Guru Granth Sahib Translation Project

guru granth sahib odia page-289

Page 289

ਜਨਮ ਜਨਮ ਕੇ ਕਿਲਬਿਖ ਜਾਹਿ ॥ ଜନମ ଜନମ କେ କିଲବିଖ ଜାହି ॥ ତୋର ଜନ୍ମ-ଜନ୍ମାନ୍ତରର ପାପ ଦୂର ହୋଇଯିବ।
ਆਪਿ ਜਪਹੁ ਅਵਰਾ ਨਾਮੁ ਜਪਾਵਹੁ ॥ ଆପୀ ଜପହୁ ଅବରା ନାମୁ ଜପାବହୁ ॥ ସ୍ଵୟଂ ପ୍ରଭୁଙ୍କ ନାମ ତୁ ନିଜେ ଜପ, ଆଉ, ଅନ୍ୟ ଲୋକଙ୍କୁ ଜପିବା ପାଇଁ ପ୍ରେରିତ କର,
ਸੁਨਤ ਕਹਤ ਰਹਤ ਗਤਿ ਪਾਵਹੁ ॥ ସୁନତ କହତ ରହତ ଗତି ପାବହୁ ॥ ଶୁଣିବା, କହିବା ଏବଂ ଏହି ଆଚରଣରେ ରହିଲେ ମୁକ୍ତି ମିଳିଯିବ।
ਸਾਰ ਭੂਤ ਸਤਿ ਹਰਿ ਕੋ ਨਾਉ ॥ ସାର ଭୁତ ସତୀ ହରି କୋ ନାଉ ॥ ପ୍ରଭୁଙ୍କ ନାମ ହିଁ ସବୁ ପଦାର୍ଥ ଠାରୁ ଉତ୍ତମ ପଦାର୍ଥ ଅଟେ;
ਸਹਜਿ ਸੁਭਾਇ ਨਾਨਕ ਗੁਨ ਗਾਉ ॥੬॥ ସହଜି ଶୁଭାଇ ନାନକ ଗୁନ ଗାଉ ॥6॥ ହେ ନାନକ! ଆତ୍ମିକ ଧ୍ୟାନରେ ମଗ୍ନ ରହି ପ୍ରେମରେ ପ୍ରଭୁଙ୍କ ଗୁଣ ଗାନ କର।॥6॥
ਗੁਨ ਗਾਵਤ ਤੇਰੀ ਉਤਰਸਿ ਮੈਲੁ ॥ ଗୁନ ଗାବତ ତେରୀ ଉତରସି ମଇଲୁ॥ (ହେ ଜୀବ!) ପ୍ରଭୁଙ୍କ ଗୁଣ ଗାଇ ଗାଇ ତୋର (ବିକାରର) ମଇଳା ଚାଲିଯିବ
ਬਿਨਸਿ ਜਾਇ ਹਉਮੈ ਬਿਖੁ ਫੈਲੁ ॥ ବିନଶୀ ଯାଇ ହଉମୈ ବିଖୁ ଫଇଲୁ ॥ ଆଉ ଅହଂ ରୂପୀ ବିଷର ପ୍ରସାର ମଧ୍ୟ ଦୂର ହୋଇଯିବ।
ਹੋਹਿ ਅਚਿੰਤੁ ਬਸੈ ਸੁਖ ਨਾਲਿ ॥ ହୋହୀ ଅଚିନ୍ତୁ ବଶୟ ସୁଖ ନାଲି ॥ ବିବ୍ରତହୀନ ହୋଇଯିବ ଆଉ ସୁଖୀ ଜୀବନ ପାଇବ।
ਸਾਸਿ ਗ੍ਰਾਸਿ ਹਰਿ ਨਾਮੁ ਸਮਾਲਿ ॥ ଶାସୀ ଗ୍ରାସୀ ହରି ନାମୁ ସମାଲି ॥ ସବୁ ସମୟରେ ପ୍ରଭୁଙ୍କ ନାମକୁ ସ୍ମରଣ କରିବ।
ਛਾਡਿ ਸਿਆਨਪ ਸਗਲੀ ਮਨਾ ॥ ଚ୍ଛାହୀ ସିଆନପ ଶଗଲି ମନା ॥ ହେ ମନ! ସବୁ ଚତୁରତା ଛାଡିଦିଅ,
ਸਾਧਸੰਗਿ ਪਾਵਹਿ ਸਚੁ ਧਨਾ ॥ ସାଧସଙ୍ଗୀ ପାବହି ସଚୁ ଧନା ॥ ସାଧୁ ସଙ୍ଗତ କରିବା ଦ୍ଵାରା ସଚ୍ଚା ଧନ ମିଳିଯିବ।
ਹਰਿ ਪੂੰਜੀ ਸੰਚਿ ਕਰਹੁ ਬਿਉਹਾਰੁ ॥ ହରି ପୂଜି ସଞ୍ଚି କରହୁ ବିଉହାରୁ ॥ ପ୍ରଭୁଙ୍କ ନାମର ଧନ ସଞ୍ଚୟ କର, ତାହାର ବ୍ୟାପାର କର।
ਈਹਾ ਸੁਖੁ ਦਰਗਹ ਜੈਕਾਰੁ ॥ ଇହା ସୁଖୁ ଦରଗହ ଜଇକାରୁ ॥ ଏହି ଜୀବନରେ ସୁଖ ମିଳିବ, ଆଉ ପ୍ରଭୁଙ୍କ ଦରବାରରେ ଆଦର ହେବ।
ਸਰਬ ਨਿਰੰਤਰਿ ਏਕੋ ਦੇਖੁ ॥ ସରବ ନିରନ୍ତରି ଏକୋ ଦେଖୁ ॥ ସେ ଏକ ଈଶ୍ଵରଙ୍କୁ ସର୍ବତ୍ର ଦେଖିଥାନ୍ତି,”
ਕਹੁ ਨਾਨਕ ਜਾ ਕੈ ਮਸਤਕਿ ਲੇਖੁ ॥੭॥ କହୁ ନାନକ ଜା କୈ ମସତକୀ ଲେଖୁ ॥7॥ ହେ ନାନକ! ଯାହାର କପାଳରେ ଭାଗ୍ୟ ଥାଏ। ॥7॥
ਏਕੋ ਜਪਿ ਏਕੋ ਸਾਲਾਹਿ ॥ ଏକୋ ଜପି ଏକୋ ସାଲାହି ॥ ଏକ ପ୍ରଭୂଙ୍କୁ ହିଁ ଜପ, ଆଉ ଏକ ପ୍ରଭୁଙ୍କୁ ହିଁ କୀର୍ତ୍ତନ କର
ਏਕੁ ਸਿਮਰਿ ਏਕੋ ਮਨ ਆਹਿ ॥ ଏକୁ ସିମରି ଏକୋ ମନ ଆହି ॥ ଏକ ଈଶ୍ଵରଙ୍କ ସ୍ମରଣ କର, ଆଉ, ହେ ମନ! ଏକ ତାହାଙ୍କୁ ହିଁ ନିଜ ହୃଦୟରେ ରଖ।
ਏਕਸ ਕੇ ਗੁਨ ਗਾਉ ਅਨੰਤ ॥ ଏକସ କେ ଗୁନ ଗାଉ ଅନନ୍ତ ॥ ସେହି ଅନନ୍ତ ଏକ ପ୍ରଭୁଙ୍କ ହିଁ ଗୁଣ ଗାନ କର।
ਮਨਿ ਤਨਿ ਜਾਪਿ ਏਕ ਭਗਵੰਤ ॥ ମନି ତନି ଜାପୀ ଏକ ଭଗବନ୍ତ ॥ ମନ ଏବଂ ତନରେ ଏକ ଭଗବାନଙ୍କ ଜପ କର।
ਏਕੋ ਏਕੁ ਏਕੁ ਹਰਿ ਆਪਿ ॥ ଏକୋ ଏକୁ ଏକୁ ହରି ଆପୀ ॥ ପ୍ରଭୁ ନିଜେ ହିଁ ନିଜେ ଅଟନ୍ତି।
