Guru Granth Sahib Translation Project

guru granth sahib odia page-282

Page 282

ਆਪੇ ਆਪਿ ਸਗਲ ਮਹਿ ਆਪਿ ॥ ଆପେ ଆପି ଶଗଲ ମହି ଆପି ॥ ସବୁ କିଛି ସେ ନିଜେ ନିଜ ଠାରେ ହିଁ ଅଛନ୍ତି। ସବୁ ଜୀବରେ କେବଳ ନିଜେ ହିଁ ଅଛନ୍ତି
ਅਨਿਕ ਜੁਗਤਿ ਰਚਿ ਥਾਪਿ ਉਥਾਪਿ ॥ ଅନିକ ଯୁଗତି ରଚି ଥାପି ଉଥାପି ॥ ଅନେକ ଢଙ୍ଗରେ (ଜଗତକୁ) ବନାଇ ବନାଇ ବିନାଶ ମଧ୍ୟ କରିଦିଅନ୍ତି।
ਅਬਿਨਾਸੀ ਨਾਹੀ ਕਿਛੁ ਖੰਡ ॥ ଅବିନାଶୀ ନାହି କିଛୁ ଖଣ୍ଡ ॥ ପ୍ରଭୁ ସ୍ଵୟଂ ଅବିନାଶୀ ଅଟନ୍ତି; ତାଙ୍କରି କିଛି ନାଶ ହୁଏ ନାହିଁ
ਧਾਰਣ ਧਾਰਿ ਰਹਿਓ ਬ੍ਰਹਮੰਡ ॥ ଧାରଣ ଧାରୀ ରହିଓ ବ୍ରହ୍ମଣ୍ଡ ॥ ସେ ବ୍ରହ୍ମାଣ୍ଡକୁ ସାହାରା ଦେଉଛନ୍ତି।
ਅਲਖ ਅਭੇਵ ਪੁਰਖ ਪਰਤਾਪ ॥ ଅଲଖ ଅଭେବ ପୁରଖ ପରତାପ ॥ ଏହି ବ୍ୟାପକ ପ୍ରଭୁଙ୍କ ତେଜ-ପ୍ରତାପର ଭେଦ ପାଇପାରିବା ନାହିଁ
ਆਪਿ ਜਪਾਏ ਤ ਨਾਨਕ ਜਾਪ ॥੬॥ ଆପି ଜପାଏ ତ ନାନକ ଜାପ ॥6॥ ହେ ନାନକ! ଯଦି ସେ ସ୍ଵୟଂ ନିଜର ଜପ କରାନ୍ତି ତାହାହେଲେ ହିଁ ଜୀବ ଜପ କରେ।॥6॥
ਜਿਨ ਪ੍ਰਭੁ ਜਾਤਾ ਸੁ ਸੋਭਾਵੰਤ ॥ ଜିନ ପ୍ରଭୁ ଯାତା ସୁ ଶୋଭାବନ୍ତ ॥ ଯେଉଁ ଲୋକମାନେ ପ୍ରଭୁଙ୍କୁ ଚିହ୍ନିଛନ୍ତି, ସେମାନେ ଶୋଭାବାନ ହୋଇଛନ୍ତି;
ਸਗਲ ਸੰਸਾਰੁ ਉਧਰੈ ਤਿਨ ਮੰਤ ॥ ଶଗଲ ସଂସାରୁ ଉଧରଇ ତିନ ମନ୍ତ ॥ ସାରା ଜଗତ ତାଙ୍କରି ଉପଦେଶରେ ବଞ୍ଚେ।
ਪ੍ਰਭ ਕੇ ਸੇਵਕ ਸਗਲ ਉਧਾਰਨ ॥ ପ୍ରଭ କେ ସେବକ ଶଗଲ ଉଧାରନ ॥ ପ୍ରଭୁଙ୍କ ସେବକ ସମସ୍ତଙ୍କ କଲ୍ୟାଣ କରିଥାନ୍ତି।
