Page 269
ਮਿਥਿਆ ਨੇਤ੍ਰ ਪੇਖਤ ਪਰ ਤ੍ਰਿਅ ਰੂਪਾਦ ॥
ମିଥିଆ ନେତ୍ର ପେଖତ ପର ତ୍ରିଉ ରୁପାଦ॥
ସେହି ନେତ୍ର ମଧ୍ୟ ମିଥ୍ୟା ଅଟେ, ଯିଏ ପରର ନାରୀର ସୌନ୍ଦର୍ଯ୍ୟ ଦେଖିଥାଏ।
ਮਿਥਿਆ ਰਸਨਾ ਭੋਜਨ ਅਨ ਸ੍ਵਾਦ ॥
ମିଥିଆ ରସନା ଭୋଜନ ଅନ ସ୍ଵାଦ॥
ସେ ଜିହ୍ଵା ମଧ୍ୟ ମିଥ୍ୟା ଅଟେ, ଯିଏ ଅନ୍ୟର ଖାଦ୍ୟ ସ୍ଵାଦ ଭୋଗ କରିଥାଏ।
ਮਿਥਿਆ ਚਰਨ ਪਰ ਬਿਕਾਰ ਕਉ ਧਾਵਹਿ ॥
ମିଥିଆ ଚରନ ପର ବିକାର କଉ ଧାବାହି॥
ସେ ଚରଣ ମଧ୍ୟ ମିଥ୍ୟା ଅଟେ, ଯିଏ ଅନ୍ୟର ମନ୍ଦ କରିବା ପାଇଁ ଦଉଡିଥାଏ।
ਮਿਥਿਆ ਮਨ ਪਰ ਲੋਭ ਲੁਭਾਵਹਿ ॥
ମିଥିଆ ମନ ପର ଲୋଭ ଲୁଭାବହି॥
ସେ ମନ ମଧ୍ୟ ମିଥ୍ୟା ଅଟେ, ଯିଏ ଅନ୍ୟର ଧନର ଲୋଭ କରିଥାଏ।
ਮਿਥਿਆ ਤਨ ਨਹੀ ਪਰਉਪਕਾਰਾ ॥
ମିଥିଆ ତନ ନହି ପରଉପକାରା॥
ସେ ଶରୀର ମଧ୍ୟ ମିଥ୍ୟା ଅଟେ, ଯିଏ ଅନ୍ୟର ଉପକାର କରେ ନାହିଁ।
ਮਿਥਿਆ ਬਾਸੁ ਲੇਤ ਬਿਕਾਰਾ ॥
ମିଥିଆ ବାସୁ ଲେତ ବିକାରା॥
ସେ ନାକ ବିର୍ଥ ଅଟେ, ଯିଏ ବିକାରର ଗନ୍ଧ ଶୁଙ୍ଘିଥାଏ।
ਬਿਨੁ ਬੂਝੇ ਮਿਥਿਆ ਸਭ ਭਏ ॥
ବିନୁ ବୁଝେ ମିଥିଆ ସଭ ଭଏ॥
ଏପରି ଭାବିବା ବିନା ପ୍ରତ୍ୟେକ ଅଙ୍ଗ ନଶ୍ଵର ଅଟେ।
ਸਫਲ ਦੇਹ ਨਾਨਕ ਹਰਿ ਹਰਿ ਨਾਮ ਲਏ ॥੫॥
ସଫଲ ଦେହ ନାନକ ହରି ହରି ନାମ ଲଏ॥5॥
ହେ ନାନକ! ସେହି ଶରୀର ସଫଳ ଅଟେ, ଯିଏ ହରି-ପରମେଶ୍ଵରଙ୍କ ନାମ ଜପୁଥାଏ ॥5॥
ਬਿਰਥੀ ਸਾਕਤ ਕੀ ਆਰਜਾ ॥
ବିରଥୀ ସାକତ କୀ ଆରଜ॥
ଶାକ୍ତ ମନୁଷ୍ୟର ଜୀବନ ବ୍ୟର୍ଥ ଅଟେ।
ਸਾਚ ਬਿਨਾ ਕਹ ਹੋਵਤ ਸੂਚਾ ॥
ସାଚ ବିନ ଆ କହ ହୋବତ ସୁଚା॥
ସତ୍ୟ ବିନା ସେ କିପରି ଶୁଦ୍ଧ ହୋଇପାରେ?
