Page 270
ਮੁਖਿ ਤਾ ਕੋ ਜਸੁ ਰਸਨ ਬਖਾਨੈ ॥
ମୁଖି ତା କୋ ଜସୁ ରସନ ବଖାନଇ॥
ନିଜ ମୁହଁ ଏବଂ ଜିହ୍ଵାରେ ତାହାର ଯଶ ସର୍ବଦା ବର୍ଣ୍ଣନା କର।
ਜਿਹ ਪ੍ਰਸਾਦਿ ਤੇਰੋ ਰਹਤਾ ਧਰਮੁ ॥
ଜିହ ପ୍ରସାଦି ତେରୋ ରହନା ଧରମୁ॥
ଯାହାଙ୍କ କୃପାରୁ ତୋର ଧର୍ମ କାୟମ ରହିଥାଏ,
ਮਨ ਸਦਾ ਧਿਆਇ ਕੇਵਲ ਪਾਰਬ੍ਰਹਮੁ ॥
ମନ ସଦା ଧିଆଇ କେବଲ ପାରବ୍ରହମୁ॥
ହେ ମୋର ମନ! ତୁ ସର୍ବଦା ସେହି ପରଂବ୍ରହ୍ମଙ୍କୁ ଧ୍ୟାନ କର।
ਪ੍ਰਭ ਜੀ ਜਪਤ ਦਰਗਹ ਮਾਨੁ ਪਾਵਹਿ ॥
ପ୍ରଭ ଜୀ ଜପନ ଦରଗହ ମାନୁ ପାବହି॥
ପୂଜ୍ୟ ପରମେଶ୍ଵରଙ୍କ ଆରାଧନା କରିଲେ ତୁ ତାହାଙ୍କ ଦରବାରରେ ଶୋଭା ପ୍ରାପ୍ତ କରିବୁ।
ਨਾਨਕ ਪਤਿ ਸੇਤੀ ਘਰਿ ਜਾਵਹਿ ॥੨॥
ନାନକ ପତି ସେତୀ ଧରି ଜାବହି॥2॥
ହେ ନାନକ! ଏହିପରି ତୁମ ପ୍ରତିଷ୍ଠା ସହିତ ନିଜ ଧାମ (ପରଲୋକ) ଯିବ ॥2॥
ਜਿਹ ਪ੍ਰਸਾਦਿ ਆਰੋਗ ਕੰਚਨ ਦੇਹੀ ॥
ଜିହ ପ୍ରସାଦି ଆରୋଗ କଞ୍ଚନ ଦେହୀ॥
ହେ ମନ! ଯାହାଙ୍କ କୃପାରୁ ତୋତେ ସୁନା ଭଳି ସୁନ୍ଦର ଶରୀର ମିଳିଛି,
ਲਿਵ ਲਾਵਹੁ ਤਿਸੁ ਰਾਮ ਸਨੇਹੀ ॥
ଲିବ ଲାବହୁ ତିସୁ ରାମ ସନେହୀ॥
ସେହି ପ୍ରିୟତମ ରାମଙ୍କ ଠାରେ ବୃତ୍ତି ଲଗା।
ਜਿਹ ਪ੍ਰਸਾਦਿ ਤੇਰਾ ਓਲਾ ਰਹਤ ॥
ଜିହ ପ୍ରସାଦି ତେରା ଓଲା ରହତ॥
ଯାହାଙ୍କ କୃପାରୁ ତୋର ମାନ ରହିଥାଏ,
ਮਨ ਸੁਖੁ ਪਾਵਹਿ ਹਰਿ ਹਰਿ ਜਸੁ ਕਹਤ ॥
ମନ ସୁଖୁ ପାବହି ହରି ହରି ଜସୁ କହତ॥
ସେହି ପ୍ରଭୁ-ପରମେଶ୍ଵରଙ୍କ ସ୍ତୁତି କରିଲେ ତୁମେ ସୁଖ ପ୍ରାପ୍ତ କରିବ।
ਜਿਹ ਪ੍ਰਸਾਦਿ ਤੇਰੇ ਸਗਲ ਛਿਦ੍ਰ ਢਾਕੇ ॥
ଜିହ ପ୍ରସାଦି ତେରେ ଶଗଲ ଛିଦ୍ର ଢାକେ॥
ଯାହାଙ୍କ କୃପାରୁ ତୋର ସବୁ ପାପ ଲୁଚିଯାଏ।
ਮਨ ਸਰਨੀ ਪਰੁ ਠਾਕੁਰ ਪ੍ਰਭ ਤਾ ਕੈ ॥
ମନ ସାରନୀ ପରୁ ଠାକୁର ପ୍ରଭ ତା କୈ॥
ହେ ମନ! ସେହି ପ୍ରଭୁ-ପରମେଶ୍ଵରଙ୍କ ଶରଣ ନିଅ।
ਜਿਹ ਪ੍ਰਸਾਦਿ ਤੁਝੁ ਕੋ ਨ ਪਹੂਚੈ ॥
ଜିହ ପ୍ରସାଦି ତୁଝୁ କୋ ନ ପହୁଚଇ॥
ଯାହାଙ୍କ କୃପାରୁ ତୋ’ ସମକକ୍ଷ କେହି ପହଞ୍ଚି ପାରେ ନାହିଁ,
ਮਨ ਸਾਸਿ ਸਾਸਿ ਸਿਮਰਹੁ ਪ੍ਰਭ ਊਚੇ ॥
ମନ ଶାସି ଶାସି ସିମରହୁ ପ୍ରଭ ଉଚେ॥
ହେ ମୋର ମନ! ନିଜର ପ୍ରତି ଶ୍ଵାସରେ ସର୍ବୋପରି ପ୍ରଭୁଙ୍କୁ ସ୍ମରଣ କର।
ਜਿਹ ਪ੍ਰਸਾਦਿ ਪਾਈ ਦ੍ਰੁਲਭ ਦੇਹ ॥
ଜିହ ପ୍ରସାଦି ପାଇ ଦୁଲଭ ଦେହ॥
ଯାହାଙ୍କ କୃପାରୁ ତୋତେ ଦୁର୍ଲଭ ମନୁଷ୍ୟ ଶରୀର ମିଳିଅଛି,
ਨਾਨਕ ਤਾ ਕੀ ਭਗਤਿ ਕਰੇਹ ॥੩॥
ନାନକ ତା କୀ ଭଗତି କରେହ॥3॥
ହେ ନାନକ! ସେହି ଭଗବାନଙ୍କ ଭକ୍ତି କର ॥3॥
ਜਿਹ ਪ੍ਰਸਾਦਿ ਆਭੂਖਨ ਪਹਿਰੀਜੈ ॥
ଜିହ ପ୍ରସାଦି ଆଭୁଖନ ପହିରିଜୈ ॥
ଯାହାଙ୍କ କୃପାରୁ ଆଭୁଷଣ ପିନ୍ଧାଯାଏ,
ਮਨ ਤਿਸੁ ਸਿਮਰਤ ਕਿਉ ਆਲਸੁ ਕੀਜੈ ॥
ମନ ତିସୁ ସିମରଣ କିଉ ଆଳସୁ କୀଜୈ॥
ହେ ମନ! ତାହାର ଆରାଧନା କରିବାକୁ ଆଳସ୍ୟ କାହିଁକି କରିବା?