ਪ੍ਰਭ ਕੇ ਸੇਵਕ ਦੂਖ ਬਿਸਾਰਨ ॥ ପ୍ରଭ କେ ସେବକ ଦୁଖ ବିସାରନ ॥ ପ୍ରଭୁଙ୍କ ସେବକଙ୍କ ସଂଗତି ଦ୍ଵାରା ଦୁଃଖ ଭୁଲିଯାଏ।
ਆਪੇ ਮੇਲਿ ਲਏ ਕਿਰਪਾਲ ॥ ଆପେ ମେଲି ଲଏ କିରପାଲ ॥ କୃପାଳୁ ପ୍ରଭୁ ନିଜେ (ନିଜ ସାଥିରେ) ଲୀନ କରିଦିଅନ୍ତି
ਗੁਰ ਕਾ ਸਬਦੁ ਜਪਿ ਭਏ ਨਿਹਾਲ ॥ ଗୁର କା ସବଦୁ ଜପି ଭଏ ନିହାଲ ॥ ଗୁରୁଙ୍କ ଶବ୍ଦର ଜପ କରି ସେ କୃତାର୍ଥ ହୋଇଯାଏ।
ਉਨ ਕੀ ਸੇਵਾ ਸੋਈ ਲਾਗੈ ॥ ଉନ କୀ ସେବା ସୋଇ ଲାଗଇ ॥ ସେହି ସୌଭାଗ୍ୟଶାଳୀ ସେହି (ସେବକଙ୍କ) ସେବାରେ ଲାଗିଥାଏ
ਜਿਸ ਨੋ ਕ੍ਰਿਪਾ ਕਰਹਿ ਬਡਭਾਗੈ ॥ ଜିସ ନୋ କ୍ରିପା କରହି ବଡଭାଗୈ॥ ଯେଉଁ ଭାଗ୍ୟଶାଳୀ ଉପରେ ,(ହେ ପ୍ରଭୁ!) ତୁମେ ନିଜେ କୃପା କର
ਨਾਮੁ ਜਪਤ ਪਾਵਹਿ ਬਿਸ੍ਰਾਮੁ ॥ ନାମୁ ଜପତ ପାବହି ବିଶ୍ରାମୁ ॥ ଯିଏ ପ୍ରଭୁଙ୍କ ନାମ ଜପ କରିଥାଏ, ସେ ସୁଖ ପାଇଥାଏ।
ਨਾਨਕ ਤਿਨ ਪੁਰਖ ਕਉ ਊਤਮ ਕਰਿ ਮਾਨੁ ॥੭॥ ନାନକ ତିନ ପୁରଖ କଉ ଉତ୍ତମ କରି ମାନୁ ॥7॥ ହେ ନାନକ! ସେହି ଲୋକଙ୍କୁ ବହୁତ ଉଚ୍ଚ ଲୋକ ଭାବ।॥7॥
ਜੋ ਕਿਛੁ ਕਰੈ ਸੁ ਪ੍ਰਭ ਕੈ ਰੰਗਿ ॥ ଜୋ କିଛୁ କରଇ ସୁ ପ୍ରଭ କୈ ରଙ୍ଗୀ ॥ ସେ ଯାହା କିଛି କରେ, ପ୍ରଭୁଙ୍କ ଇଚ୍ଛାରେ କରେ
ਸਦਾ ਸਦਾ ਬਸੈ ਹਰਿ ਸੰਗਿ ॥ ସଦା ସଦା ବସଇ ହରି ସଙ୍ଗୀ ॥ ସେ ସର୍ବଦା ପ୍ରଭୁଙ୍କ ସାଥିରେ ରହିଥାଏ।
ਸਹਜ ਸੁਭਾਇ ਹੋਵੈ ਸੋ ਹੋਇ ॥ ସହଜ ଶୁଭାଇ ହୋବୈ ସୋ ହୋଇ ॥ ଯାହା କିଛି ହୋଇଥାଏ, ସେ ସହଜାତ ସ୍ଵଭାବରେ ହିଁ ହୋଇଥାଏ।
ਕਰਣੈਹਾਰੁ ਪਛਾਣੈ ਸੋਇ ॥ କରଣୟହାରୁ ପଛଣଇ ସୋଇ ॥ ସେ ସେହି ସୃଜନହାର ପ୍ରଭୁଙ୍କୁ ଚିହ୍ନି ଥାଏ।
