Page 271
ਪ੍ਰਭ ਕਿਰਪਾ ਤੇ ਹੋਇ ਪ੍ਰਗਾਸੁ ॥
ପ୍ରଭ କିରପା ତେ ହୋଇ ପ୍ରଗାସୁ॥
ପ୍ରଭୁଙ୍କ କୃପାରୁ ପ୍ରକାଶ ହୋଇଥାଏ।
ਪ੍ਰਭੂ ਦਇਆ ਤੇ ਕਮਲ ਬਿਗਾਸੁ ॥
ପ୍ରଭୁ ଦଇଆ ତେ କମଲ ବିଗାସୁ॥
ପ୍ରଭୁଙ୍କ କୃପାରୁ ହୃଦୟ-କମଳ ପ୍ରଫୁଲ୍ଲିତ ହୋଇଯାଏ।
ਪ੍ਰਭ ਸੁਪ੍ਰਸੰਨ ਬਸੈ ਮਨਿ ਸੋਇ ॥
ପ୍ରଭ ସୁପ୍ରସନ ବଶୈ ମନି ସୋଇ॥
ଯେତେବେଳ ପ୍ରଭୁ ସୁପ୍ରସନ୍ନ ହୋଇଥାନ୍ତି, ସେତେବେଳେ ସେ ମନୁଷ୍ୟର ହୃଦୟରେ ନିବାସ କରିଥାନ୍ତି।
ਪ੍ਰਭ ਦਇਆ ਤੇ ਮਤਿ ਊਤਮ ਹੋਇ ॥
ପ୍ରଭ ଦଇଆ ତେ ମତି ଉତ୍ତମ ହୋଇ॥
ପ୍ରଭୁଙ୍କ କୃପାରୁ ମନୁଷ୍ୟର ବୁଦ୍ଧି ଉତ୍ତମ ହୋଇଯାଏ।
ਸਰਬ ਨਿਧਾਨ ਪ੍ਰਭ ਤੇਰੀ ਮਇਆ ॥
ସରବ ନିଧାନ ପ୍ରଭ ତେରୀ ମଇଆ॥
ହେ ପ୍ରଭୁ! ତୋର ଦୟାରୁ ହିଁ ସବୁ ଖଜଣା ଅଛି।
ਆਪਹੁ ਕਛੂ ਨ ਕਿਨਹੂ ਲਇਆ ॥
ଆପହୁ କଛୁ ନ କିନହୁ ଲଇଆ॥
ନିଜକୁ ନିଜେ କାହାକୁ କିଛି ପ୍ରାପ୍ତ ହୁଏନାହିଁ।
ਜਿਤੁ ਜਿਤੁ ਲਾਵਹੁ ਤਿਤੁ ਲਗਹਿ ਹਰਿ ਨਾਥ ॥
ଜିତୁ ଜିତୁ ଲାବହୁ ତିତୁ ଲଗହି ହରି ନାଥ ॥
ହେ ହରି-ପରମେଶ୍ଵର! ତୁମେ ପ୍ରାଣୀକୁ ଯେଉଁଠି ଲଗାଇ ଥାଅ, ସେ ସେଠାରେ ହିଁ ଲାଗିଥାଏ।
ਨਾਨਕ ਇਨ ਕੈ ਕਛੂ ਨ ਹਾਥ ॥੮॥੬॥
ନାନକ ଇନ କୈ କଛୁ ନ ହାଥ ॥8॥7॥
ହେ ନାନକ! ସେହି ପ୍ରାଣୀର ବଶରେ କିଛି ମଧ୍ୟ ନଥାଏ ॥8॥6॥
ਸਲੋਕੁ ॥
ସଲୋକୁ ॥
ଶ୍ଳୋକ॥
ਅਗਮ ਅਗਾਧਿ ਪਾਰਬ੍ਰਹਮੁ ਸੋਇ ॥
ଅଗମ ଅଗାଧି ପାରବ୍ରହମୁ ସୋଇ॥
ସେହି ପରଂବ୍ରହ୍ମ ପ୍ରଭୁ ଅଗମ୍ୟ ଏବଂ ଅନନ୍ତ ଅଟନ୍ତି।
ਜੋ ਜੋ ਕਹੈ ਸੁ ਮੁਕਤਾ ਹੋਇ ॥
ଜୋ ଜୋ କହଇ ସୁ ମୁକୁତା ହୋଇ ॥
ଯିଏ ମଧ୍ୟ ତାହାଙ୍କ ନାମକୁ ଜପ କରିଥାଏ, ସେ ମୋକ୍ଷ ପ୍ରାପ୍ତ କରିଥାଏ।
ਸੁਨਿ ਮੀਤਾ ਨਾਨਕੁ ਬਿਨਵੰਤਾ ॥
ସୂନୀ ମିତା ନାନକୁ ବିନମ୍ବତା॥
ନାନକ ପ୍ରାର୍ଥନା କରନ୍ତି ଯେ “ହେ ମୋର ମିତ୍ର ! ଧ୍ୟାନପୂର୍ବକ ଶୁଣ,
ਸਾਧ ਜਨਾ ਕੀ ਅਚਰਜ ਕਥਾ ॥੧॥
ସାଧ ଜନା କୀ ଅଚରଜ କଥା॥1॥
ସାଧୁଙ୍କ କଥା ବଡ ଅଦ୍ଭୁତ ଅଟେ ॥1॥
ਅਸਟਪਦੀ ॥
ଅସଟପଦୀ॥
ଅଷ୍ଟପଦୀ॥
ਸਾਧ ਕੈ ਸੰਗਿ ਮੁਖ ਊਜਲ ਹੋਤ ॥
ସାଧ କୈ ସଙ୍ଗୀ ମୁଖ ଉଜ୍ଜଳ ହୋତ॥
ସାଧୁଙ୍କ ସଙ୍ଗତି କରିବା ଦ୍ଵାରା ମୁଖ ଉଜ୍ଜଳ ହୋଇଯାଏ।
ਸਾਧਸੰਗਿ ਮਲੁ ਸਗਲੀ ਖੋਤ ॥
ସାଧସଙ୍ଗୀ ମଲୁ ଶଗଲି ଖୋତ॥
ସାଧୁଙ୍କ ସଙ୍ଗତି କରିବା ଦ୍ଵାରା ବିକାରର ସବୁ ମଇଳା ଦୂର ହୋଇଯାଏ।
ਸਾਧ ਕੈ ਸੰਗਿ ਮਿਟੈ ਅਭਿਮਾਨੁ ॥
ସାଧ କୈ ସଙ୍ଗୀ ମିଟଇ ଅଭିମାନୁ॥
ସାଧୁଙ୍କ ସଙ୍ଗତି କରିବା ଦ୍ଵାରା ଅଭିମାନ ସମାପ୍ତ ହୋଇଯାଏ।
ਸਾਧ ਕੈ ਸੰਗਿ ਪ੍ਰਗਟੈ ਸੁਗਿਆਨੁ ॥
ସାଧ କୈ ସଙ୍ଗୀ ପ୍ରଗଟଇ ସୁଗିଆନୁ॥
ସାଧୁଙ୍କ ସଙ୍ଗତି କରିବା ଦ୍ଵାରା ଆତ୍ମ-ଜ୍ଞାନ ପ୍ରକଟ ହୋଇଯାଏ।
ਸਾਧ ਕੈ ਸੰਗਿ ਬੁਝੈ ਪ੍ਰਭੁ ਨੇਰਾ ॥
ସାଧ କୈ ସଙ୍ଗୀ ବୁଝଇ ପ୍ରଭୁ ତେରା॥
ସାଧୁଙ୍କ ସଙ୍ଗତି କରିବା ଦ୍ଵାରା ପ୍ରଭୁ ନିକଟରେ ଥିବା ପ୍ରତୀତ ହୋଇଥାନ୍ତି।
ਸਾਧਸੰਗਿ ਸਭੁ ਹੋਤ ਨਿਬੇਰਾ ॥
ସାଧ ସଙ୍ଗୀ ସଭୂ ହୋତ ନିବେରା॥
ସାଧୁଙ୍କ ସଙ୍ଗତି କରିବା ଦ୍ଵାରା ସବୁ ବିବାଦ ଦୂର ହୋଇଯାଏ।
ਸਾਧ ਕੈ ਸੰਗਿ ਪਾਏ ਨਾਮ ਰਤਨੁ ॥
ସାଧ କୈ ସଙ୍ଗୀ ପାଏ ନାମ ରତନୁ॥
ସାଧୁଙ୍କ ସଙ୍ଗତି କରିବା ଦ୍ଵାରା ନାମ-ରତ୍ନ ପ୍ରାପ୍ତ ହୋଇଯାଏ।
ਸਾਧ ਕੈ ਸੰਗਿ ਏਕ ਊਪਰਿ ਜਤਨੁ ॥
ସାଧ କୈ ସଙ୍ଗୀ ଏକ ଉପରି ଯତନୁ॥
ସାଧୁଙ୍କ ସଙ୍ଗତି କରିବା ଦ୍ଵାରା ମନୁଷ୍ୟ କେବଳ ଏକ ଈଶ୍ଵରଙ୍କ ପାଇଁ ପ୍ରୟାସ କରିଥାନ୍ତି।
ਸਾਧ ਕੀ ਮਹਿਮਾ ਬਰਨੈ ਕਉਨੁ ਪ੍ਰਾਨੀ ॥
ସାଧ କି ମହିମା ବରନଇ କଉନୁ ପ୍ରାନୀ॥
କେଉଁ ପ୍ରାଣୀ ସାଧୁଙ୍କ ମହିମା ବର୍ଣ୍ଣନା କରିପାରିବ?
ਨਾਨਕ ਸਾਧ ਕੀ ਸੋਭਾ ਪ੍ਰਭ ਮਾਹਿ ਸਮਾਨੀ ॥੧॥
ନାନକ ସାଧ କୀ ସୋଭା ପ୍ରଭ ମାହି ସମାନୀ॥1॥
ହେ ନାନକ! ସାଧୁଙ୍କ ଶୋଭା ପ୍ରଭୁଙ୍କ ମହିମାରେ ହିଁ ଲୀନ ହୋଇଥାଏ ॥1॥
ਸਾਧ ਕੈ ਸੰਗਿ ਅਗੋਚਰੁ ਮਿਲੈ ॥
ସାଧ କୈ ସଙ୍ଗୀ ଅଗୋଚରୁ ମିଲଇ॥
ସାଧୁଙ୍କ ସଙ୍ଗତି କରିବା ଦ୍ଵାରା ଅଗୋଚର ପ୍ରଭୁ ମିଳିଯାନ୍ତି।
ਸਾਧ ਕੈ ਸੰਗਿ ਸਦਾ ਪਰਫੁਲੈ ॥
ସାଧ କୈ ସଙ୍ଗୀ ସଦା ପରଫୁଲଇ॥
ସାଧୁଙ୍କ ସଙ୍ଗତି କରିବା ଦ୍ଵାରା ପ୍ରାଣୀ ସଦା ପ୍ରଫୁଲ୍ଲିତ ରହିଥାଏ।
ਸਾਧ ਕੈ ਸੰਗਿ ਆਵਹਿ ਬਸਿ ਪੰਚਾ ॥
ସାଧ କୈ ସଙ୍ଗୀ ଆବହି ବସି ପଞ୍ଚା॥
ସାଧୁଙ୍କ ସଙ୍ଗତି କରିବା ଦ୍ଵାରା ପାଞ୍ଚ ଶତ୍ରୁ (କାମ, କ୍ରୋଧ, ଲୋଭ, ମୋହ, ଅହଂକାର) ବଶରେ ଆସିଯାନ୍ତି।
ਸਾਧਸੰਗਿ ਅੰਮ੍ਰਿਤ ਰਸੁ ਭੁੰਚਾ ॥
ସାଧ ସଙ୍ଗୀ ଅମ୍ରିତ ରସୁ ଭୁଞ୍ଚା॥
ସାଧୁଙ୍କ ସଙ୍ଗତି କରିବା ଦ୍ଵାରା ମନୁଷ୍ୟ ଅମୃତ ରୂପ ନାମର ରସ ଚାଖିଥାଏ।
ਸਾਧਸੰਗਿ ਹੋਇ ਸਭ ਕੀ ਰੇਨ ॥
ସାଧ ସଙ୍ଗୀ ହୋଇ ସଭ କୀ ରେନ॥
ସାଧୁଙ୍କ ସଙ୍ଗତି କରିବା ଦ୍ଵାରା ମନୁଷ୍ୟ ସବୁଙ୍କ ଧୁଳି ବନିଯାଏ।
ਸਾਧ ਕੈ ਸੰਗਿ ਮਨੋਹਰ ਬੈਨ ॥
ସାଧ କୈ ସଙ୍ଗୀ ମନୋହର ବୈନ॥
ସାଧୁଙ୍କ ସଙ୍ଗତି କରିବା ଦ୍ଵାରା ବାଣୀ ମନୋହର ହୋଇଯାଏ।
ਸਾਧ ਕੈ ਸੰਗਿ ਨ ਕਤਹੂੰ ਧਾਵੈ ॥
ସାଧ କୈ ସଙ୍ଗୀ ନ କତହୁ ଧାବୈ॥
ସାଧୁଙ୍କ ସଙ୍ଗତି କରିବା ଦ୍ଵାରା ମନ କୁଆଡେ ଯାଏ ନାହିଁ।
ਸਾਧਸੰਗਿ ਅਸਥਿਤਿ ਮਨੁ ਪਾਵੈ ॥
ସାଧ ସଙ୍ଗୀ ଅସଥିତି ମନୁ ପାବୈ॥
ସାଧୁଙ୍କ ସଙ୍ଗତି କରିବା ଦ୍ଵାରା ମନ ସ୍ଥିରତା ପ୍ରାପ୍ତ କରିନିଏ।
ਸਾਧ ਕੈ ਸੰਗਿ ਮਾਇਆ ਤੇ ਭਿੰਨ ॥
ସାଧ କୈ ସଙ୍ଗୀ ମାଇଆ ତେ ଭିନ॥
ସାଧୁଙ୍କ ସଙ୍ଗତି କରିବା ଦ୍ଵାରା ସେ ମାୟରୁ ମୁକ୍ତି ପ୍ରାପ୍ତ କରିନିଏ।
ਸਾਧਸੰਗਿ ਨਾਨਕ ਪ੍ਰਭ ਸੁਪ੍ਰਸੰਨ ॥੨॥
ସାଧ ସଙ୍ଗୀ ନାନକ ପ୍ରଭ ସୁପ୍ରସନ॥2॥
ହେ ନାନକ! ସାଧୁଙ୍କ ସଙ୍ଗତି କରିବା ଦ୍ଵାରା ପ୍ରଭୁ ସୁପ୍ରସନ୍ନ ହୋଇଯାନ୍ତି ॥2॥
ਸਾਧਸੰਗਿ ਦੁਸਮਨ ਸਭਿ ਮੀਤ ॥
ସାଧ ସଙ୍ଗୀ ଦୁସମନ ସଭି ମୀତ॥
ସାଧୁଙ୍କ ସଙ୍ଗତି କରିବା ଦ୍ଵାରା ସବୁ ଶତ୍ରୁ ମିତ୍ର ବନିଯାନ୍ତି।
ਸਾਧੂ ਕੈ ਸੰਗਿ ਮਹਾ ਪੁਨੀਤ ॥
ସାଧ କୈ ସଙ୍ଗୀ ମହା ପୁନୀତ॥
ସାଧୁଙ୍କ ସଙ୍ଗତି କରିବା ଦ୍ଵାରା ମନୁଷ୍ୟ ମହା ପବିତ୍ର ହୋଇଯାଏ।
ਸਾਧਸੰਗਿ ਕਿਸ ਸਿਉ ਨਹੀ ਬੈਰੁ ॥
ସାଧ ସଙ୍ଗୀ କିସ ସିଉ ନହି ବୈରୁ॥
ସାଧୁଙ୍କ ସଙ୍ଗତି କରିବା ଦ୍ଵାରା ସେ କାହାର ଶତ୍ରୁ ହୋଇନଥାଏ।
ਸਾਧ ਕੈ ਸੰਗਿ ਨ ਬੀਗਾ ਪੈਰੁ ॥
ସାଧ କୈ ସଙ୍ଗୀ ନ ବୀଗା ପୈରୁ॥
ସାଧୁଙ୍କ ସଙ୍ଗତି କରିବା ଦ୍ଵାରା ମନୁଷ୍ୟ କୁମାର୍ଗ ଆଡକୁ ଯାଏ ନାହିଁ।
ਸਾਧ ਕੈ ਸੰਗਿ ਨਾਹੀ ਕੋ ਮੰਦਾ ॥
ସାଧ କୈ ସଙ୍ଗୀ ନାହି କୋ ମନ୍ଦା॥
ସାଧୁଙ୍କ ସଙ୍ଗତି କରିବା ଦ୍ଵାରା ମନ୍ଦ ଦେଖା ଦିଏ ନାହିଁ।
ਸਾਧਸੰਗਿ ਜਾਨੇ ਪਰਮਾਨੰਦਾ ॥
ସାଧ ସଙ୍ଗୀ ଜାନେ ପରମାନନ୍ଦା ॥
ସାଧୁଙ୍କ ସଙ୍ଗତି କରିବା ଦ୍ଵାରା ମନୁଷ୍ୟ ମହାନ ସୁଖର ମାଲିକ ଈଶ୍ଵରଙ୍କୁ ହିଁ ଜାଣିଥାଏ।
ਸਾਧ ਕੈ ਸੰਗਿ ਨਾਹੀ ਹਉ ਤਾਪੁ ॥
ସାଧ କୈ ସଙ୍ଗୀ ନାହି ହଉ ତାପୁ॥
ସାଧୁଙ୍କ ସଙ୍ଗତି କରିବା ଦ୍ଵାରା ମନୁଷ୍ୟର ଅହଙ୍କାରର ତାପ ବାହାରିଯାଏ।
ਸਾਧ ਕੈ ਸੰਗਿ ਤਜੈ ਸਭੁ ਆਪੁ ॥
ସାଧ କୈ ସଙ୍ଗୀ ତଯଇ ସଭୁ ଆପୂ ॥
ସାଧୁଙ୍କ ସଙ୍ଗତି କରିବା ଦ୍ଵାରା ମନୁଷ୍ୟ ସବୁ ଅହଂକୁ ତ୍ୟାଗ କରିଥାଏ।
ਆਪੇ ਜਾਨੈ ਸਾਧ ਬਡਾਈ ॥
ଆପେ ଯାନଇ ସାଧ ବଡାଇ॥
ଇଶ୍ଵର ସ୍ଵୟଂ ହିଁ ସାଧୁଙ୍କ ମହିମା ଜାଣିଥାନ୍ତି।
ਨਾਨਕ ਸਾਧ ਪ੍ਰਭੂ ਬਨਿ ਆਈ ॥੩॥
ନାନକ ସାଧ ପ୍ରଭୁ ବନି ଆଇ॥3॥
ହେ ନାନକ! ସାଧୁ ଏବଂ ପରମେଶ୍ଵରଙ୍କ ପ୍ରେମ ପରିପକ୍ଵ ହୋଇଯାଏ||3
ਸਾਧ ਕੈ ਸੰਗਿ ਨ ਕਬਹੂ ਧਾਵੈ ॥
ସାଧ କୈ ସଙ୍ଗୀ ନ କବହୁ ଧାବଇ॥
ସାଧୁଙ୍କ ସଙ୍ଗତି କରିବା ଦ୍ଵାରା
ਸਾਧ ਕੈ ਸੰਗਿ ਸਦਾ ਸੁਖੁ ਪਾਵੈ ॥
ସାଧ କୈ ସଙ୍ଗୀ ସଦା ସୁଖୁ ପାବୈ॥
ସାଧୁଙ୍କ ସଙ୍ଗତି କରିବା ଦ୍ଵାରା
ਸਾਧਸੰਗਿ ਬਸਤੁ ਅਗੋਚਰ ਲਹੈ ॥
ସାଧ ସଙ୍ଗୀ ବସତୁ ଅଗୋଚର ଲହଇ॥
ସାଧୁଙ୍କ ସଙ୍ଗତି କରିବା ଦ୍ଵାରା
ਸਾਧੂ ਕੈ ਸੰਗਿ ਅਜਰੁ ਸਹੈ ॥
ସାଧ କୈ ସଙ୍ଗୀ ଅଜରୁ ସହଇ॥
ସାଧୁଙ୍କ ସଙ୍ଗତି କରିବା ଦ୍ଵାରା ମନୁଷ୍ୟ ଶିଥିଳ ନ ହେବା ବାଲା ଶକ୍ତିକୁ ସହ୍ୟ କରି ନିଏ।
ਸਾਧ ਕੈ ਸੰਗਿ ਬਸੈ ਥਾਨਿ ਊਚੈ ॥
ସାଧ କୈ ସଙ୍ଗୀ ବଶୈ ଥାନି ଉଚଇ॥
ସାଧୁଙ୍କ ସଙ୍ଗତି କରିବା ଦ୍ଵାରା ପ୍ରାଣୀ ସର୍ବୋଚ୍ଚ ସ୍ଥାନରେ ନିବାସ କରିଥାଏ।
ਸਾਧੂ ਕੈ ਸੰਗਿ ਮਹਲਿ ਪਹੂਚੈ ॥
ସାଧ କୈ ସଙ୍ଗୀ ମହଳି ପହୁଚଇ॥
ସାଧୁଙ୍କ ସଙ୍ଗତି କରିବା ଦ୍ଵାରା ମନୁଷ୍ୟ ଆତ୍ମସ୍ଵରୂପରେ ପହଞ୍ଚିଯାଏ।
ਸਾਧ ਕੈ ਸੰਗਿ ਦ੍ਰਿੜੈ ਸਭਿ ਧਰਮ ॥
ସାଧ କୈ ସଙ୍ଗୀ ଦ୍ରିଡୈ ସଭି ଧରମ॥
ସାଧୁଙ୍କ ସଙ୍ଗତି କରିବା ଦ୍ଵାରା ପ୍ରାଣୀର ଧର୍ମ ପୂର୍ଣ୍ଣ ଭାବରେ ସୁଦୃଢ ହୋଇଯାଏ।
ਸਾਧ ਕੈ ਸੰਗਿ ਕੇਵਲ ਪਾਰਬ੍ਰਹਮ ॥
ସାଧ କୈ ସଙ୍ଗୀ କେବଳ ପାରବ୍ରହ୍ମ॥
ସାଧୁଙ୍କ ସଙ୍ଗତି କରିବା ଦ୍ଵାରା ମନୁଷ୍ୟ କେବଳ ପରଂବ୍ରହ୍ମଙ୍କ ହିଁ ଆରାଧନା କରିଥାଏ।
ਸਾਧ ਕੈ ਸੰਗਿ ਪਾਏ ਨਾਮ ਨਿਧਾਨ ॥
ସାଧ କୈ ସଙ୍ଗୀ ପାଏ ନାମ ନିଧାନ॥
ସାଧୁଙ୍କ ସଙ୍ଗତି କରିବା ଦ୍ଵାରା ମନୁଷ୍ୟ ନାମ ରୂପୀ ଖଜଣା ପ୍ରାପ୍ତ କରିନିଏ।
ਨਾਨਕ ਸਾਧੂ ਕੈ ਕੁਰਬਾਨ ॥੪॥
ନାନକ ସାଧୁ କୈ କୁରବାନ॥4॥
ହେ ନାନକ! ମୁଁ ସେହି ସାଧୁଙ୍କ ପ୍ରତି ସମର୍ପିତ ଅଟେ ॥4॥
ਸਾਧ ਕੈ ਸੰਗਿ ਸਭ ਕੁਲ ਉਧਾਰੈ ॥
ସାଧ କୈ ସଙ୍ଗୀ ସଭ କୁଲ ଉଧାରଇ॥
ସାଧୁଙ୍କ ସଙ୍ଗତି କରିବା ଦ୍ଵାରା ମନୁଷ୍ୟର ସଂପୂର୍ଣ୍ଣ ବଂଶ ଉଦ୍ଧାର ହୋଇଯାନ୍ତି।