ਜਿਹ ਪ੍ਰਸਾਦਿ ਅਸ੍ਵ ਹਸਤਿ ਅਸਵਾਰੀ ॥
ଜିହ ପ୍ରସାଦି ଅଶ୍ଵ ହସତି ଅସବାରି॥
ଯାହାଙ୍କ କୃପାରୁ ତୁମେ ଘୋଡା ଏବଂ ହାତୀର ସବାରି କରିଅଛ,
ਮਨ ਤਿਸੁ ਪ੍ਰਭ ਕਉ ਕਬਹੂ ਨ ਬਿਸਾਰੀ ॥
ମନ ତିସୁ ପ୍ରଭ କୌ କବହୁ ନ ବିସାରୀ॥
ହେ ମନ! ସେହି ଈଶ୍ଵରଙ୍କୁ କେବେ ବିସ୍ମୃତ କର ନାହିଁ।
ਜਿਹ ਪ੍ਰਸਾਦਿ ਬਾਗ ਮਿਲਖ ਧਨਾ ॥
ଜିହ ପ୍ରସାଦି ବାଗ ମିଲଖ ଧନା॥
ଯାହାଙ୍କ କୃପାରୁ ଉଦ୍ୟାନ, ଧରିତ୍ରୀ, ଏବଂ ଧନ ପ୍ରାପ୍ତ ହୋଇଛି,
ਰਾਖੁ ਪਰੋਇ ਪ੍ਰਭੁ ਅਪੁਨੇ ਮਨਾ ॥
ରାଖୁ ପରୋଇ ପ୍ରଭୁ ଅପୁନେ ମନା॥
ସେହି ଈଶ୍ଵରଙ୍କୁ ନିଜ ମନରେ ସ୍ଥାପନ କର।
ਜਿਨਿ ਤੇਰੀ ਮਨ ਬਨਤ ਬਨਾਈ ॥
ଜିନି ତେରୀ ମନ ବନତ ବନାଇ॥
ହେ ମନ! ଯେଉଁ ଈଶ୍ଵର ତୋର ରଚନା କରିଛନ୍ତି,
ਊਠਤ ਬੈਠਤ ਸਦ ਤਿਸਹਿ ਧਿਆਈ ॥
ଉଠଟ ବୈଠତ ସଦ ତିସହି ଧିଆଇ॥
ଉଠିବ ବସିବା ସବୁ ସମୟରେ ତାହାଙ୍କ ଧ୍ୟାନ କରିବା ଉଚିତ।
ਤਿਸਹਿ ਧਿਆਇ ਜੋ ਏਕ ਅਲਖੈ ॥
ତିସହି ଧିଆଇ ଜୋ ଏକ ଅଲଖୈ॥
ହେ ନାନକ! ସେହି ଏକ ଅଦୃଶ୍ୟ ପ୍ରଭୁଙ୍କ ଚିନ୍ତନ କର।
ਈਹਾ ਊਹਾ ਨਾਨਕ ਤੇਰੀ ਰਖੈ ॥੪॥
ଇହା ଉହା ନାନକ ତେରୀ ରଖୈ॥4॥
ସେ ଲୋକ-ପରଲୋକ ଦୁଇଟିରେ ତୋର ରକ୍ଷା କରିବେ ॥4॥
ਜਿਹ ਪ੍ਰਸਾਦਿ ਕਰਹਿ ਪੁੰਨ ਬਹੁ ਦਾਨ ॥
ଜିହ ପ୍ରସାଦି କରହି ପୁନ ବହୁ ଦାନ॥
ଯାହାଙ୍କ କୃପାରୁ ତୁମେ ବଡ ଦାନ ପୂଣ୍ୟ କରୁଅଛ,
ਮਨ ਆਠ ਪਹਰ ਕਰਿ ਤਿਸ ਕਾ ਧਿਆਨ ॥
ମନ ଆଠ ପହର କରି ତିସ କା ଧିଆନ॥
ହେ ମନ! ଆଠ ପହର ତାହାଙ୍କ ହିଁ ଧ୍ୟାନ କରିବା ଉଚିତ।
ਜਿਹ ਪ੍ਰਸਾਦਿ ਤੂ ਆਚਾਰ ਬਿਉਹਾਰੀ ॥
