Page 262
ਨਾਨਕ ਦੀਜੈ ਨਾਮ ਦਾਨੁ ਰਾਖਉ ਹੀਐ ਪਰੋਇ ॥੫੫॥
ନାନକ ଦୀଜୈ ନାମ ଦାନୁ ରାଖଊ ହୀଐ ପରୋଇ॥55॥
ହେ ନାନକ! ମୋତେ ନିଜର ନାମର ଦାନ ଆଶୀର୍ବାଦ କର, (ଏହି ଦାନ) ମୁଁ ନିଜ ହୃଦୟରେ ସ୍ଥାପନ କରି ରଖିବି॥55॥
ਸਲੋਕੁ ॥
ସଲୋକୁ॥
ଶ୍ଳୋକ॥
ਗੁਰਦੇਵ ਮਾਤਾ ਗੁਰਦੇਵ ਪਿਤਾ ਗੁਰਦੇਵ ਸੁਆਮੀ ਪਰਮੇਸੁਰਾ ॥
ଗୁରଦେବ ମାତା ଗୁରଦେବ ପିତା ଗୁରଦେବ ସୁଆମୀ ପରମେସୁରା॥
ଗୁରୁ ହିଁ ମାତା, ଗୁରୁ ହିଁ ପିତା (ଗୁରୁ ହିଁ ଆତ୍ମିକ ଜନ୍ମ ଦାତା ଅଟେ), ଗୁରୁ ମାଲିକ ପ୍ରଭୁଙ୍କ ରୂପ ଅଟନ୍ତି।
ਗੁਰਦੇਵ ਸਖਾ ਅਗਿਆਨ ਭੰਜਨੁ ਗੁਰਦੇਵ ਬੰਧਿਪ ਸਹੋਦਰਾ ॥
ଗୁରଦେବ ସଖା ଅଗିଆନ ଭଞ୍ଜନୁ ଗୁରଦେବ ବନ୍ଧିପ ସହୋଦରା ॥
ଗୁରୁ (ମାୟାର ମୋହର) ଅନ୍ଧକାର ନାଶ କରୁଥିବା ମିତ୍ର ଅଟେ, ଗୁରୁ ହିଁ (ଯୋଡି ହୋଇଥିବା) ସମ୍ପର୍କୀୟ ଓ ଭାଇ ଅଟେ
ਗੁਰਦੇਵ ਦਾਤਾ ਹਰਿ ਨਾਮੁ ਉਪਦੇਸੈ ਗੁਰਦੇਵ ਮੰਤੁ ਨਿਰੋਧਰਾ ॥
ଗୁରଦେବ ଦାତା ହରି ନାମୁ ଉପଦେଶଇ ଗୁରଦେବ ମନ୍ତୁ ନିରୋଧରା॥
ଗୁରୁ (ଅସଲ) ଦାତା ଅଟେ ଯାହା ପ୍ରଭୁଙ୍କ ନାମର ଉପଦେଶ ଦିଏ, ଗୁରୁଙ୍କ ଉପଦେଶ ଏପରି ଯାହାର ପ୍ରଭାବ (କେତେ ବିକାର ଆଦି) ଅସ୍ଵୀକାର୍ଯ୍ୟ ହୋଇପାରେ ନାହିଁ।
ਗੁਰਦੇਵ ਸਾਂਤਿ ਸਤਿ ਬੁਧਿ ਮੂਰਤਿ ਗੁਰਦੇਵ ਪਾਰਸ ਪਰਸ ਪਰਾ ॥
ଗୁରଦେବ ଶାନ୍ତି ସତୀ ବୁଧି ମୂରତି ଗୁରଦେବ ପାରସ ପରସ ପରା॥
ଗୁରୁ ଶାନ୍ତି ସତ୍ୟ ଆଉ ବୁଦ୍ଧିର ସ୍ୱରୂପ ଅଟେ, ଗୁରୁ ଏକ ଏମିତି ପାରସ ଅଟେ ଯାହାର ସ୍ପର୍ଶ ରେ ପ୍ରାଣୀ ଭବସାଗରରୁ ଉଦ୍ଧାର ହୋଇଯାଏ।
