Guru Granth Sahib Translation Project

guru granth sahib odia page-295

Page 295

ਜਿਸੁ ਪ੍ਰਸਾਦਿ ਸਭੁ ਜਗਤੁ ਤਰਾਇਆ ॥ ଯୀଶୁ ପ୍ରସାଦି ସଭୁ ଜଗତୁ ତରାଇଆ ॥ ଯାହାଙ୍କ କୃପାରୁ ସାରା ଜଗତର ଉଦ୍ଧାର ହୋଇଯାଏ।
ਜਨ ਆਵਨ ਕਾ ਇਹੈ ਸੁਆਉ ॥ ଜନ ଆବନ କା ଇହଇ ସୁଆଉ ॥ ମହାପୁରୁଷଙ୍କ ଆଗମନର ଏହି ମନୋରଥ ଯେ
ਜਨ ਕੈ ਸੰਗਿ ਚਿਤਿ ਆਵੈ ਨਾਉ ॥ ଜନ କୈ ସଙ୍ଗୀ ଚିତି ଆବୈ ନାଉ ॥ ନିଜ ସଙ୍ଗତିରେ ରହି ଅନ୍ୟ ପ୍ରାଣୀକୁ ଈଶ୍ଵରଙ୍କ ନାମ-ସ୍ମରଣ ଆସିଥାଏ।
ਆਪਿ ਮੁਕਤੁ ਮੁਕਤੁ ਕਰੈ ਸੰਸਾਰੁ ॥ ଆପୀ ମୂକତୁ ମୂକତୁ କରୟ ସଂସାରୁ ॥ ଏପରି ମହାପୁରୁଷ ସ୍ଵୟଂ ମୁକ୍ତ ହୋଇ ସଂସାରକୁ ମୁକ୍ତ କରାଇ ଦେଇଥାନ୍ତି।
ਨਾਨਕ ਤਿਸੁ ਜਨ ਕਉ ਸਦਾ ਨਮਸਕਾਰੁ ॥੮॥੨੩॥ ନାନକ ତିସୁ ଜନ କଉ ସଦା ନମସକାରୁ ॥8॥23॥ ହେ ନାନକ! ଏପରି ମହାପୁରୁଷଙ୍କୁ ଆମର ସଦା ପ୍ରଣାମ ଅଟେ||8||23||
ਸਲੋਕੁ ॥ ସଲୋକୁ ॥ ଶ୍ଳୋକ॥
ਪੂਰਾ ਪ੍ਰਭੁ ਆਰਾਧਿਆ ਪੂਰਾ ਜਾ ਕਾ ਨਾਉ ॥ ପୁରା ପ୍ରଭୁ ଆରାଧିଆ ପୁରା ଜା କା ନାଉ ॥ ସେହି ପୂର୍ଣ୍ଣ ନାମ ବାଲା ପୂର୍ଣ୍ଣ ପ୍ରଭୁଙ୍କ ଆରାଧନା କରିଛି।
ਨਾਨਕ ਪੂਰਾ ਪਾਇਆ ਪੂਰੇ ਕੇ ਗੁਨ ਗਾਉ ॥੧॥ ନାନକ ପୁରା ପାଇଆ ପୁରେ କେ ଗୁନ ଗାଉ ॥1॥ ହେ ନାନକ! ମୁଁ ପୂର୍ଣ୍ଣ ପ୍ରଭୁଙ୍କୁ ପ୍ରାପ୍ତ କରିଛି, ତୁମେ ମଧ୍ୟ ପୂର୍ଣ୍ଣ ପ୍ରଭୁଙ୍କ ମହିମା ଗାନ କର||1||
ਅਸਟਪਦੀ ॥ ଅସଟପଦୀ ॥ ଅଷ୍ଟପଦୀ॥
ਪੂਰੇ ਗੁਰ ਕਾ ਸੁਨਿ ਉਪਦੇਸੁ ॥ ପୁରେ ଗୁର କା ସୂନୀ ଉପଦେଶୁ ॥ ପୂର୍ଣ ଗୁରୁଙ୍କ ଉପଦେଶ ଶୁଣ ଏବଂ