ଜିହ ପ୍ରସାଦି ତୁ ଆଚାର ବିଉହାରୀ॥
ଯାହାଙ୍କ କୃପାରୁ ତୁ ଧାର୍ମିକ ସଂସ୍କାର ଏବଂ ସାଂସାରିକ କର୍ମ କରିଥାଉ,
ਤਿਸੁ ਪ੍ਰਭ ਕਉ ਸਾਸਿ ਸਾਸਿ ਚਿਤਾਰੀ ॥
ତିସୁ ପ୍ରଭ କଉ ଶାସୀ ଶାସୀ ଚିତାରି॥
ନିଜର ପ୍ରତି ଶ୍ଵାସରେ ସେହି ପ୍ରଭୁଙ୍କ ଚିନ୍ତନ କରିବା ଉଚିତ।
ਜਿਹ ਪ੍ਰਸਾਦਿ ਤੇਰਾ ਸੁੰਦਰ ਰੂਪੁ ॥
ଜିହ ପ୍ରସାଦି ତେରା ସୁନ୍ଦର ରୁପୁ॥
ଯାହାଙ୍କ କୃପାରୁ ତୋର ସୁନ୍ଦର ରୂପ ଅଛି,
ਸੋ ਪ੍ਰਭੁ ਸਿਮਰਹੁ ਸਦਾ ਅਨੂਪੁ ॥
ସୋ ପ୍ରଭୁ ସୀମରହୁ ସଦା ଅନୁପୁ॥
ସେହି ଅନୁପମ ପ୍ରଭୁଙ୍କ ସର୍ବଦା ସ୍ମରଣ କରିବା ଉଚିତ।
ਜਿਹ ਪ੍ਰਸਾਦਿ ਤੇਰੀ ਨੀਕੀ ਜਾਤਿ ॥
ଜିହ ପ୍ରସାଦି ତେରୀ ନିକି ଜାତି॥
ଯାହାଙ୍କ କୃପାରୁ ତୋତେ ଉଚ୍ଚ ମନୁଷ୍ୟ ଜାତି ମିଳିଛି,
ਸੋ ਪ੍ਰਭੁ ਸਿਮਰਿ ਸਦਾ ਦਿਨ ਰਾਤਿ ॥
ସୋ ପ୍ରଭୁ ସିମରି ସଦା ଦିନ ରାତି॥
ସଦା ସେହି ପ୍ରଭୁଙ୍କ ଚିନ୍ତନ ଦିନ ରାତି କର।
ਜਿਹ ਪ੍ਰਸਾਦਿ ਤੇਰੀ ਪਤਿ ਰਹੈ ॥
ଜିହ ପ୍ରସାଦି ତେରୀ ପତି ରହଇ॥
ଯାହାଙ୍କ କୃପାରୁ ତୋର ପ୍ରତିଷ୍ଠା ବଜାୟ ରହିଛି,
ਗੁਰ ਪ੍ਰਸਾਦਿ ਨਾਨਕ ਜਸੁ ਕਹੈ ॥੫॥
ଗୁର ପ୍ରସାଦି ନାନକ ଜସୁ କହଇ॥5॥
ହେ ନାନକ! ଗୁରୁଙ୍କ କୃପାରୁ ତାହାଙ୍କ ମହିମା କର ॥5॥
ਜਿਹ ਪ੍ਰਸਾਦਿ ਸੁਨਹਿ ਕਰਨ ਨਾਦ ॥
ଜିହ ପ୍ରସାଦି ସୁନହି କରନ ନାଦ॥
ଯାହାଙ୍କ କୃପାରୁ ତୋର କାନକୁ ଶବ୍ଦ ଶୁଣାଯାଏ।
ਜਿਹ ਪ੍ਰਸਾਦਿ ਪੇਖਹਿ ਬਿਸਮਾਦ ॥
ଜିହ ପ୍ରସାଦି ପେଖହୀ ବିସମାଦ॥
ଯାହାଙ୍କ କୃପାରୁ ତୁ ଆଶ୍ଚର୍ଯ୍ୟ ଜନକ କୌତୁକ ଦେଖିଥାଉ,
ਜਿਹ ਪ੍ਰਸਾਦਿ ਬੋਲਹਿ ਅੰਮ੍ਰਿਤ ਰਸਨਾ ॥