ਗੁਰਦੇਵ ਤੀਰਥੁ ਅੰਮ੍ਰਿਤ ਸਰੋਵਰੁ ਗੁਰ ਗਿਆਨ ਮਜਨੁ ਅਪਰੰਪਰਾ ॥
ଗୁରଦେବ ତୀରଧୁ ଅମ୍ରିତ ସରୋବରୁ ଗୁର ଗିଆନ ମଜନୂ ଅପର୍ମପରା॥
ଗୁରୁ ହିଁ ତୀର୍ଥ ଏବଂ ଅମୃତର ସରୋବର ଅଟେ, ଗୁରୁଙ୍କ ଜ୍ଞାନରେ ସ୍ନାନ କରିଲେ ମନୁଷ୍ୟ ଅପାର ପ୍ରଭୁଙ୍କ ସହିତ ମିଳିଯାଏ।
ਗੁਰਦੇਵ ਕਰਤਾ ਸਭਿ ਪਾਪ ਹਰਤਾ ਗੁਰਦੇਵ ਪਤਿਤ ਪਵਿਤ ਕਰਾ ॥
ଗୁରଦେବ କରଟା ସଭ୍ୟ ପାପ ହରତା ଗୁରଦେବ ପତିତ ପବିତ କରା॥
ଗୁରୁ କର୍ତ୍ତାର ରୂପ ଅଟେ, ସବୁ ପାପକୁ ଦୂର କରିବାବାଲା ଅଟେ, ଗୁରୁ ବିକାରୀ ଲୋକଙ୍କୁ ପବିତ୍ର କରିବାବାଲା ଅଟେ
ਗੁਰਦੇਵ ਆਦਿ ਜੁਗਾਦਿ ਜੁਗੁ ਜੁਗੁ ਗੁਰਦੇਵ ਮੰਤੁ ਹਰਿ ਜਪਿ ਉਧਰਾ ॥
ଗୁରଦେବ ଆଦି ଯୁଗାଦି ଜୁଗୁ ଜୁଗୁ ଗୁରଦେବ ମନ୍ତୁ ହରି ଜପି ଉଧରା ॥
ଯେବେଠାରୁ ଜଗତ ସୃଷ୍ଟି ହୋଇଛି ଗୁରୁ ଆରମ୍ଭରୁ ହିଁ ପ୍ରତ୍ୟେକ ଯୁଗରେ (ପରମାତ୍ମାଙ୍କ ନାମର ଉପଦେଶ ଦାତା) ଅଟେ। ଗୁରୁଙ୍କ ଦ୍ଵାରା ଦିଆହୋଇଥିବା ହରିନାମ ମନ୍ତ୍ର ଜପି (ସଂସାର -ସାଗରର ବିକାରର ଲହଡିରୁ) ପାର କରିଯାଏ।
ਗੁਰਦੇਵ ਸੰਗਤਿ ਪ੍ਰਭ ਮੇਲਿ ਕਰਿ ਕਿਰਪਾ ਹਮ ਮੂੜ ਪਾਪੀ ਜਿਤੁ ਲਗਿ ਤਰਾ ॥
ଗୁରଦେବ ସଂଗତି ପ୍ରଭ ମେଲି କରି କିରପା ହମ ମୁଡ ପାପୀ ଜିତୁ ଲଗି ତରା॥
ହେ ପ୍ରଭୁ!କୃପା କର, ଆମକୁ ଗୁରୁଙ୍କ ସଙ୍ଗତି ଦିଅ, ଯାହାଫଳରେ ଆମେ ମୂର୍ଖ ପାପୀ ତାହାର ସଙ୍ଗତିରେ (ରହି) ପାର ହୋଇଯିବୁ।
ਗੁਰਦੇਵ ਸਤਿਗੁਰੁ ਪਾਰਬ੍ਰਹਮੁ ਪਰਮੇਸਰੁ ਗੁਰਦੇਵ ਨਾਨਕ ਹਰਿ ਨਮਸਕਰਾ ॥੧॥
ଗୁରଦେବ ସତିଗୁର ପାରବ୍ରହମୁ ପରମେଶରୁ ଗୁରଦେବ ନାନକ ହରି ନମସକରା॥1॥
ଗୁରୁ ପରମେଶ୍ଵର ପରଂବ୍ରହ୍ମଙ୍କ ରୂପ ଅଟେ। ହେ ନାନକ! ହରିଙ୍କ ରୂପ ଗୁରୁଙ୍କୁ (ସଦା) ବନ୍ଦନା କରିବା ଉଚିତ। ॥1॥
ਏਹੁ ਸਲੋਕੁ ਆਦਿ ਅੰਤਿ ਪੜਣਾ ॥
ଏହୁ ସଲୋକୁ ଆଦି ଅନ୍ତି ପଡନା॥
ଏହି ଶ୍ଳୋକ ଆରମ୍ଭରୁ ନେଇ ଶେଷ ପର୍ଯ୍ୟନ୍ତ ପଢିବାକୁ ହେବ।
ਗਉੜੀ ਸੁਖਮਨੀ ਮਃ ੫ ॥
ଗଉଡୀ ସୁଖମନୀ ମ:5 ॥
ଗଉଡି ସୁଖମଣି ମହଲା 5 ॥
ਸਲੋਕੁ ॥
ସଲୋକୁ ॥
ସଲୋକୁ
ੴ ਸਤਿਗੁਰ ਪ੍ਰਸਾਦਿ ॥
ੴ ସତିଗୁର ପ୍ରସାଦି॥
ଇଶ୍ଵର ଏକ ଅଟନ୍ତି, ଯାହାଙ୍କୁ ସଦଗୁରୁଙ୍କ କୃପାରୁ ପାଇ ହୁଏ।
ਆਦਿ ਗੁਰਏ ਨਮਹ ॥
ଆଦି ଗୁରଏ ନମହ॥
ମୁଁ ଆଦି ଗୁରୁଙ୍କୁ ପ୍ରଣାମ କରୁଅଛି।
ਜੁਗਾਦਿ ਗੁਰਏ ਨਮਹ ॥
ଯୁଗାଦି ଗୁରଏ ନମହ॥
ମୁଁ ପ୍ରଥମ ଯୁଗର ଗୁରୁଙ୍କୁ ପ୍ରଣାମ କରୁଅଛି।
ਸਤਿਗੁਰਏ ਨਮਹ ॥
ସତିଗୁରଏ ନମହ॥
ମୁଁ ସଦଗୁରୁଙ୍କୁ ପ୍ରଣାମ କରୁଅଛି।
ਸ੍ਰੀ ਗੁਰਦੇਵਏ ਨਮਹ ॥੧॥
ଶ୍ରୀ ଗୁରଦେବଏ ନମହ ॥1॥ନ
ମୁଁ ଶ୍ରୀ ଗୁରୁଦେବ ଜୀଙ୍କୁ ଗୁରୁଙ୍କୁ ପ୍ରଣାମ କରୁଅଛି।॥1॥
ਅਸਟਪਦੀ ॥
ଅସଟପଦୀ॥
ଅଷ୍ଟପଦୀ॥
ਸਿਮਰਉ ਸਿਮਰਿ ਸਿਮਰਿ ਸੁਖੁ ਪਾਵਉ ॥
ସୀମରଉ ସିମରି ସିମରି ସୁଖୁ ପାବଉ॥
ପରମାତ୍ମାଙ୍କ ନାମ ସ୍ମରଣ କର ଆଉ ଏହା ଦ୍ଵାରା ସୁଖ ହାସଲ କର।
ਕਲਿ ਕਲੇਸ ਤਨ ਮਾਹਿ ਮਿਟਾਵਉ ॥
କଲି କଲେସ ତନ ମାହି ମିଟାବଉ ॥
ଏହି ତନରେ ଯାହା ଦୁଃଖ-କ୍ଲେଶ ଥାଏ ତାହାକୁ ଦୂର କର।
ਸਿਮਰਉ ਜਾਸੁ ਬਿਸੁੰਭਰ ਏਕੈ ॥
ସୀମରଉ ଜାସୁ ବିଶୁମଭର ଏକୈ॥
କେବଳ, ଏକ ଜଗତର ପାଳନ କର୍ତ୍ତା ପ୍ରଭୁଙ୍କ ଯଶକୁ ସ୍ମରଣ କର।