ਪੂਰਨ ਪੂਰਿ ਰਹਿਓ ਪ੍ਰਭੁ ਬਿਆਪਿ ॥ ପୁରନ ପୁରୀ ରହିଓ ପ୍ରଭୁ ବିଆପୀ ॥ ଜୀବଙ୍କ ଠାରେ ବ୍ୟାପକ ହୋଇ ପ୍ରଭୁ ସବୁ ଜାଗାରେ ବାସ କରନ୍ତି।
ਅਨਿਕ ਬਿਸਥਾਰ ਏਕ ਤੇ ਭਏ ॥ ଅନିକ ବିଷଥାର ଏକ ତେ ଭଏ ॥ ଏକ ଈଶ୍ଵରଙ୍କ ଅନେକ ପ୍ରସାର ହୋଇଛି।
ਏਕੁ ਅਰਾਧਿ ਪਰਾਛਤ ਗਏ ॥ ଏକୁ ଅରାଧୀ ପରାଛତ ଗଏ ॥ ଏକ ପ୍ରଭୁଙ୍କୁ ସ୍ମରଣ କରିଲେ ପାପ ନାଶ ହୋଇଯାଏ।
ਮਨ ਤਨ ਅੰਤਰਿ ਏਕੁ ਪ੍ਰਭੁ ਰਾਤਾ ॥ ମନ ତନ ଅନ୍ତରି ଏକୁ ପ୍ରଭୁ ରାତା ॥ ଯେଉଁ ମନୁଷ୍ୟର ମନ ଆଉ ଶରୀରରେ ଏକ ପ୍ରଭୁ ହିଁ ବାସ କରନ୍ତି
ਗੁਰ ਪ੍ਰਸਾਦਿ ਨਾਨਕ ਇਕੁ ਜਾਤਾ ॥੮॥੧੯॥ ଗୁର ପ୍ରସାଦି ନାନକ ଇକୁ ଯାତା ॥8॥19॥ ହେ ନାନକ! ସେ ଗୁରୁଙ୍କ କୃପାରୁ ସେହି ଏକ ପ୍ରଭୁଙ୍କୁ ଚିହ୍ନି ପାରିଛନ୍ତି।॥8॥9॥
ਸਲੋਕੁ ॥ ସଲୋକୁ ॥ ଶ୍ଳୋକ॥
ਫਿਰਤ ਫਿਰਤ ਪ੍ਰਭ ਆਇਆ ਪਰਿਆ ਤਉ ਸਰਨਾਇ ॥ ଫିରତ ଫିରତ ପ୍ରଭ ଆଇଆ ପରିଆ ତଉ ସରନାଇ ॥ ହେ ପ୍ରଭୁ! ପଥଭ୍ରଷ୍ଟ ହୋଇ ହୋଇ ମୁଁ ତୁମର ଶରଣକୁ ଆସିଅଛି।
ਨਾਨਕ ਕੀ ਪ੍ਰਭ ਬੇਨਤੀ ਅਪਨੀ ਭਗਤੀ ਲਾਇ ॥੧॥ ନାନକ କୀ ପ୍ରଭ ବେନତି ଅପନୀ ଭଗତୀ ଲାଇ ॥1॥ ହେ ପ୍ରଭୁ! ନାନକଙ୍କ ଏହି ବିନତି ଅଟେ ଯେ ମୋତେ ନିଜର ଭକ୍ତିରେ ଯୋଡ॥1॥
ਅਸਟਪਦੀ ॥ ଅସଟପଦୀ ॥ ଅଷ୍ଟପଦୀ॥
ਜਾਚਕ ਜਨੁ ਜਾਚੈ ਪ੍ਰਭ ਦਾਨੁ ॥ ଯାଚକ ଜନୁ ଯାଚୟ ପ୍ରଭ ଦାନୁ ॥ ହେ ପ୍ରଭୁ! (ଏହି) ଭିକାରୀ (ଯାଚକ) ଦାସ (ତୁମ ନାମର) ଦାନ ମାଗେ
ਕਰਿ ਕਿਰਪਾ ਦੇਵਹੁ ਹਰਿ ਨਾਮੁ ॥ କରି କିରପା ଦେବହୂ ହରି ନାମୁ ॥ ହେ ହରି! କୃପା କରି (ନିଜର) ନାମ ଦିଅ।
ਸਾਧ ਜਨਾ ਕੀ ਮਾਗਉ ਧੂਰਿ ॥ ସାଧ ଜନା କୀ ମାଗଉ ଧୁରି ॥ ମୁଁ ସାଧୁଙ୍କ ପାଦ ଧୁଳି ମାଗୁଛି।