ਪ੍ਰਭ ਕਾ ਕੀਆ ਜਨ ਮੀਠ ਲਗਾਨਾ ॥ ପ୍ରଭ କା କୀଆ ଜନ ମୀଠ ଲଗାନା ॥ ପ୍ରଭୁଙ୍କ) ସେବକଙ୍କୁ ପ୍ରଭୁ କରିଥିବା କାମ ମିଠା ଲାଗେ
ਜੈਸਾ ਸਾ ਤੈਸਾ ਦ੍ਰਿਸਟਾਨਾ ॥ ଜୈସା ସା ତୈସା ଦ୍ରିସଟାନା ॥ ପ୍ରଭୁ ଯେପରି ( ସର୍ବ-ବ୍ୟାପକ ) ଅଟନ୍ତି ସେପରି ହିଁ ତାଙ୍କୁ ନଜର ଆସେ।
ਜਿਸ ਤੇ ਉਪਜੇ ਤਿਸੁ ਮਾਹਿ ਸਮਾਏ ॥ ଜିସ ତେ ଉପଜେ ତିସୁ ମାହି ସମାଏ॥ ଯେଉଁ ପ୍ରଭୁଙ୍କ ଠାରୁ ସେହି ସେବକ ଜନ୍ମ ହୋଇଛନ୍ତି, ତାଙ୍କ ସହିତ ଲୀନ ହୁଅନ୍ତି
ਓਇ ਸੁਖ ਨਿਧਾਨ ਉਨਹੂ ਬਨਿ ਆਏ ॥ ଓଇ ସୁଖ ନିଧାନ ଉନହୁ ବନି ଆଏ ॥ ସୁଖର ଖଜଣା ହୋଇଯାଏ ଆଉ ଏହି ମର୍ଯ୍ୟାଦା ପାଇଁ ସିଏ ହିଁ ଯୋଗ୍ୟ ଅଟେ।
ਆਪਸ ਕਉ ਆਪਿ ਦੀਨੋ ਮਾਨੁ ॥ ଆପସ କଉ ଆପି ଦୀନୋ ମାନୁ ॥ ନିଜ ସେବକଙ୍କୁ ପ୍ରଭୁ ସ୍ଵୟଂ ହିଁ ଶୋଭା ପ୍ରଦାନ କରିଥାନ୍ତି।
ਨਾਨਕ ਪ੍ਰਭ ਜਨੁ ਏਕੋ ਜਾਨੁ ॥੮॥੧੪॥ ନାନକ ପ୍ରଭ ଜନୂ ଏକୋ ଜାନୁ ॥8॥14॥ ହେ ନାନକ! ପ୍ରଭୁ ଓ ପ୍ରଭୁଙ୍କ ସେବକଙ୍କୁ ଏକ ରୂପ ଭାବ ॥8॥14॥
ਸਲੋਕੁ ॥ ସଲୋକୁ ॥ ଶ୍ଳୋକ॥
ਸਰਬ ਕਲਾ ਭਰਪੂਰ ਪ੍ਰਭ ਬਿਰਥਾ ਜਾਨਨਹਾਰ ॥ ସରବ କଲା ଭରପୁର ପ୍ରଭ ବିରଥା ଜାନନହାର ॥ ପ୍ରଭୁ ସର୍ବକଳା ସଂପୂର୍ଣ୍ଣ ଅଟନ୍ତି ଆଉ ଆମର ଦୁଃଖକୁ ଜାଣିଥାନ୍ତି।
ਜਾ ਕੈ ਸਿਮਰਨਿ ਉਧਰੀਐ ਨਾਨਕ ਤਿਸੁ ਬਲਿਹਾਰ ॥੧॥ ଜା କୈ ସୀମରନୀ ଉଧରିଏ ନାନକ ତିସୁ ବଲିହାର ll1ll ଯାହାର (ଏପରି ପ୍ରଭୁଙ୍କ) ସ୍ମରଣ କଲେ (ବିକାର ଠାରୁ ) ବଞ୍ଚିପାରିବା, ତାହାକୁ ସମର୍ପିତ ଯିବି ॥1॥
ਅਸਟਪਦੀ ॥ ଅସଟପଦୀ ॥ ଅଷ୍ଟପଦୀ॥