ਨਾਮੁ ਜਪਤ ਅਗਨਤ ਅਨੇਕੈ ॥
ନାମୁ ଜପତ ଅଗଣତ ଅନେକଇ ॥
ଅସଂଖ୍ୟ ଲୋକ ପ୍ରଭୁଙ୍କ ଅନେକ ନାମକୁ ଜପ କରୁଛନ୍ତି।
ਬੇਦ ਪੁਰਾਨ ਸਿੰਮ੍ਰਿਤਿ ਸੁਧਾਖ੍ਯ੍ਯਰ ॥
ବେଦ ପୁରାନ ଶିମ୍ରିଟି ସୁଧାକ୍ଷାର ॥
ପବିତ୍ର ଅକ୍ଷର ବାଲା ବେଦ, ପୁରାଣ ଏବଂ ସ୍ମୃତି
ਕੀਨੇ ਰਾਮ ਨਾਮ ਇਕ ਆਖ੍ਯ੍ਯਰ ॥
କୀନେ ରାମ ନାମ ଇକ ଆକ୍ଷର॥
ପ୍ରଭୁଙ୍କ ନାମର ଏକ ଅକ୍ଷରର ରଚନା କରିଛନ୍ତି।
ਕਿਨਕਾ ਏਕ ਜਿਸੁ ਜੀਅ ਬਸਾਵੈ ॥ ਤਾ ਕੀ ਮਹਿਮਾ ਗਨੀ ਨ ਆਵੈ ॥
କିନକା ଏକ ଜିସୁ ଜିଅ ବସାବୈ ॥ ତା କୀ ମହିମା ଗନୀ ନ ଆବୈ॥
ଯାହାର ହୃଦୟର ରାମଙ୍କ ନାମ କିଛି ପରିମାଣରେ ବାସ କରିଥାଏ, ତାହାର ମହିମା ବ୍ୟକ୍ତ କରାଯାଇ ପାରିବ ନାହିଁ।
ਕਾਂਖੀ ਏਕੈ ਦਰਸ ਤੁਹਾਰੋ ॥ ਨਾਨਕ ਉਨ ਸੰਗਿ ਮੋਹਿ ਉਧਾਰੋ ॥੧॥
କାଙ୍ଖୀ ଏକୈ ଦରସ ତୁହାରୋ ॥ନାନକ ଉନ ସଙ୍ଗି ମୋହି ଉଧାରୋ॥1॥
(ହେ ପ୍ରଭୁ!) ଯେଉଁ ମନୁଷ୍ୟ ତୋର ଦର୍ଶନ ଚାହେଁ, ତାହାର ସଙ୍ଗତିରେ ରଖି ମୋତେ (ସଂସାର ସାଗରରୁ) ବଞ୍ଚାଅ । ॥1॥
ਸੁਖਮਨੀ ਸੁਖ ਅੰਮ੍ਰਿਤ ਪ੍ਰਭ ਨਾਮੁ ॥
ସୁଖମନି ସୁଖ ଅମ୍ରିତ ପ୍ରଭ ନାମୁ ॥
ସୁଖମଣି ପ୍ରଭୁଙ୍କ ସୁଖ ରୂପୀ ଅମୃତ ନାମ ଅଟେ।
ਭਗਤ ਜਨਾ ਕੈ ਮਨਿ ਬਿਸ੍ਰਾਮ ॥ ਰਹਾਉ ॥
ଭଗତ ଜନା କୈ ମନି ବିଶ୍ରାମ ॥ରୁହାଉ॥
ଭକ୍ତଜନଙ୍କ ମନରେ ଯାହାଙ୍କ ନିବାସ ହୋଇଥାଏ ॥ରୁହ।
ਪ੍ਰਭ ਕੈ ਸਿਮਰਨਿ ਗਰਭਿ ਨ ਬਸੈ ॥
ପ୍ରଭ କୈ ସିମରନି ଗରଭି ନ ବଶୈ॥
ପ୍ରଭୁଙ୍କ ସ୍ମରଣ କରିଲେ ପ୍ରାଣୀ ଗର୍ଭରେ ଆସେ ନାହିଁ।