ਬਿਰਥਾ ਨਾਮ ਬਿਨਾ ਤਨੁ ਅੰਧ ॥
ବିରଥା ନାମ ବିନା ତନୁ ଅନ୍ଧ॥
ନାମ ବିନା ଅଜ୍ଞାନ ପୁରୁଷର ଶରୀର ବ୍ୟର୍ଥ ଅଟେ, (କାରଣ)
ਮੁਖਿ ਆਵਤ ਤਾ ਕੈ ਦੁਰਗੰਧ ॥
ମୁଖି ଆବତ ତା କୈ ଦୁରଗନ୍ଧ॥
ତାହାର ମୁଖରୁ ଗନ୍ଧ ଆସୁଥାଏ।
ਬਿਨੁ ਸਿਮਰਨ ਦਿਨੁ ਰੈਨਿ ਬ੍ਰਿਥਾ ਬਿਹਾਇ ॥
ବିନୁ ସିମରନ ଦିନୁ ରଇନି ବ୍ରିଥା ବିହାଇ॥
ପ୍ରଭୁଙ୍କ ସ୍ମରଣ ବିନା ଦିନ ଓ ରାତି ବ୍ୟର୍ଥ ହୋଇଯାଏ,
ਮੇਘ ਬਿਨਾ ਜਿਉ ਖੇਤੀ ਜਾਇ ॥
ମେଧ ବିନା ଜିଉ ଖେତି ଯାଇ॥
ଯେପରି ବର୍ଷା ବିନା ଫସଲ ନଷ୍ଟ ହୋଇଯାଏ।
ਗੋਬਿਦ ਭਜਨ ਬਿਨੁ ਬ੍ਰਿਥੇ ਸਭ ਕਾਮ ॥
ଗୋବିଦ ଭଜନ ବିନୁ ବ୍ରିଥେ ସଭ କାମ॥
ଗୋବିନ୍ଦଙ୍କ ଭଜନ ବିନା ସବୁ କାର୍ଯ୍ୟ ବ୍ୟର୍ଥ ଅଟେ,
ਜਿਉ ਕਿਰਪਨ ਕੇ ਨਿਰਾਰਥ ਦਾਮ ॥
ଜିଉ କିରପନ କେ ନିରାରଥ ଦାମ॥
ଯେପରି କୃପଣ ବ୍ୟକ୍ତିର ଦୌଲତ ବ୍ୟର୍ଥ ଅଟେ।
ਧੰਨਿ ਧੰਨਿ ਤੇ ਜਨ ਜਿਹ ਘਟਿ ਬਸਿਓ ਹਰਿ ਨਾਉ ॥
ନ୍ଧନି ନ୍ଧନି ତେ ଜନ ଜିହ ଘଟି ବସିଓ ହରି ନାଉ॥
ସେହି ମନୁଷ୍ୟ ବଡ ଭାଗ୍ୟଶାଳୀ ଅଟେ, ଯାହାଙ୍କ ହୃଦୟରେ ଭଗବାନଙ୍କ ନାମ ବାସ କରିଥାଏ।
ਨਾਨਕ ਤਾ ਕੈ ਬਲਿ ਬਲਿ ਜਾਉ ॥੬॥
ନାନକ ତା କୈ ବଲି ବଲି ଯାଉ॥6॥
ହେ ନାନକ! ମୁଁ ତାହାଙ୍କ ପ୍ରତି ସମର୍ପିତ ଅଟେ ॥6॥
ਰਹਤ ਅਵਰ ਕਛੁ ਅਵਰ ਕਮਾਵਤ ॥
ରହତ ଅବର କଛୁ ଅବର କମାବତ॥
ମନୁଷ୍ୟ କିଛି କହିଥାଏ ଆଉ ଅନ୍ୟ କିଛି କରିଥାଏ।
ਮਨਿ ਨਹੀ ਪ੍ਰੀਤਿ ਮੁਖਹੁ ਗੰਢ ਲਾਵਤ ॥
ମନି ନହି ପ୍ରୀତି ମୁଖହୁ ଗଣ୍ଢ ଲାବତ॥
ତାହାର ହୃଦୟରେ ପ୍ରଭୁଙ୍କ ପ୍ରତି ପ୍ରେମ ନାହିଁ, କିନ୍ତୁ ବ୍ୟର୍ଥ କଥା କହିଥାଏ।
ਜਾਨਨਹਾਰ ਪ੍ਰਭੂ ਪਰਬੀਨ ॥
ଜାନନହାର ପ୍ରଭୁ ପରବୀନ॥
ସବୁ କିଛି ଜାଣିବା ବାଲା ପ୍ରଭୁ ବଡ ଚତୁର ଅଟନ୍ତି,
ਬਾਹਰਿ ਭੇਖ ਨ ਕਾਹੂ ਭੀਨ ॥
ବାହରି ଭେଖ ନ କାହୁ ଭୀନ॥
(ସେ କେବେ) କାହାର ବାହ୍ୟ ବେଶରେ ଖୁସି ହୁଅନ୍ତି ନାହିଁ।
ਅਵਰ ਉਪਦੇਸੈ ਆਪਿ ਨ ਕਰੈ ॥
ଅବର ଉପଦେଶୈ ଆପୀ ନ କରଇ॥
(ଯେଉଁ ମନୁଷ୍ୟ) ଅନ୍ୟ ଲୋକଙ୍କୁ ପରାମର୍ଶ ଦିଏ (କିନ୍ତୁ ) ନିଜେ ( ସେହି ପରମର୍ଶକୁ) ମାନେ ନାହିଁ,
ਆਵਤ ਜਾਵਤ ਜਨਮੈ ਮਰੈ ॥
ଆବତ ଯାବତ ଜନମଇ ମରଇ॥
ସେ ସର୍ବଦା ଜନ୍ମ ମରଣର ