି କଥା କହିଛନ୍ତି।
ਸਗਲ ਮਤਾਂਤ ਕੇਵਲ ਹਰਿ ਨਾਮ ॥
ଶଗଲ ମତାନ୍ତ କେବଲ ହରି ନାମ॥
ସବୁ ମତର ନିର୍ଯ୍ୟାସ ପ୍ରଭୁଙ୍କ ନାମ ହିଁ ଅଟେ
ਗੋਬਿੰਦ ਭਗਤ ਕੈ ਮਨਿ ਬਿਸ੍ਰਾਮ ॥
ଗୋବିନ୍ଦ ଭଗତ କୈ ମନି ବିଶ୍ରାମ॥
ଏହି ନାମର ନିବାସ ଗୋବିନ୍ଦଙ୍କ ଭକ୍ତର ମନରେ, ହୃଦୟରେ ହୋଇଥାଏ।
ਕੋਟਿ ਅਪ੍ਰਾਧ ਸਾਧਸੰਗਿ ਮਿਟੈ ॥
କୋଟି ଅପ୍ରାଧ ସାଧସଙ୍ଗୀ ମିଟଇ॥
କୋଟି କୋଟି ପାପ ସତସଙ୍ଗରେ ରହି ଦୂର ହୋଇଯାଏ,
ਸੰਤ ਕ੍ਰਿਪਾ ਤੇ ਜਮ ਤੇ ਛੁਟੈ ॥
ସନ୍ତ କ୍ରିପା ତେ ଜମ ତେ ଛୁଟୟ॥
ଗୁରୁଙ୍କ କୃପାରୁ ସେହି ମନୁଷ୍ୟ ଯମ ଠାରୁ ବଞ୍ଚିଯାଏ।
ਜਾ ਕੈ ਮਸਤਕਿ ਕਰਮ ਪ੍ਰਭਿ ਪਾਏ ॥
ଜା କୈ ମସତାକି କରମ ପ୍ରଭି ପାଏ॥
ହେ ନାନକ! ଯାହାର କପାଳରେ ପ୍ରଭୁ ଭାଗ୍ୟ ଲେଖିଛନ୍ତି
ਸਾਧ ਸਰਣਿ ਨਾਨਕ ਤੇ ਆਏ ॥੭॥
ସାଧ ସରଣି ନାନକ ତେ ଆଏ ॥7॥
ସେହି ମନୁଷ୍ୟ ଗୁରୁଙ୍କ ଶରଣକୁ ଆସେ। ॥7॥
ਜਿਸੁ ਮਨਿ ਬਸੈ ਸੁਨੈ ਲਾਇ ਪ੍ਰੀਤਿ ॥
ଯୀଶୁ ମନି ବଶୟ ସୁନୟ ଲାଇ ପ୍ରୀତି ॥
ଯେଉଁ ମନୁଷ୍ୟର ହୃଦୟରେ (ସୁଖମଣି) ବାସ କରେ ଯିଏ ପ୍ରୀତି ଲଗାଇ (ନାମ) ଶୁଣେ
ਤਿਸੁ ਜਨ ਆਵੈ ਹਰਿ ਪ੍ਰਭੁ ਚੀਤਿ ॥
ତିସୁ ଜନ ଆବୟ ହରି ପ୍ରଭୁ ଚିତି॥
ସେ ହରି-ପ୍ରଭୁଙ୍କୁ ସ୍ମରଣ କରିଥାଏ।
ਜਨਮ ਮਰਨ ਤਾ ਕਾ ਦੂਖੁ ਨਿਵਾਰੈ ॥
ଜାନାଂ ମରନ ତା କା ଦୁଖୁ ନିବାରୟ ॥
ସେହି ମନୁଷ୍ୟର ଜନ୍ମ ଓ ମରଣର କଷ୍ଟ କଟି ଯାଏ,
ਦੁਲਭ ਦੇਹ ਤਤਕਾਲ ਉਧਾਰੈ ॥
ଦୁଲଭ ଦେହ ତତକାଳ ଉଧାରୟ ॥