ਪਾਰਬ੍ਰਹਮ ਮੇਰੀ ਸਰਧਾ ਪੂਰਿ ॥ ପାରବ୍ରହମ ମେରୀ ସରଧା ପୁରୀ ॥ ହେ ପରଂବ୍ରହ୍ମ! ମୋର ଇଚ୍ଛା ପୂରଣ କର,
ਸਦਾ ਸਦਾ ਪ੍ਰਭ ਕੇ ਗੁਨ ਗਾਵਉ ॥ ସଦା ସଦା ପ୍ରଭ କେ ଗୁନ ଗାବଉ ॥ ମୁଁ ସର୍ବଦା ପ୍ରଭୁଙ୍କ ଗୁଣ ଗାଇଥାଏ।
ਸਾਸਿ ਸਾਸਿ ਪ੍ਰਭ ਤੁਮਹਿ ਧਿਆਵਉ ॥ ଶାସୀ ଶାସୀ ପ୍ରଭ ତୁମହୀ ଧିଆବଉ ॥ ମୁଁ ପ୍ରତି ଶ୍ଵାସରେ ତୁମକୁ ହିଁ ସ୍ମରଣ କରିଥାଏ।
ਚਰਨ ਕਮਲ ਸਿਉ ਲਾਗੈ ਪ੍ਰੀਤਿ ॥ ଚରନ କମଲ ସିଉ ଲାଗୟ ପ୍ରୀତି ॥ ପ୍ରଭୁଙ୍କ କମଳ (ଭଳି ସୁନ୍ଦର) ଚରଣରେ ମୋ’ ପ୍ରୀତି ଲାଗିଛି,
ਭਗਤਿ ਕਰਉ ਪ੍ਰਭ ਕੀ ਨਿਤ ਨੀਤਿ ॥ ଭଗତି କରଉ ପ୍ରଭ କୀ ନିତ ନୀତି ॥ ସର୍ବଦା ପ୍ରଭୁଙ୍କ ଭକ୍ତି କରୁଅଛି।
ਏਕ ਓਟ ਏਕੋ ਆਧਾਰੁ ॥ ଏକ ଓଟ ଏକୋ ଆଧାରୁ ॥ ହେ ଭଗବାନ! ତୁମେ ହିଁ ମୋର ଏକ ଆଶ୍ରା ତଥା ସାହାରା ଅଟ।
ਨਾਨਕੁ ਮਾਗੈ ਨਾਮੁ ਪ੍ਰਭ ਸਾਰੁ ॥੧॥ ନାନକୁ ମାଗୈ ନାମୁ ପ୍ରଭ ସାରୁ ॥1॥ ହେ ମୋର ପ୍ରଭୁ! ନାନକ ତୋର ସର୍ବୋତ୍ତମ ନାମର ଯାଚନା କରିଥାଏ। ॥1॥
ਪ੍ਰਭ ਕੀ ਦ੍ਰਿਸਟਿ ਮਹਾ ਸੁਖੁ ਹੋਇ ॥ ପ୍ରଭ କୀ ଦ୍ରିଶଟି ମହା ସୁଖୁ ହୋଇ॥ ପ୍ରଭୁଙ୍କ (କୃପାର) ନଜର ଦ୍ଵାରା ମହା ସୁଖ ମିଳେ
ਹਰਿ ਰਸੁ ਪਾਵੈ ਬਿਰਲਾ ਕੋਇ ॥ ହରି ରସୁ ପାବୈ ବିରଲା କୋଇ ॥ କୌଣସି ବିରଳ ମନୁଷ୍ୟ ହିଁ ପ୍ରଭୁଙ୍କ ନାମର ସ୍ଵାଦ ଚାଖିଥାଏ।
ਜਿਨ ਚਾਖਿਆ ਸੇ ਜਨ ਤ੍ਰਿਪਤਾਨੇ ॥ ଜିନ୍ ଚାଖିଆ ସେ ଜନ ତ୍ରିପତାନେ ॥ ଯିଏ (ନାମରସ) ଚାଖିଛି, ସେହି ମନୁଷ୍ୟ (ମାୟା ଠାରୁ) ସନ୍ତୁଷ୍ଟ ହୋଇଯାଇଛି