ਟੂਟੀ ਗਾਢਨਹਾਰ ਗੋੁਪਾਲ ॥ ଟୁଟୀ ଗାଢନହାର ଗୋପାଲ ॥ ଜଗତ ପାଲକ ଗୋପାଳ ଭାଙ୍ଗିଥିବାକୁ ଯୋଡିଥାନ୍ତି।
ਸਰਬ ਜੀਆ ਆਪੇ ਪ੍ਰਤਿਪਾਲ ॥ ସରବ ଜୀଆ ଆପେ ପ୍ରତିପାଲ ॥ ସେ ସ୍ଵୟଂ ହିଁ ସମସ୍ତ ପ୍ରାଣୀଙ୍କ ପାଳନ ପୋଷଣ କରିଥାନ୍ତି।
ਸਗਲ ਕੀ ਚਿੰਤਾ ਜਿਸੁ ਮਨ ਮਾਹਿ ଶଗଲ କୀ ଚିନ୍ତା ଯୀଶୁ ମନ ମାହି ॥ ଯାହାର ମନରେ ସବୁଙ୍କ ଚିନ୍ତା ଥାଏ,
ਤਿਸ ਤੇ ਬਿਰਥਾ ਕੋਈ ਨਾਹਿ ॥ ତିସ ତେ ବିରଥା କୋଇ ନାହି ॥ ତାହାଙ୍କ ଠାରୁ କେହି ମଧ୍ୟ ଖାଲି ହାତରେ ଫେରନ୍ତି ନାହିଁ।
ਰੇ ਮਨ ਮੇਰੇ ਸਦਾ ਹਰਿ ਜਾਪਿ ॥ ରେ ମନ ମେରେ ସଦା ହରି ଜାପି॥ ହେ ମୋର ମନ! ସଦା ପରମାତ୍ମାଙ୍କ ଜପ କର।
ਅਬਿਨਾਸੀ ਪ੍ਰਭੁ ਆਪੇ ਆਪਿ ॥ ଅବିନାଶୀ ପ୍ରଭୁ ଆପେ ଆପି ॥ ଅନଶ୍ଵର ପ୍ରଭୁ ସବୁ କିଛି ସ୍ଵୟଂ ହିଁ ଅଟନ୍ତି।
ਆਪਨ ਕੀਆ ਕਛੂ ਨ ਹੋਇ ॥ ଆପନ କୀଆ କଛୁ ନ ହୋଇ ॥ ପ୍ରାଣୀ ନିଜେ କରିଲେ କିଛି ହୋଇପାରେ ନାହିଁ,
ਜੇ ਸਉ ਪ੍ਰਾਨੀ ਲੋਚੈ ਕੋਇ ॥ ଜେ ସଉ ପ୍ରାନୀ ଲୋଚଇ କୋଇ ॥ ସେ ସହସ୍ର ଥର ତାହାର ଇଚ୍ଛା କରୁ।
ਤਿਸੁ ਬਿਨੁ ਨਾਹੀ ਤੇਰੈ ਕਿਛੁ ਕਾਮ ॥ ତିସୁ ବିନୁ ନାହୀ ତେରଇ କିଛୁ କାମ ॥ ତାହାଙ୍କ ଅତିରିକ୍ତ କିଛି ମଧ୍ୟ ତୋର କାମକୁ ନାହିଁ।
ਗਤਿ ਨਾਨਕ ਜਪਿ ਏਕ ਹਰਿ ਨਾਮ ॥੧॥ ଗତି ନାନକ ଜପି ଏକ ହରି ନାମ ॥1॥ ହେ ନାନକ! ଏକ ପ୍ରଭୁଙ୍କ ନାମ ଜପ କର, ତାହାହେଲେ ଗତି ହେବ ॥1॥
ਰੂਪਵੰਤੁ ਹੋਇ ਨਾਹੀ ਮੋਹੈ ॥ ରୂପବନ୍ତୁ ହୋଇ ନାହି ମୋହୈ॥ ଯଦି ପ୍ରାଣୀ ଅତି ସୁନ୍ଦର ହୋଇଥାଏ, ତାହାହେଲେ ନିଜେ ଅନ୍ୟକୁ ମୋହିତ କରିପାରେ ନାହିଁ।