ସେ ଏହି ଦୁର୍ଲଭ ମାନବ ଶରୀରକୁ ସେହି ସମୟରେ (ବିକାର ଠାରୁ) ବଞ୍ଚାଇ ଦିଏ।
ਨਿਰਮਲ ਸੋਭਾ ਅੰਮ੍ਰਿਤ ਤਾ ਕੀ ਬਾਨੀ ॥
ନିରମଲ ସୋଭା ଅମ୍ରିତା ତା କୀ ବାଣୀ॥
ତାହାର ଶୋଭା ନିର୍ମଳ ଏବଂ ବାଣୀ ଅମୃତ ରୂପ ହୋଇଥାଏ।
ਏਕੁ ਨਾਮੁ ਮਨ ਮਾਹਿ ਸਮਾਨੀ ॥
ଏକୁ ନାମୁ ମନ ମାହି ସମାନୀ॥
ତାହାର ମନରେ ପ୍ରଭୁଙ୍କ ନାମ ହିଁ ବାସ କରେ।
ਦੂਖ ਰੋਗ ਬਿਨਸੇ ਭੈ ਭਰਮ ॥
ଦୁଖ ରୋଗ ବିନସେ ଭୈ ଭରମ ॥
ଦୁଃଖ, ରୋଗ, ଭୟ ଏବଂ ଦ୍ଵିଧା ଦୂର ହୋଇଯାଏ।
ਸਾਧ ਨਾਮ ਨਿਰਮਲ ਤਾ ਕੇ ਕਰਮ ॥
ସାଧ ନାମ ନିରମଲ ତା କେ କରମ ॥
ତାହାର ନାମ ସାଧୁ ହୋଇଯାଏ ଓ କର୍ମ ପବିତ୍ର ହୋଇଥାଏ।
ਸਭ ਤੇ ਊਚ ਤਾ ਕੀ ਸੋਭਾ ਬਨੀ ॥
ସଭ ତେ ଉଚ୍ଚ ତା କୀ ସୋଭା ବନି॥
ତାହାର ଶୋଭା ସର୍ବୋଚ୍ଚ ହୋଇଯାଏ।
ਨਾਨਕ ਇਹ ਗੁਣਿ ਨਾਮੁ ਸੁਖਮਨੀ ॥੮॥੨੪॥
ନାନକ ଇଃ ଗୁନି ନାମୁ ସୁଖମନି॥8॥24॥
ହେ ନାନକ! ଏହି ଗୁଣର କାରଣ (ପ୍ରଭୁଙ୍କ)ନାମ ସୁଖର ମଣି ଅଟେ।॥8॥24॥
ਥਿਤੀ ਗਉੜੀ ਮਹਲਾ ੫ ॥
ଥିତି ଗଉଡି ମହଲା 5॥
ଥିତି ଗଉଡି ମହଲା 5 ॥
ਸਲੋਕੁ ॥
ସଲୋକୁ ॥
ଶ୍ଳୋକ ॥
ੴ ਸਤਿਗੁਰ ਪ੍ਰਸਾਦਿ ॥
ੴ ସତିଗୁର ପ୍ରସାଦି॥
ଇଶ୍ଵର ଏକ ଅଟେ ଆଉ ସେ ସଦଗୁରୁଙ୍କ କୃପାରୁ ମିଳେ।
ਜਲਿ ਥਲਿ ਮਹੀਅਲਿ ਪੂਰਿਆ ਸੁਆਮੀ ਸਿਰਜਨਹਾਰੁ ॥
ଜଲି ଥଳି ମହୀଅଲି ପୁରିଆ ସୁଆମୀ ସିରଜନହାରୁ॥
ସମ୍ପୂର୍ଣ୍ଣ ଜଗତକୁ ସୃଷ୍ଟି କରିବାବାଲା ମାଲିକ ପ୍ରଭୁ ଜଳରେ,ଧରିତ୍ରିରେ ଆଉ ଆକାଶରେ ଭରପୁର ଅଛନ୍ତି,
ਅਨਿਕ ਭਾਂਤਿ ਹੋਇ ਪਸਰਿਆ ਨਾਨਕ ਏਕੰਕਾਰੁ ॥੧॥