ਪ੍ਰਭ ਕੈ ਸਿਮਰਨਿ ਦੂਖੁ ਜਮੁ ਨਸੈ ॥
ପ୍ରଭ କୈ ସିମରନି ଦୁଖୁ ଜମୁ ନସଇ॥
ପ୍ରଭୁଙ୍କ ସ୍ମରଣ କରିଲେ ଦୁଃଖ ଏବଂ ମୃତ୍ୟୁର ଭୟ ନିବୃତ୍ତ ହୋଇଯାଏ।
ਪ੍ਰਭ ਕੈ ਸਿਮਰਨਿ ਕਾਲੁ ਪਰਹਰੈ ॥
ପ୍ରଭ କୈ ସିମରନି କାଲୁ ପରହରଇ॥
ପ୍ରଭୁଙ୍କ ସ୍ମରଣ କରିଲେ କାଳ ମଧ୍ୟ ଦୂର ହୋଇଯାଏ।
ਪ੍ਰਭ ਕੈ ਸਿਮਰਨਿ ਦੁਸਮਨੁ ਟਰੈ ॥
ପ୍ରଭ କୈ ସିମରନି ଦୁସମନୁ ଟରଇ ॥
ପ୍ରଭୁଙ୍କ ସ୍ମରଣ କରିଲେ ଶତ୍ରୁ ଟଳି ଯାଇଥାଏ।
ਪ੍ਰਭ ਸਿਮਰਤ ਕਛੁ ਬਿਘਨੁ ਨ ਲਾਗੈ ॥
ପ୍ରଭ ସିମରନି କଛୁ ବିଧନୁ ନ ଲାଗୈ॥
ପ୍ରଭୁଙ୍କ ସ୍ମରଣ କରିଲେ କିଛି ବିଘ୍ନ ପଡେ ନାହିଁ।
ਪ੍ਰਭ ਕੈ ਸਿਮਰਨਿ ਅਨਦਿਨੁ ਜਾਗੈ ॥
ପ୍ରଭ କୈ ସିମରନି ଅନାଦିନୁ ଜାଗଇ॥
ପ୍ରଭୁଙ୍କ ସ୍ମରଣ କରିଲେ ମନୁଷ୍ୟ ରାତିଦିନ ଜାଗ୍ରତ ରହିଥାଏ।
ਪ੍ਰਭ ਕੈ ਸਿਮਰਨਿ ਭਉ ਨ ਬਿਆਪੈ ॥
ପ୍ରଭ କୈ ସିମରନି ଭଉ ନ ବୀଆପୈ॥
ପ୍ରଭୁଙ୍କ ସ୍ମରଣ କରିଲେ ଭୟ ପ୍ରଭାବିତ କରେ ନାହିଁ।
ਪ੍ਰਭ ਕੈ ਸਿਮਰਨਿ ਦੁਖੁ ਨ ਸੰਤਾਪੈ ॥
ପ୍ରଭ କୈ ସିମରନି ଦୁଖୁ ନ ସନ୍ତାପୈ॥
ପ୍ରଭୁଙ୍କ ସ୍ମରଣ କରିଲେ ଦୁଃଖ-କ୍ଲେଶ ପ୍ରଭାବିତ କରେ ନାହିଁ।
ਪ੍ਰਭ ਕਾ ਸਿਮਰਨੁ ਸਾਧ ਕੈ ਸੰਗਿ ॥
ପ୍ରଭ କା ସିମରନି ସାଧ କୈ ସଙ୍ଗି॥
ପ୍ରଭୁଙ୍କ ସ୍ମରଣ କରିଲେ ସନ୍ଥଙ୍କ ସଙ୍ଗତି ପ୍ରାପ୍ତ ହୋଇଥାଏ।
ਸਰਬ ਨਿਧਾਨ ਨਾਨਕ ਹਰਿ ਰੰਗਿ ॥੨॥
ସରବ ନିଧାନ ନାନକ ହରି ରଙ୍ଗି॥2॥
ହେ ନାନକ! ସମସ୍ତଙ୍କ ନିଧି ଈଶ୍ବରଙ୍କ ପ୍ରୀତିରେ ଥାଏ ॥2॥
ਪ੍ਰਭ ਕੈ ਸਿਮਰਨਿ ਰਿਧਿ ਸਿਧਿ ਨਉ ਨਿਧਿ ॥
ପ୍ରଭ କୈ ସିମରନି ରିଧି ସିଧି ନଉ ନିଧି॥