ਪਾਰਬ੍ਰਹਮੁ ਨਿਕਟਿ ਕਰਿ ਪੇਖੁ ॥ ପାରବ୍ରହମୁ ନିକଟି କରି ପେଖୁ ॥ ପରଂବ୍ରହ୍ମଙ୍କୁ ନିକଟରେ ଭାବି ଦେଖ।
ਸਾਸਿ ਸਾਸਿ ਸਿਮਰਹੁ ਗੋਬਿੰਦ ॥ ଶାସୀ ଶାସୀ ସୀମରହୁ ଗୋବିନ୍ଦ॥ ନିଜର ପ୍ରତ୍ୟେକ ଶ୍ଵାସରେ ଗୋବିନ୍ଦଙ୍କ ସ୍ମରଣ କର,
ਮਨ ਅੰਤਰ ਕੀ ਉਤਰੈ ਚਿੰਦ ॥ ମନ ଅନ୍ତର କୀ ଉତରଇ ଚିନ୍ଦ ॥ ଏହାଦ୍ୱାରା ତୋର ମନର ଭିତରର ଚିନ୍ତା ଦୂର ହୋଇଯିବ।
ਆਸ ਅਨਿਤ ਤਿਆਗਹੁ ਤਰੰਗ ॥ ଆସ ଅନିତ ତିଆଗହୁ ତରଂଗ ॥ ତୃଷ୍ଣାଗ୍ନିର ତରଂଗ ତ୍ୟାଗ କର,
ਸੰਤ ਜਨਾ ਕੀ ਧੂਰਿ ਮਨ ਮੰਗ ॥ ସନ୍ତ ଜନା ଧୁରି ମନ ମଙ୍ଗ ॥ ସନ୍ଥଜନଙ୍କ ଚରଣ-ଧୂଳିକୁ ମନରେ ଯାଚନା କର।
ਆਪੁ ਛੋਡਿ ਬੇਨਤੀ ਕਰਹੁ ॥ ଆଫୁ ଛୋଡି ବେନତୀ କରହୁ ॥ ନିଜ ଅହଂକାର ତ୍ୟାଗ କରି ପ୍ରାର୍ଥନା କର।
ਸਾਧਸੰਗਿ ਅਗਨਿ ਸਾਗਰੁ ਤਰਹੁ ॥ ସାଧସଙ୍ଗୀ ଆଗନି ସାଗରୁ ତରହୁ ॥ ସତସଙ୍ଗତିରେ ରହି ଅଗ୍ନିର ସାଗରରୁ ପାର ହୋଇ ଯାଅ।
ਹਰਿ ਧਨ ਕੇ ਭਰਿ ਲੇਹੁ ਭੰਡਾਰ ॥ ହରି ଧନ କେ ଭରି ଲେହୁ ଭଣ୍ଡାର ॥ ପରମେଶ୍ଵରଙ୍କ ନାମ ଧନ ଦ୍ଵାରା ନିଜ ଖଜଣା ଭରପୁର କର,
ਨਾਨਕ ਗੁਰ ਪੂਰੇ ਨਮਸਕਾਰ ॥੧॥ ନାନକ ଗୁର ପୁରେ ନମସକାର ॥1॥ ହେ ନାନକ! ପୂର୍ଣ୍ଣ ଗୁରୁଙ୍କୁ ପ୍ରଣାମ କର||1||
ਖੇਮ ਕੁਸਲ ਸਹਜ ਆਨੰਦ ॥ ଖେମ କୁଶଲ ସହଜ ଆନନ୍ଦ ॥ ତୋତେ ମୁକ୍ତି, ପ୍ରସନ୍ନତା ଏବଂ ସ୍ଵାଭାବିକ ଆନନ୍ଦ ପ୍ରାପ୍ତ ହେବ।
ਸਾਧਸੰਗਿ ਭਜੁ ਪਰਮਾਨੰਦ ॥ ସାଧସଙ୍ଗୀ ଭଜୁ ପରମାନନ୍ଦ ॥ ସନ୍ଥଙ୍କ ସଙ୍ଗତିରେ ପରମାନନ୍ଦ ପ୍ରଭୁଙ୍କ ଭଜନ କର।