ଅନିକ ଭାନ୍ତି ହୋଇ ପସରିଆ ନାନକ ଏକଙ୍କାରୁ ॥1॥
ହେ ନାନକ! ସେ ଏକ ଅକାଳ-ପୁରୁଷ ଅନେକ ଉପାୟରେ (ଜଗତର ସବୁ ଜାଗାରେ) ବିଛୁରିତ ଅଛନ୍ତି।॥1॥
ਪਉੜੀ ॥
ପଉଡି॥
ପଉଡି॥
ਏਕਮ ਏਕੰਕਾਰੁ ਪ੍ਰਭੁ ਕਰਉ ਬੰਦਨਾ ਧਿਆਇ ॥
ଏକମ ଏକଙ୍କାରୁ ପ୍ରଭୁ କରଉ ବନ୍ଦନା ଘିଆଇ॥
ପ୍ରଥମ - ଇଶ୍ଵର ଏକ ଅଟନ୍ତି ଆଉ ସେହି ଏକ ପ୍ରଭୁଙ୍କ ହିଁ ବନ୍ଦନା କର ଆଉ ତାହାଙ୍କୁ ହିଁ ସ୍ମରଣ କରିବା ଉଚିତ।
ਗੁਣ ਗੋਬਿੰਦ ਗੁਪਾਲ ਪ੍ਰਭ ਸਰਨਿ ਪਰਉ ਹਰਿ ਰਾਇ ॥
ଗୁଣ ଗୋବିନ୍ଦ ଗୁପାଲ ପ୍ରଭ ସରଣି ପରଉ ହରି ରାଇ॥
ସେହି ଗୋବିନ୍ଦ, ଗୋପାଳ, ପ୍ରଭୁଙ୍କ ଗୁଣ ଗାଅ, ଆଉ ସେହି ପ୍ରଭୁଙ୍କ ଶରଣ ପଡ।
ਤਾ ਕੀ ਆਸ ਕਲਿਆਣ ਸੁਖ ਜਾ ਤੇ ਸਭੁ ਕਛੁ ਹੋਇ ॥
ତା କୀ ଆସ କଲିଆନ ସୁଖ ଜା ତେ ସଭୁ କଛୁ ହୋଇ॥
ମୋକ୍ଷ ଏବଂ ସୁଖ ପାଇବା ପାଇଁ ତାହାଙ୍କ ଉପରେ ନିଜର ଆଶା ରଖ, ଯାହାର ହୁକୁମରେ ସବୁକିଛି ହୋଇଥାଏ।
ਚਾਰਿ ਕੁੰਟ ਦਹ ਦਿਸਿ ਭ੍ਰਮਿਓ ਤਿਸੁ ਬਿਨੁ ਅਵਰੁ ਨ ਕੋਇ ॥
ଚାରି କୁଣ୍ଟ ଦହ ଦିଶି ଭ୍ରମିଓ ତିସୁ ବିନୁ ଅବରୁ ନ କୋଇ॥
ମୁଁ ଚାରି କୋଣ ଆଉ ଦଶ ଦିଗରେ ଭ୍ରମଣ କରି ଦେଖିଅଛି ସେହି ମାଲିକ ପ୍ରଭୁଙ୍କ ବିନା ଆଉ କୌଣସି ରକ୍ଷକ ନାହାନ୍ତି।
ਬੇਦ ਪੁਰਾਨ ਸਿਮ੍ਰਿਤਿ ਸੁਨੇ ਬਹੁ ਬਿਧਿ ਕਰਉ ਬੀਚਾਰੁ ॥
ବେଦ ପୁରାନ ଶିମ୍ରିତି ସୁନେ ବହୁ ବିଧି କରଉ ବୀଚାରୁ॥
“(ହେ ଜୀବ!) ବେଦ, ପୂରଣ, ସ୍ମୃତି (ଆଦି ଧର୍ମ ପୁସ୍ତକ) ଶୁଣି ମୁଁ (ଆଉ ମଧ୍ୟ) ଅନେକ ଢଙ୍ଗରେ ବିଚାର କରୁଅଛି।