ਪੂਰਨ ਪੁਰਖ ਨਹੀ ਡੋਲਾਨੇ ॥ ପୁରନ ପୁରଖ ନହୀ ଡ଼ୋଲାନେ ॥ ସେ ପୂର୍ଣ୍ଣ ମନୁଷ୍ୟ ବନିଯାଇଛି, କେବେ (ମାୟାର ଲାଭ କ୍ଷତିରେ) ବିଚଳିତ ହୁଏ ନାହିଁ।
ਸੁਭਰ ਭਰੇ ਪ੍ਰੇਮ ਰਸ ਰੰਗਿ ॥ ସୁଭର ଭରେ ପ୍ରେମ ରସ ରଙ୍ଗୀ ॥ ପ୍ରଭୁଙ୍କ ପ୍ରେମର ସ୍ଵାଦର ମଉଜରେ ସେ ସଂପୂର୍ଣ୍ଣ ଭାବେ ମଜ୍ଜି ରହିଥାଏ
ਉਪਜੈ ਚਾਉ ਸਾਧ ਕੈ ਸੰਗਿ ॥ ଉପଜୈ ଚାଉ ସାଧ କୈ ସଙ୍ଗୀ ॥ ସାଧୁଙ୍କ ସଙ୍ଗତିରେ ରହି (ତାଙ୍କରି ଭିତରେ) (ପ୍ରଭୁଙ୍କ ମିଳନର) ଇଚ୍ଛା ଜାତ ହୁଏ।
ਪਰੇ ਸਰਨਿ ਆਨ ਸਭ ਤਿਆਗਿ ॥ ପରେ ସରଣୀ ଆନ ସଭ ତିଆଗୀ ॥ ଆଉ ସବୁ (ଆଶ୍ରା) ଛାଡି ସେ ପ୍ରଭୁଙ୍କ ଶରଣ ପଡେ
ਅੰਤਰਿ ਪ੍ਰਗਾਸ ਅਨਦਿਨੁ ਲਿਵ ਲਾਗਿ ॥ ଅନ୍ତରି ପ୍ରଗାସ ଅନଦିନୁ ଲିବ ଲାଗି ॥ ତାହାରି ଅନ୍ତର ଆଲୋକିତ ହୁଏ, ଆଉ ସବୁ ସମୟରେ ତାହାର ଧ୍ୟାନ (ପ୍ରଭୁଙ୍କ ଚରଣରେ) ଲାଗି ରହେ।
ਬਡਭਾਗੀ ਜਪਿਆ ਪ੍ਰਭੁ ਸੋਇ ॥ ବଡଭାଗୀ ଜପିଆ ପ୍ରଭୁ ସୋଇ ॥ ଭାଗ୍ୟଶାଳୀ ପୁରୁଷ ହିଁ ପ୍ରଭୁଙ୍କୁ ଜପ କରିଛନ୍ତି।
ਨਾਨਕ ਨਾਮਿ ਰਤੇ ਸੁਖੁ ਹੋਇ ॥੨॥ ନାନକ ନାମୀ ରତେ ସୁଖୁ ହୋଇ ॥2॥ ହେ ନାନକ! ଯେଉଁ ପୁରୁଷ ପ୍ରଭୁଙ୍କ ନାମରେ ମଗ୍ନ ରହିଥାଏ, ସେ ସୁଖ ପାଇଥାଏ ॥2॥
ਸੇਵਕ ਕੀ ਮਨਸਾ ਪੂਰੀ ਭਈ ॥ ସେବକ କୀ ମନସା ପୁରୀ ଭଇ ॥ ସେବକର ମନୋକାମନା ପୂର୍ଣ୍ଣ ହୋଇଯାଇଛି,
ਸਤਿਗੁਰ ਤੇ ਨਿਰਮਲ ਮਤਿ ਲਈ ॥ ସତିଗୁର ତେ ନିରମଲ ମତି ଲୟ ॥ ଯେବେଠାରୁ ସଦଗୁରୁଙ୍କ ଠାରୁ ନିର୍ମଳ ଉପଦେଶ ନେଇଛି।
ਜਨ ਕਉ ਪ੍ਰਭੁ ਹੋਇਓ ਦਇਆਲੁ ॥ ଜନ କଉ ପ୍ରଭୁ ହୋଇଓ ଦଇଆଳୁ॥ ନିଜ ସେବକ ପ୍ରତି ପ୍ରଭୁ କୃପାଳୁ ହୋଇଛନ୍ତି।