ଜିହ ପ୍ରସାଦି ବୋଲହୀ ଅମ୍ରିତ ରସନା॥
ଯାହାଙ୍କ କୃପାରୁ ତୁ ନିଜ ଜିହ୍ଵାରେ ମିଠା ବଚନ ବୋଲୁଛୁ,
ਜਿਹ ਪ੍ਰਸਾਦਿ ਸੁਖਿ ਸਹਜੇ ਬਸਨਾ ॥
ଜିହ ପ୍ରସାଦି ସୁଖୀ ସହଜେ ବସନା॥
ଯାହାଙ୍କ କୃପାରୁ ତୁ ସ୍ଵାଭାବିକ ଭାବରେ ସୁଖପୂର୍ବକ ରହିଥାଉ,
ਜਿਹ ਪ੍ਰਸਾਦਿ ਹਸਤ ਕਰ ਚਲਹਿ ॥
ଜିହ ପ୍ରସାଦି ହସତ କର ଚଳହୀ॥
ଯାହାଙ୍କ କୃପାରୁ ତୋର ହାତ ହଲିଥାଏ ଆଉ କାମ କରିଥାଉ,
ਜਿਹ ਪ੍ਰਸਾਦਿ ਸੰਪੂਰਨ ਫਲਹਿ ॥
ଜିହ ପ୍ରସାଦି ସ୍ମପୁରନ ଫଳହୀ॥
ଯାହାଙ୍କ କୃପାରୁ ତୋର ସଂପୂର୍ଣ୍ଣ କମ ସଫଳ ହୋଇଥାଏ,
ਜਿਹ ਪ੍ਰਸਾਦਿ ਪਰਮ ਗਤਿ ਪਾਵਹਿ ॥
ଜିହ ପ୍ରସାଦି ପରମ ଗତି ପାବହି॥
ଯାହାଙ୍କ କୃପାରୁ ତୋତେ ପରମ ଗତି ମିଳିଥାଏ,
ਜਿਹ ਪ੍ਰਸਾਦਿ ਸੁਖਿ ਸਹਜਿ ਸਮਾਵਹਿ ॥
ଜିହ ପ୍ରସାଦି ସୁଖୀ ସହଜି ସମାବହି॥
ଯାହାଙ୍କ କୃପାରୁ ତୁମେ ସ୍ଵାଭାବିକ ଭାବରେ ସୁଖରେ ଲି ହୋଇଥାଅ,
ਐਸਾ ਪ੍ਰਭੁ ਤਿਆਗਿ ਅਵਰ ਕਤ ਲਾਗਹੁ ॥
ଐସା ପ୍ରଭୁ ତିଆଗୀ ଅବର କତ ଲାଗହୁ॥
ଏପରି ପ୍ରଭୁଙ୍କୁ ଛାଡି ତୁମେ କାହିଁକି ଅନ୍ୟ ପାଖରେ ଲାଗିଅଛ?
ਗੁਰ ਪ੍ਰਸਾਦਿ ਨਾਨਕ ਮਨਿ ਜਾਗਹੁ ॥੬॥
ଗୁର ପ୍ରସାଦି ନାନକ ମନି ଜାଗହୁ॥6॥
ହେ ନାନକ! ଗୁରୁଙ୍କ କୃପାରୁ ନିଜର ମନକୁ ଈଶ୍ବରଙ୍କ ପ୍ରତି ଜାଗ୍ରତ କର ॥୬॥
ਜਿਹ ਪ੍ਰਸਾਦਿ ਤੂੰ ਪ੍ਰਗਟੁ ਸੰਸਾਰਿ ॥
ଜିହ ପ୍ରସାଦି ତୁ ପ୍ରଗଟୁ ସଂସାରୀ॥
ଯାହାଙ୍କ କୃପାରୁ ତୁ ଦୁନିଆରେ ଲୋକପ୍ରିୟ ହୋଇଛୁ,
ਤਿਸੁ ਪ੍ਰਭ ਕਉ ਮੂਲਿ ਨ ਮਨਹੁ ਬਿਸਾਰਿ ॥
ତିସୁ ପ୍ରଭ କଉ ମୁଲି ନ ମନହୁ ବିସରି॥
ସେହି ପ୍ରଭୁଙ୍କୁ କେବେ ନିଜ ହୃଦୟରୁ ଭୁଲ ନାହିଁ।
ਜਿਹ ਪ੍ਰਸਾਦਿ ਤੇਰਾ ਪਰਤਾਪੁ ॥
ଜିହ ପ୍ରସାଦି ତେରା ପରତାପୂ ॥
ଯାହାଙ୍କ କୃପାରୁ ତୋର ତେଜ ପ୍ରତାପ ବନିଥାଏ,
ਰੇ ਮਨ ਮੂੜ ਤੂ ਤਾ ਕਉ ਜਾਪੁ ॥
ରେ ମନ ମୁଡ ତୁ ତା କଉ ଜାପୁ॥
ହେ ମୋର ମୂର୍ଖ ମନ! ତୁ ତାହାଙ୍କ ଆରାଧନା କର।
ਜਿਹ ਪ੍ਰਸਾਦਿ ਤੇਰੇ ਕਾਰਜ ਪੂਰੇ ॥
ଜିହ ପ୍ରସାଦି ତେରେ କାରଜ ପୁରେ॥
ଯାହାଙ୍କ କୃପାରୁ ତୋର ସମସ୍ତ କାର୍ଯ୍ୟ ସଂପୂର୍ଣ୍ଣ ହୋଇଛି,
ਤਿਸਹਿ ਜਾਨੁ ਮਨ ਸਦਾ ਹਜੂਰੇ ॥
ତିସହି ଜାନୁ ମନ ସଦା ହଜୁରେ॥
ନିଜ ହୃଦୟରେ ତାହାଙ୍କୁ ସଦା ନିକଟ ଭାବ।
ਜਿਹ ਪ੍ਰਸਾਦਿ ਤੂੰ ਪਾਵਹਿ ਸਾਚੁ ॥
ଜିହ ପ୍ରସାଦି ତୁ ପାବହି ସାଚୁ॥
ଯାହାଙ୍କ କୃପାରୁ ତୋତେ ସତ୍ୟ ପ୍ରାପ୍ତ ହୋଇଥାଏ,
ਰੇ ਮਨ ਮੇਰੇ ਤੂੰ ਤਾ ਸਿਉ ਰਾਚੁ ॥
ରେ ମନ ମେରେ ତୁ ତା ସିଉ ରାଚୁ॥
ହେ ମୋର ମନ! ତୁ ତାହାଙ୍କ ସହିତ ପ୍ରେମ କର।
ਜਿਹ ਪ੍ਰਸਾਦਿ ਸਭ ਕੀ ਗਤਿ ਹੋਇ ॥
ଜିହ ପ୍ରସାଦି ସଭ କୀ ଗତି ହୋଇ॥
ଯାହାଙ୍କ କୃପାରୁ ସବୁଙ୍କ ଗତି ହୋଇଥାଏ ,
ਨਾਨਕ ਜਾਪੁ ਜਪੈ ਜਪੁ ਸੋਇ ॥੭॥
ନାନକ ଜାପୁ ଜପଇ ଜପୁ ସୋଇ॥7॥
ହେ ନାନକ! ସେହି ପ୍ରଭୁଙ୍କ ନାମର ଏକ ରସ ଜପ କରିବା ଉଚିତ ॥୭॥
ਆਪਿ ਜਪਾਏ ਜਪੈ ਸੋ ਨਾਉ ॥
ଆପୀ ଜପାଏ ଜପଇ ସୋ ନାଉ॥
ସେହି ପୁରୁଷ ଈଶ୍ଵରଙ୍କ ନାମ ଜପିଥାଏ, ଯାହାଙ୍କ ଦ୍ଵାରା ସେ ସ୍ଵୟଂ ଜାପାଇଥାନ୍ତି।
ਆਪਿ ਗਾਵਾਏ ਸੁ ਹਰਿ ਗੁਨ ਗਾਉ ॥
ଆପୀ ଗାବାଏ ସୁ ହରି ଗୁନ ଗାଉ॥
କେବଳ ସିଏ ଈଶ୍ଵରଙ୍କ ଯଶୋଗାନ କରିଥାଏ, ଯାହା ଦ୍ଵାରା ସେ ସ୍ଵୟଂ ଗୁଣଗାନ କରାଇଥାନ୍ତି।