ପ୍ରଭୁଙ୍କ ସ୍ମରଣରେ ରିଦ୍ଧି, ସିଦ୍ଧି ଏବଂ ନବନିଧି ଥାଆନ୍ତି।
ਪ੍ਰਭ ਕੈ ਸਿਮਰਨਿ ਗਿਆਨੁ ਧਿਆਨੁ ਤਤੁ ਬੁਧਿ ॥
ପ୍ରଭ କୈ ସିମରନି ଗିଆନୁ ଧିଆନୁ ତତୁ ବୁଧି॥
ପ୍ରଭୁଙ୍କ ସ୍ମରଣ କରିଲେ ମନୁଷ୍ୟ ଜ୍ଞାନ, ଧ୍ୟାନ, ଦିବ୍ୟଦୃଷ୍ଟି ଏବଂ ବୁଦ୍ଧିର ସାର ପ୍ରାପ୍ତ କରିଥାଏ।
ਪ੍ਰਭ ਕੈ ਸਿਮਰਨਿ ਜਪ ਤਪ ਪੂਜਾ ॥
ପ୍ରଭ କୈ ସିମରନି ଜପ ତପ ପୂଜା॥
ପ୍ରଭୁଙ୍କ ସ୍ମରଣରେ ହିଁ ଜପ, ତପସ୍ୟା ଏବଂ ପୂଜା ଥାଏ।
ਪ੍ਰਭ ਕੈ ਸਿਮਰਨਿ ਬਿਨਸੈ ਦੂਜਾ ॥
ପ୍ରଭ କୈ ସିମରନି ବିନସୈ ଦୂଜା ॥
ପ୍ରଭୁଙ୍କ ସ୍ମରଣ କରିଲେ ଦୈତ୍ୟଭାବ ଦୂର ହୋଇଯାଏ।
ਪ੍ਰਭ ਕੈ ਸਿਮਰਨਿ ਤੀਰਥ ਇਸਨਾਨੀ ॥
ପ୍ରଭ କୈ ସିମରନି ତୀରଥ ଇସନାନୀ॥
ପ୍ରଭୁଙ୍କ ସ୍ମରଣ କରିଲେ ତୀର୍ଥ ସ୍ନାନର ଫଳ ପ୍ରାପ୍ତ ହୋଇଯାଏ।
ਪ੍ਰਭ ਕੈ ਸਿਮਰਨਿ ਦਰਗਹ ਮਾਨੀ ॥
ପ୍ରଭ କୈ ସିମରନି ଦରଗହ ମାନୀ॥
ପ୍ରଭୁଙ୍କ ସ୍ମରଣ କରିଲେ ପ୍ରାଣୀ ତାହାଙ୍କ ଦରବାରରେ ମାନ-ସମ୍ମାନ ପ୍ରାପ୍ତ କରିଥାଏ।
ਪ੍ਰਭ ਕੈ ਸਿਮਰਨਿ ਹੋਇ ਸੁ ਭਲਾ ॥
ପ୍ରଭ କୈ ସିମରନି ହୋଇ ସୁ ଭଲା॥
ପ୍ରଭୁଙ୍କ ସ୍ମରଣ କରିଲେ ପ୍ରାଣୀ ତାହାଙ୍କ ଇଛାକୁ ମିଠା ଭଳି ମାନିଥାଏ।
ਪ੍ਰਭ ਕੈ ਸਿਮਰਨਿ ਸੁਫਲ ਫਲਾ ॥
ପ୍ରଭ କୈ ସିମରନି ସୁଫଲ ଫଲା॥
ପ୍ରଭୁଙ୍କ ସ୍ମରଣ କରିଲେ ମନୁଷ୍ୟ ଜନ୍ମର ମନୋରଥ ସଫଳ ହୋଇଯାଏ।
ਸੇ ਸਿਮਰਹਿ ਜਿਨ ਆਪਿ ਸਿਮਰਾਏ ॥
ସେ ସିମରହି ଜିନ ଆପି ସିମରାଏ॥
କେବଳ ସେହି ଜୀବ ତାହାଙ୍କୁ ସ୍ମରଣ କରିଥାନ୍ତି, ଯାହାକୁ ସେ ସ୍ଵୟଂ ସ୍ମରଣ କରାଇଥାନ୍ତି।