ਨਰਕ ਨਿਵਾਰਿ ਉਧਾਰਹੁ ਜੀਉ ॥ ନରକ ନିବାରୀ ଉଧାରହୁ ଜୀଉ ॥ ଏହାଦ୍ୱାରା ନର୍କରୁ ରକ୍ଷା ମିଳିଯିବ ଏବଂ ଆତ୍ମା ପାର ହୋଇଯିବ।
ਗੁਨ ਗੋਬਿੰਦ ਅੰਮ੍ਰਿਤ ਰਸੁ ਪੀਉ ॥ ଗୁନ ଗୋବିନ୍ଦ ଅମ୍ରିତ ରସୁ ପିଉ ॥ ଗୋବିନ୍ଦଙ୍କ ଗୁଣସ୍ତୁତି କରି ନାମ-ଅମୃତର ରସ ପାନ କର।
ਚਿਤਿ ਚਿਤਵਹੁ ਨਾਰਾਇਣ ਏਕ ॥ ଚିତି ଚିତବହୁ ନାରାଇଣ ଏକ ॥ ନିଜ ମନରେ ଏକ ନାରାୟଣଙ୍କୁ ଧ୍ୟାନ କର,
ਏਕ ਰੂਪ ਜਾ ਕੇ ਰੰਗ ਅਨੇਕ ॥ ଏକ ରୂପ ଜା କେ ରଙ୍ଗ ଅନେକ ॥ ଯାହାର ରୂପ ଏକ ଏବଂ ରଙ୍ଗ ଅନେକ ଅଟେ।
ਗੋਪਾਲ ਦਾਮੋਦਰ ਦੀਨ ਦਇਆਲ ॥ ଗୋପାଲ ଦାମୋଦର ଦୀନ ଦଇଆଲ ॥ ସେ ହିଁ ଗୋପାଳ, ଦାମୋଦର, ଦୀନଦୟାଳୁ,
ਦੁਖ ਭੰਜਨ ਪੂਰਨ ਕਿਰਪਾਲ ॥ ଦୁଖ ଭଞ୍ଜନ ପୁରନ କିରପାଲ ଦୁଃଖ ନାଶକ ଏବଂ ପୂର୍ଣ୍ଣ କୃପାଳୁ ଅଟନ୍ତି।
ਸਿਮਰਿ ਸਿਮਰਿ ਨਾਮੁ ਬਾਰੰ ਬਾਰ ॥ ସିମରି ସିମରି ନାମୁ ବାର ବାର ॥ ହେ ନାନକ! ବାରମ୍ବାର ତାହାଙ୍କ ନାମର ସ୍ମରଣ କର, କାରଣ
ਨਾਨਕ ਜੀਅ ਕਾ ਇਹੈ ਅਧਾਰ ॥੨॥ ନାନକ ଜୀଉ କା ଇହଇ ଅଧାର ॥2॥ ଏକମାତ୍ର ଏହା ହିଁ ଜୀବର ସାହାରା ଅଟେ||2||
ਉਤਮ ਸਲੋਕ ਸਾਧ ਕੇ ਬਚਨ ॥ ଉତମ ସଲୋକ ସାଧ କେ ବଚନ ॥ ସାଧୁଙ୍କ ବଚନ ଉତ୍ତମ ଶ୍ଳୋକ ଅଟେ।
ਅਮੁਲੀਕ ਲਾਲ ਏਹਿ ਰਤਨ ॥ ଅମୁଲୀକ ଲାଲ ଏହି ରତନ ॥ ତାହା ହିଁ ଅମୂଲ୍ୟ ରତ୍ନ ଏବଂ ମାଣିକ ଅଟେ।
ਸੁਨਤ ਕਮਾਵਤ ਹੋਤ ਉਧਾਰ ॥ ସୁନତ କମାବତ ହୋତ ଉଧାର ॥ ଯେଉଁ ବ୍ୟକ୍ତି ଏହି ବଚନକୁ ଶୁଣିଥାଏ ଏବଂ ପାଳନ କରିଥାଏ, ଭବସାଗରରୁ ତାହାର ଉଦ୍ଧାର ହୋଇଯାଏ।