ਸੇਵਕੁ ਕੀਨੋ ਸਦਾ ਨਿਹਾਲੁ ॥ ସେବକୁ କୀନୋ ସଦା ନିହାଲୁ ॥ ନିଜ ସେବକକୁ ସର୍ବଦା ସେ କୃତାର୍ଥ କରିଥାନ୍ତି।
ਬੰਧਨ ਕਾਟਿ ਮੁਕਤਿ ਜਨੁ ਭਇਆ ॥ ବନ୍ଧନ କାଟି ମୁକତି ଜନୁ ଭଇଆ ॥ ସେବକର ମାୟାର ବନ୍ଧନ କଟି ଯାଇଛି ଆଉ ସେ ମୋକ୍ଷ ପ୍ରାପ୍ତ କରିଛି।
ਜਨਮ ਮਰਨ ਦੂਖੁ ਭ੍ਰਮੁ ਗਇਆ ॥ ଜନମ ମରନ ଦୁଖୁ ଭ୍ରମୁ ଗଇଆ ॥ ତାହାର ଜନ୍ମ ମରଣ ଦୁଃଖ ଏବଂ ଦ୍ଵିଧା ଦୂର ହୋଇଯାଇଛି।
ਇਛ ਪੁਨੀ ਸਰਧਾ ਸਭ ਪੂਰੀ ॥ ଇଛ ପୁନୀ ସରଧା ସଭ ପୁରୀ ॥ ତାହାର ଇଚ୍ଛା ପୂର୍ଣ୍ଣ ହୋଇଯାଇଛି ଆଉ ଶ୍ରଦ୍ଧା ମଧ୍ୟ ପୁରା ହୋଇଯାଇଛି।
ਰਵਿ ਰਹਿਆ ਸਦ ਸੰਗਿ ਹਜੂਰੀ ॥ ରବି ରହିଆ ସଦ ସଙ୍ଗୀ ହଜୁରୀ ॥ ଭଗବାନ ସର୍ବଦା ସାଥିରେ ରହିଛନ୍ତି।
ਜਿਸ ਕਾ ਸਾ ਤਿਨਿ ਲੀਆ ਮਿਲਾਇ ॥ ଜିସ କା ସା ତିନି ଲୀଆ ମିଲାଇ ॥ ଯାହାର ଥିଲେ, ତାହାକୁ ନିଜ ସାଥିରେ ମିଳାଇଛନ୍ତି।
ਨਾਨਕ ਭਗਤੀ ਨਾਮਿ ਸਮਾਇ ॥੩॥ ନାନକ ଭଗତି ନାମୀ ସମାଇ ॥3॥ ହେ ନାନକ! ପ୍ରଭୁଙ୍କ ଭକ୍ତି ଦ୍ଵାରା ସେବକ ନାମରେ ଲୀନ ହୋଇଯାଇଛି ॥3॥
ਸੋ ਕਿਉ ਬਿਸਰੈ ਜਿ ਘਾਲ ਨ ਭਾਨੈ ॥ ସୋ କିଉ ବିସରଇ ଜି ଘାଲ ନ ଭାନୟ ॥ ସେହି ଭଗବାନଙ୍କୁ କାହିଁକି ଭୁଲିଯାଇଛୁ, ଯିଏ ମନୁଷ୍ୟର ସେବା ଭକ୍ତିକୁ ଉପେକ୍ଷା କରେ ନାହିଁ।
ਸੋ ਕਿਉ ਬਿਸਰੈ ਜਿ ਕੀਆ ਜਾਨੈ ॥ ସୋ କିଉ ବିସରଇ ଜି କୀଆ ଯାନୟ ॥ ସେହି ଭଗବାନଙ୍କୁ କାହିଁକି ଭୁଲିଯାଇଛୁ, ଯିଏ ଆମ କାର୍ଯ୍ୟକୁ ଜାଣିଥାନ୍ତି।


© 2025 SGGS ONLINE
error: Content is protected !!
Scroll to Top