ਪ੍ਰਭ ਕੀ ਜੋਤਿ ਸਗਲ ਘਟ ਸੋਹੈ ॥ ଗତି ନାନକ ଜପି ଏକ ହରି ନାମ ॥1॥ ସାରା ଶରୀରରେ ପ୍ରଭୁଙ୍କ ହିଁ ଜ୍ୟୋତି ସୁଶୋଭିତ ଥାଏ।
ਧਨਵੰਤਾ ਹੋਇ ਕਿਆ ਕੋ ਗਰਬੈ ॥ ରୂପବନ୍ତୁ ହୋଇ ନାହି ମୋହୈ॥ ଧନବାନ ହୋଇ କଣ କୌଣସି ମନୁଷ୍ୟ ଅହଂକାର କରେ
ਜਾ ਸਭੁ ਕਿਛੁ ਤਿਸ ਕਾ ਦੀਆ ਦਰਬੈ ॥ ପ୍ରଭ କୀ ଜୋତି ଶଗଲ ଘଟ ସୋହଇ॥ ଯେତେବେଳେ ସମସ୍ତ ଧନ ସେ ପ୍ରଦାନ କରିଛନ୍ତି।
ਅਤਿ ਸੂਰਾ ਜੇ ਕੋਊ ਕਹਾਵੈ ॥ ଧନବନ୍ତା ହୋଇ କିଆ କୋ ଗରବଇ ॥ ଯଦି କୌଣସି ମନୁଷ୍ୟ (ନିଜକୁ ନିଜେ) ବଡ ବୀର କହେ
ਪ੍ਰਭ ਕੀ ਕਲਾ ਬਿਨਾ ਕਹ ਧਾਵੈ ॥ ଜା ସଭୂ କିଛୁ ତିସ କା ଦୀଆ ଦରବୈ ॥ ପ୍ରଭୁଙ୍କ ସାମର୍ଥ୍ୟ ବିନା ସେ କେଉଁଠାକୁ ଦୌଡି ପାରିବ?
ਜੇ ਕੋ ਹੋਇ ਬਹੈ ਦਾਤਾਰੁ ॥ ଅତି ସୁରା ଜେ କୌ କହାବୈ ॥ ଯଦି କୌଣସି ପୁରୁଷ ଦାନୀ ବନିଯାଏ,
ਤਿਸੁ ਦੇਨਹਾਰੁ ਜਾਨੈ ਗਾਵਾਰੁ ॥ ପ୍ରଭ କୀ କଲା ବିନା କହ ଧାବୈ ॥ ଯଦି କୌଣସି ପୁରୁଷ ଦାନୀ ବନିଯାଏ,
ਜਿਸੁ ਗੁਰ ਪ੍ਰਸਾਦਿ ਤੂਟੈ ਹਉ ਰੋਗੁ ॥ ଜେ କୋ ହୋଇ ବହଇ ଦାତାରୁ ॥ ଗୁରୁଙ୍କ କୃପାରୁ ଯାହାର ଅହଙ୍କାରର ରୋଗ ଦୂର ହୋଇଯାଏ,
ਨਾਨਕ ਸੋ ਜਨੁ ਸਦਾ ਅਰੋਗੁ ॥੨॥ ତିସୁ ଡେନହାରୁ ଯାନଇ ଗାବାରୁ ॥ ହେ ନାନକ! ସେହି ମନୁଷ୍ୟ ସର୍ବଦା ସୁସ୍ଥ ଅଟେ॥2॥
ਜਿਉ ਮੰਦਰ ਕਉ ਥਾਮੈ ਥੰਮਨੁ ॥ ଯୀଶୁ ଗୁର ପ୍ରସାଦି ତୁଟଇ ହଉ ରୋଗୁ ॥ ଯେପରି ମନ୍ଦିରକୁ ଏକ ସ୍ତମ୍ଭ ସାହାରା ଦେଇଥାଏ,
ਤਿਉ ਗੁਰ ਕਾ ਸਬਦੁ ਮਨਹਿ ਅਸਥੰਮਨੁ ॥ ନାନକ ସୋ ଜନୂ ସଦା ଅରୋଗୁ ॥2॥ ସେପରି ହିଁ ଗୁରୁଙ୍କ ଶବ୍ଦ ମନକୁ ସାହାରା ଦେଇଥାଏ।
ਜਿਉ ਪਾਖਾਣੁ ਨਾਵ ਚੜਿ ਤਰੈ ॥ ଜୀଉ ମନ୍ଦର କଉ ଥାମୈ ଥମନୁ ॥ ଯେପରି ପଥର ନଉକାରେ ଚଢି (ନଦୀ ଆଦି) ପାର ହୁଏ
ਪ੍ਰਾਣੀ ਗੁਰ ਚਰਣ ਲਗਤੁ ਨਿਸਤਰੈ ॥ ତିଉ ଗୁର କା ସବଦୁ ମନହି ଅସଥମନୁ ॥ ସେମିତି ଗୁରୁଙ୍କ ଚରଣରେ ଲାଗିଥିବା ମନୁଷ୍ୟ (ସଂସାର ସମୁଦ୍ରରେ) ପାରି ହୁଏ।
ਜਿਉ ਅੰਧਕਾਰ ਦੀਪਕ ਪਰਗਾਸੁ ॥ ଜୀଉ ପାଖାଣୁ ନାବ ଚଡି ତରଇ॥ ଯେପରି ଦୀପ ଅନ୍ଧକାର (ଦୂର କରି) ଆଲୋକିତ କରେ
ਗੁਰ ਦਰਸਨੁ ਦੇਖਿ ਮਨਿ ਹੋਇ ਬਿਗਾਸੁ ॥ ପ୍ରାଣୀ ଗୁର ଚରଣ ଲଗତୁ ନିସତରଇ ॥ ସେପରି ହିଁ ଗୁରୁଙ୍କ ଦର୍ଶନ କରି ମନରେ ଆନନ୍ଦ ଖେଳିଯାଏ
ਜਿਉ ਮਹਾ ਉਦਿਆਨ ਮਹਿ ਮਾਰਗੁ ਪਾਵੈ ॥ ଜୀଉ ଅନ୍ଧକାର ଦୀପକ ପରଗାସୁ ॥ ଯେପରି କୌଣସି ଘନ ଜଙ୍ଗଲରେ (ପଥଭ୍ରଷ୍ଟ ହୋଇ) ରାସ୍ତା ମିଳିଯାଏ
ਤਿਉ ਸਾਧੂ ਸੰਗਿ ਮਿਲਿ ਜੋਤਿ ਪ੍ਰਗਟਾਵੈ ॥ ଗୁର ଦରସନୁ ଦେଖି ମନି ହୋଇ ବିଗାସୁ ॥ ସେପରି ହିଁ ସାଧୁଙ୍କ ସଙ୍ଗତିରେ ବସି (ଅକାଳ-ପୁରୁଷଙ୍କ) ଜ୍ୟୋତି (ମନୁଷ୍ୟ ଭିତରେ) ପ୍ରକଟ ହୁଏ।
ਤਿਨ ਸੰਤਨ ਕੀ ਬਾਛਉ ਧੂਰਿ ॥ ଜୀଉ ମହା ଅଦିଆନ ମହି ମାରଗୁ ପାବୈ ॥ ମୁଁ ସେହି ସନ୍ଥଙ୍କ ଚରଣର ଧୁଳି ମାଗୁଛି
ਨਾਨਕ ਕੀ ਹਰਿ ਲੋਚਾ ਪੂਰਿ ॥੩॥ ତିଉ ସାଧୁ ସଙ୍ଗୀ ମିଲି ଜୋତି ପ୍ରଗଟାବୈ ॥ ହେ ପ୍ରଭୁ! ନାନକଙ୍କ ଏହି ଇଚ୍ଛା ପୂରଣ କର
ਮਨ ਮੂਰਖ ਕਾਹੇ ਬਿਲਲਾਈਐ ॥ ତିନ ସନ୍ତନ କୀ ବାଛଉ ଧୂରି ॥ ହେ ମୂର୍ଖ ମନ! (ଦୁଃଖ ମିଳିବା ପରେ) କାହିଁକି ବିଳାପ କରୁଅଛ?


© 2025 SGGS ONLINE
error: Content is protected !!
Scroll to Top