ਆਪਿ ਤਰੈ ਲੋਕਹ ਨਿਸਤਾਰ ॥ ଆପୀ ତରଇ ଲୋକହ ନିସତାର ॥ ସେ ସ୍ଵୟଂ ଭବସାଗରରୁ ପାର ହୋଇଯାଏ ଏବଂ ଅନ୍ୟ ଲୋକର ମଧ୍ୟ କଲ୍ୟାଣ କରିଥାଏ।
ਸਫਲ ਜੀਵਨੁ ਸਫਲੁ ਤਾ ਕਾ ਸੰਗੁ ॥ ସଫଲ ଜୀବନୁ ସଫଲୁ ତା କା ସଙ୍ଗୁ ॥ ତାହାର ଜୀବନ ସଫଳ ହୋଇଯାଏ ଏବଂ ତାହାଙ୍କ ସଂଗତି ଅନ୍ୟର କାମନା ପୁରା କରିଥାଏ,
ਜਾ ਕੈ ਮਨਿ ਲਾਗਾ ਹਰਿ ਰੰਗੁ ॥ ଜା କୈ ମନି ଲାଗା ହରି ରଙ୍ଗୁ ॥ ଯାହାର ହୃଦୟରେ ଈଶ୍ଵରଙ୍କ ପ୍ରେମ ବନିଯାଏ।
ਜੈ ਜੈ ਸਬਦੁ ਅਨਾਹਦੁ ਵਾਜੈ ॥ ଜୈ ଜୈ ସବଦୁ ଅନାହଦୁ ବାଜୟ ॥ ତାହାର ଜୟ ଜୟ ହୋଇଥାଏ, ଯାହାଙ୍କ ପାଇଁ ଅନାହତ ଧ୍ୱନି ହୋଇଥାଏ।
ਸੁਨਿ ਸੁਨਿ ਅਨਦ ਕਰੇ ਪ੍ਰਭੁ ਗਾਜੈ ॥ ଯାହା ଶୁଣି ସେ ହର୍ଷିତ ହୋଇଥାଏ ଏବଂ ପ୍ରଭୁଙ୍କ ମହିମା ଗାନ କରିଥାଏ।
ਪ੍ਰਗਟੇ ਗੁਪਾਲ ਮਹਾਂਤ ਕੈ ਮਾਥੇ ॥ ସୂନୀ ସୂନୀ ଅନଦ କରେ ପ୍ରଭୁ ଗାଜୟ॥ ଏପରି ମହାପୁରୁଷଙ୍କ ମସ୍ତକ ଉପରେ ପରମାତ୍ମା ପ୍ରକଟ ହୋଇଥାନ୍ତି।
ਨਾਨਕ ਉਧਰੇ ਤਿਨ ਕੈ ਸਾਥੇ ॥੩॥ ପ୍ରଗଟେ ଗୁପାଲ ମହାନ୍ତ କୈ ମାଥେ ॥ ହେ ନାନକ! ଏପରି ମହାପୁରୁଷଙ୍କ ସଂଗତି କରିବା ଦ୍ଵାରା ବହୁତ ଲୋକ ଉଦ୍ଧାର ହୋଇଥାନ୍ତି||3||
ਸਰਨਿ ਜੋਗੁ ਸੁਨਿ ਸਰਨੀ ਆਏ ॥ ନାନକ ଉଧରେ ତିନ କୈ ସାଥେ ॥3॥ ହେ ଭଗବାନ! ଏହା ଶୁଣିଛି ଯେ ତୁ ଜୀବକୁ ଶରଣ ଦେବାରେ ସମର୍ଥ ଅଟୁ, ଆମେ ତୋର ଶରଣରେ ଆସିଛୁ।
ਕਰਿ ਕਿਰਪਾ ਪ੍ਰਭ ਆਪ ਮਿਲਾਏ ॥ ସରଣି ଯୋଗୁ ସୂନୀ ସରଣି ଆଏ ॥ ପ୍ରଭୁ ଦୟା କରି ଆମକୁ ନିଜ ସାଥିରେ ମିଳାଇ ଦେଇଥାନ୍ତି।
ਮਿਟਿ ਗਏ ਬੈਰ ਭਏ ਸਭ ਰੇਨ ॥ କରି କିରପା ପ୍ରଭ ଆପ ମିଲାଏ ॥ ବର୍ତ୍ତମାନ ଆମର ଶତ୍ରୁତା ଦୂର ହୋଇ ଯାଇଛି ଏବଂ ଆମେ ସବୁଙ୍କ ଚରଣ-ଧୂଳି ହୋଇ ଯାଇଛୁ।
ਅੰਮ੍ਰਿਤ ਨਾਮੁ ਸਾਧਸੰਗਿ ਲੈਨ ॥ ମିଟି ଗଏ ବୈର ଭଏ ସଭ ରେନ ॥ ସାଧୁ ସଙ୍ଗତରୁ ନାମ-ଅମୃତ ନେବା ବାଲା ଅଟୁ।
ਸੁਪ੍ਰਸੰਨ ਭਏ ਗੁਰਦੇਵ ॥ ଅମ୍ରିତ ନାମୁ ସାଧସଙ୍ଗୀ ଲୟନ॥ ଗୁରୁଦେବ ଆମ ଉପରେ ସୁପ୍ରସନ୍ନ ହୋଇଛନ୍ତି ଏବଂ
ਪੂਰਨ ਹੋਈ ਸੇਵਕ ਕੀ ਸੇਵ ॥ ସୁପ୍ରସନ ଭଏ ଗୁରଦେବ ॥ ସେବକର ସେବା ସଫଳ ହୋଇଯାଏ।
ਆਲ ਜੰਜਾਲ ਬਿਕਾਰ ਤੇ ਰਹਤੇ ॥ ପୁରନ ହୋଇ ସେବକ କୀ ସେବ ॥ ଆମେ ସାଂସାରିକ ଧନ୍ଦା ଏବଂ ବିକାରରୁ ରକ୍ଷା ପାଇ ଯାଇଛୁ,
ਰਾਮ ਨਾਮ ਸੁਨਿ ਰਸਨਾ ਕਹਤੇ ॥ ଆଲ ଜଞ୍ଜାଲ ବିକାର ତେ ରହତେ ॥ ରାମଙ୍କ ନାମ ଶୁଣି ଏବଂ ନିଜ ଜିହ୍ଵାରେ ତାହାଙ୍କ ଉଚ୍ଚାରଣ କରିବା ଦ୍ଵାରା,
ਕਰਿ ਪ੍ਰਸਾਦੁ ਦਇਆ ਪ੍ਰਭਿ ਧਾਰੀ ॥ ରାମ ନାମ ସୂନୀ ରସନା କହତେ ॥ ଭଗବାନ କୃପା କରି ଆମ ଉପରେ ଦୟା କରିଛନ୍ତି ଏବଂ
ਨਾਨਕ ਨਿਬਹੀ ਖੇਪ ਹਮਾਰੀ ॥੪॥ କରି ପ୍ରସାଦୁ ଦଇଆ ପ୍ରଭି ଧାରୀ ॥ ହେ ନାନକ! ଆମେ କରିଥିବା ପରିଶ୍ରମ ପ୍ରଭୁ-ଦରବାରରେ ସଫଳ ହୋଇ ଯାଇଛି||4||
ਪ੍ਰਭ ਕੀ ਉਸਤਤਿ ਕਰਹੁ ਸੰਤ ਮੀਤ ॥ ନାନକ ନିବହି ଖେପ ହମାରୀ ॥4॥ ହେ ସନ୍ଥ ମିତ୍ର! ପ୍ରଭୁଙ୍କ ମହିମା ସ୍ତୁତି
ਸਾਵਧਾਨ ਏਕਾਗਰ ਚੀਤ ॥ ପ୍ରଭ କୀ ଉସତତି କରହୁ ସନ୍ତ ମୀତ ॥ ସାବଧାନ ଏବଂ ଏକାଗ୍ରଚିତ୍ତ ହୋଇ କର।
ਸੁਖਮਨੀ ਸਹਜ ਗੋਬਿੰਦ ਗੁਨ ਨਾਮ ॥ ସାବଧାନ ଏକାଗର ଚୀତ॥ ସୁଖମଣି ହିଁ ସ୍ଵାଭାବିକ ସୁଖ ଏବଂ ଗୋବିନ୍ଦଙ୍କ ମହିମା ଓ ନାମ ଅଟେ।