ਪਤਿਤ ਉਧਾਰਨ ਭੈ ਹਰਨ ਸੁਖ ਸਾਗਰ ਨਿਰੰਕਾਰ ॥
ପତିତ ଉଧାରନ ଭୈ ହରନ ସୁଖ ସାଗର ନିରଙ୍କାର॥
ଆକାର ରହିତ ପରମାତ୍ମା ହିଁ ବିକାରରେ ପଡିଥିବା ଜୀବଙ୍କୁ ବିକାର ଠାରୁ ରକ୍ଷା କରନ୍ତି ଆଉ ଜୀବଙ୍କ ସବୁ ଭୟ ଦୂର କରନ୍ତି ଓ ସୁଖର ସମୁଦ୍ର ଦିଅନ୍ତି।
ਦਾਤਾ ਭੁਗਤਾ ਦੇਨਹਾਰੁ ਤਿਸੁ ਬਿਨੁ ਅਵਰੁ ਨ ਜਾਇ ॥
ଦାତା ଭୁଗତା ଦେନହାରୁ ତିସୁ ବିନୁ ଅବରୁ ନ ଯାଇ॥
ସେହି ପରମାତ୍ମା ହିଁ ସବୁ ଦାନ ଦିଅନ୍ତି, ସବୁ ଜୀବଙ୍କ ଠାରେ ବ୍ୟାପକ ହୋଇ ସବୁ ପଦାର୍ଥ ଭୋଗନ୍ତି, ସବୁ କିଛି ଦେବାକୁ ସମର୍ଥ ହୁଅନ୍ତି, ତାଙ୍କ ବିନା ଜୀବଙ୍କ ପାଇଁ ଆଉ କୌଣସି ଜାଗା ଆଶ୍ରା ନାହିଁ।
ਜੋ ਚਾਹਹਿ ਸੋਈ ਮਿਲੈ ਨਾਨਕ ਹਰਿ ਗੁਨ ਗਾਇ ॥੧॥
ଜୋ ଚାହହୀ ସୋଇ ମିଲୟ ନାନକ ହରି ଗୁନ ଗାଇ॥1॥
ହେ ନାନକ! ସଦା ପରମାତ୍ମାଙ୍କ ଗୁଣ ଗାଅ, ଏହାଦ୍ଵାରା ଯାହା କିଛି ତୁ ଚାହିଁବୁ ତାହା ମିଳିଯାଏ।॥1॥
ਗੋਬਿੰਦ ਜਸੁ ਗਾਈਐ ਹਰਿ ਨੀਤ ॥
ଗୋବିନ୍ଦ ଜସୁ ଗାଇଏ ହରି ନୀତ॥
ହେ ମୋର ମିତ୍ର! ସର୍ବଦା ଗୋବିନ୍ଦ ପ୍ରଭୁଙ୍କ ମହିମା ଗାଇବା ଉଚିତ।
ਮਿਲਿ ਭਜੀਐ ਸਾਧਸੰਗਿ ਮੇਰੇ ਮੀਤ ॥੧॥ ਰਹਾਉ ॥
ମିଲି ଭଜିଏ ସାଧସଙ୍ଗୀ ମୀରେ ମୀତ॥1॥ରହାଉ॥
ସାଧୁସଙ୍ଗତିରେ ରହି ତାଙ୍କର ଭଜନ ସ୍ମରଣ କରିବା ଉଚିତ। ॥ରୁହ॥
ਸਲੋਕੁ ॥
ସଲୋକୁ ॥
ଶ୍ଳୋକ॥
ਕਰਉ ਬੰਦਨਾ ਅਨਿਕ ਵਾਰ ਸਰਨਿ ਪਰਉ ਹਰਿ ਰਾਇ ॥
କରଉ ବନ୍ଦନା ଅନିକ ବାଏ ସରଣି ପରଉ ହରି ରାଇ॥
ମୁଁ ପରମ ପ୍ରଭୁଙ୍କ ଶରଣ ପଡୁଛି ଆଉ ତାହାଙ୍କ ଦ୍ଵାରରେ ଅନେକ ବାର ନମସ୍କାର କରୁଛି।