ਸਾਧਸੰਗਿ ਸਾਜਨ ਮੀਤ ਕੁਟੰਬ ਨਿਸਤਾਰੈ ॥
ସାଧସଙ୍ଗୀ ସାଜନ ମୀତ କୁଟୁମ୍ବ ନିସତାରଇ॥
ସାଧୁଙ୍କ ସଙ୍ଗତି କରିବା ଦ୍ଵାରା ମନୁଷ୍ୟର ମିତ୍ର-ସଜ୍ଜନ ଏବଂ ପରିବାର ଭବସାଗରରୁ ଉଦ୍ଧାର ହୋଇଯାନ୍ତି।
ਸਾਧੂ ਕੈ ਸੰਗਿ ਸੋ ਧਨੁ ਪਾਵੈ ॥
ସାଧ କୈ ସଙ୍ଗୀସୋ ଧନୁ ପାବୈ॥
ସାଧୁଙ୍କ ସଙ୍ଗତି କରିବା ଦ୍ଵାରା ସେ ଧନ ପ୍ରାପ୍ତ କରିଥାଏ,
ਜਿਸੁ ਧਨ ਤੇ ਸਭੁ ਕੋ ਵਰਸਾਵੈ ॥
ଜିସୁ ଧନ ତେ ସଭୁ କୋ ବରଷାବୈ॥
ଯେଉଁ ଧନ ଦ୍ଵାରା ସମସ୍ତ ପୁରୁଷ ଲାଭ ପ୍ରାପ୍ତ କରିଥାନ୍ତି ଆଉ ତୃପ୍ତ ହୋଇଯାନ୍ତି।
ਸਾਧਸੰਗਿ ਧਰਮ ਰਾਇ ਕਰੇ ਸੇਵਾ ॥
ସାଧସଙ୍ଗୀ ଧରମ ରାଇ କରେ ସେବା॥
ସାଧୁଙ୍କ ସଙ୍ଗତି କରିବା ଦ୍ଵାରା ଯମରାଜ ମଧ୍ୟ ସେବା କରିଥାନ୍ତି।
ਸਾਧ ਕੈ ਸੰਗਿ ਸੋਭਾ ਸੁਰਦੇਵਾ ॥
ସାଧ କୈ ସଙ୍ଗୀ ସୋଭା ସୁରଦେବା॥
ସାଧୁଙ୍କ ସଙ୍ଗତି କରିବା ଦ୍ଵାରା ଦେବଦୂତ ଏବଂ ଦେବତା ମଧ୍ୟ ତାହାର ଯଶୋଗାନ କରିଥାନ୍ତି।
ਸਾਧੂ ਕੈ ਸੰਗਿ ਪਾਪ ਪਲਾਇਨ ॥
ସାଧ କୈ ସଙ୍ଗୀ ପାପ ପଲାଇନ॥
ସାଧୁଙ୍କ ସଙ୍ଗତି କରିବା ଦ୍ଵାରା ସଂପୂର୍ଣ୍ଣ ପାପ ନାଶ ହୋଇଯାଏ।
ਸਾਧਸੰਗਿ ਅੰਮ੍ਰਿਤ ਗੁਨ ਗਾਇਨ ॥
ସାଧସଙ୍ଗୀ ଅମ୍ରିତ ଗୁନ ଗାଇନ॥
ସାଧୁଙ୍କ ସଙ୍ଗତି କରିବା ଦ୍ଵାରା ମନୁଷ୍ୟ ଅମୃତମୟୀ ନାମର ଯଶୋଗାନ କରିଥାଏ।
ਸਾਧ ਕੈ ਸੰਗਿ ਸ੍ਰਬ ਥਾਨ ਗੰਮਿ ॥
ସାଧ କୈ ସଙ୍ଗୀ ସ୍ରବ ଥାନ ଗମି॥
ସାଧୁଙ୍କ ସଙ୍ଗତି କରିବା ଦ୍ଵାରା ମନୁଷ୍ୟ ସମସ୍ତ ସ୍ଥାନରେ ପହଞ୍ଚିପାରେ।