ਜਿਸੁ ਮਨਿ ਬਸੈ ਸੁ ਹੋਤ ਨਿਧਾਨ ॥ ସୁଖମନି ସହଜ ଗୋବିନ୍ଦ ଗୁନ ନାମ॥ ଯାହାର ମନରେ ଏହା ବାସ କରିଥାଏ, ସେ ଧନବାନ ବନିଯାଏ।
ਸਰਬ ਇਛਾ ਤਾ ਕੀ ਪੂਰਨ ਹੋਇ ॥ ଯୀଶୁ ମନି ବଶୟ ସୁ ହୋତ ନିଧାନ॥ ତାହାର ସବୁ ମନୋକାମନା ପୁରା ହୋଇଯାଏ।
ਪ੍ਰਧਾਨ ਪੁਰਖੁ ਪ੍ਰਗਟੁ ਸਭ ਲੋਇ ॥ ସରବ ଇଚ୍ଛା ତା କୀ ପୁରନ ହୋଇ॥ ସେ ବିଖ୍ୟାତ ହୋଇଯାଏ ଏବଂ ସାରା ଦୁନିଆରେ ଲୋକପ୍ରିୟ ହୋଇଯାଏ।
ਸਭ ਤੇ ਊਚ ਪਾਏ ਅਸਥਾਨੁ ॥ ପ୍ରଧାନ ପୁରଖୁ ପ୍ରଗଟୁ ସଭ ଲୋଇ॥ ସେ ସର୍ବୋଚ୍ଚ ନିବାସ ପାଇନିଏ।
ਬਹੁਰਿ ਨ ਹੋਵੈ ਆਵਨ ਜਾਨੁ ॥ ସଭ ତେ ଉଚ ପାଏ ଅସଥାନୁ॥ ତାହାକୁ ପୁନଃ ଜୀବନ ମୃତ୍ୟୁର ଚକ୍ର ଆସେ ନାହିଁ।
ਹਰਿ ਧਨੁ ਖਾਟਿ ਚਲੈ ਜਨੁ ਸੋਇ ॥ ବହୁରି ନ ହୋବୟ ଆବନ ଜାନୁ ॥ ସେହି ମନୁଷ୍ୟ ହରିନାମ ରୂପୀ ଧନ ପ୍ରାପ୍ତ କରି ଦୁନିଆରୁ ଚାଲିଯାଏ,
ਨਾਨਕ ਜਿਸਹਿ ਪਰਾਪਤਿ ਹੋਇ ॥੫॥ ହରି ଧନୁ ଖାଟି ଚଲଇ ଜନୁ ସୋଇ ॥ ହେ ନାନକ! ଯେଉଁ ମନୁଷ୍ୟକୁ ଏହି ଦାନ ମିଳିଥାଏ||5||
ਖੇਮ ਸਾਂਤਿ ਰਿਧਿ ਨਵ ਨਿਧਿ ॥ ନାନକ ଜିସହି ପରାପତି ହୋଇ ॥5॥ ସ୍ଵାଭାବିକ ସୁଖ, ଶାନ୍ତି, ରିଦ୍ଧି, ନବନିଧି,
ਬੁਧਿ ਗਿਆਨੁ ਸਰਬ ਤਹ ਸਿਧਿ ॥ ଖେମ ଶାନ୍ତି ରିଧି ନବ ନିଧି ॥ ବୁଦ୍ଧି, ଜ୍ଞାନ ଏବଂ ସର୍ବ ସିଦ୍ଧି ସେହି ପ୍ରାଣୀକୁ ମିଳିଥାଏ,
ਬਿਦਿਆ ਤਪੁ ਜੋਗੁ ਪ੍ਰਭ ਧਿਆਨੁ ॥ ବୁଦ୍ଧି ଗିଆନୁ ସରବ ତହ ସିଧି॥ ବିଦ୍ୟା, ତପସ୍ୟା, ଯୋଗ, ପ୍ରଭୁଙ୍କ ଧ୍ୟାନ,


© 2025 SGGS ONLINE
error: Content is protected !!
Scroll to Top