ਭ੍ਰਮੁ ਕਟੀਐ ਨਾਨਕ ਸਾਧਸੰਗਿ ਦੁਤੀਆ ਭਾਉ ਮਿਟਾਇ ॥੨॥
ଭ୍ରମୁ କଟିଏ ନାନକ ସାଧସଙ୍ଗୀ ଦୁତିଆ ଭାଉ ମିଟାଇ॥2॥
ହେ ନାନକ! ସାଧୁ ସଙ୍ଗତିରେ ରହି ପ୍ରଭୁଙ୍କ ବିନା ଆଉ ଅନ୍ୟ ମୋହ-ପ୍ରେମ ଦୂର କରିଲେ ମନ ପଥଭ୍ରଷ୍ଟ ହୁଏ ନାହିଁ।॥2॥
ਪਉੜੀ ॥
ପଉଡି॥
ପଉଡି॥
ਦੁਤੀਆ ਦੁਰਮਤਿ ਦੂਰਿ ਕਰਿ ਗੁਰ ਸੇਵਾ ਕਰਿ ਨੀਤ ॥
ଦୁତିଆ ଦୁରମତି ଦୂରି କରି ଗୁର ସେବା କରି ନୀତ॥
ଦ୍ଵିତୀୟ- ନିଜ ମନ୍ଦ ବୁଦ୍ଧିକୁ ତ୍ୟାଗ କର, ସର୍ବଦା ଗୁରୁଙ୍କ ସେବା କରିବା ଉଚିତ।
ਰਾਮ ਰਤਨੁ ਮਨਿ ਤਨਿ ਬਸੈ ਤਜਿ ਕਾਮੁ ਕ੍ਰੋਧੁ ਲੋਭੁ ਮੀਤ ॥
ରାମ ରତନୁ ମନି ବଶୟ ତଜି କାମୁ କ୍ରୋଧୁ ଲୋଭୂ ମୀତ॥
ହେ ମିତ୍ର! ନିଜ ଅନ୍ତରରୁ କା-କ୍ରୋଧ-ଲୋଭ ଦୂର କର, ଯେଉଁ ମନୁଷ୍ୟ ଏହି ଉଦ୍ୟମ କରେ ତାହାର ମନରେ, ହୃଦୟରେ ରତ୍ନ ଭଳି ମୂଲ୍ୟବାନ ପ୍ରଭୁ ନାମ ବାସ କରନ୍ତି।
ਮਰਣੁ ਮਿਟੈ ਜੀਵਨੁ ਮਿਲੈ ਬਿਨਸਹਿ ਸਗਲ ਕਲੇਸ ॥
ମରନୁ ମିଟଇ ଜୀବନୁ ମିଲୟ ବିନସହି ଶଗଲ କଲେସ॥
ତୋର ମରଣ ଚାଲିଯିବ, ଆତ୍ମିକ ଜୀବନ ମିଳି ଯାଏ, ତାହାକୁ ସ୍ଵଚ୍ଛ ପବିତ୍ର ଜୀବନ ମିଳିଯାଏ। ତାହାର ସବୁ ଦୁଃଖ କଷ୍ଟ ଦୂର ହୋଇଯାଏ,
ਆਪੁ ਤਜਹੁ ਗੋਬਿੰਦ ਭਜਹੁ ਭਾਉ ਭਗਤਿ ਪਰਵੇਸ ॥
ଆଫୁ ତଯହୁ ଗୋବିନ୍ଦ ଭଜହୁ ଭାଉ ଭଗତି ପରବେଶ॥
ଅହଂକାର ଦୂର କର ଆଉ ପରମାତ୍ମାଙ୍କ ଭଜନ କର। ଯେଉଁ ମନୁଷ୍ୟ ଏପରି କରିବା ପ୍ରଯତ୍ନ କରନ୍ତି ତାଙ୍କ ଅନ୍ତରରେ ପ୍ରଭୁ ପ୍ରେମ ବାସ କରେ, ପ୍ରଭୁଙ୍କ ଭକ୍ତି ବାସ କରେ।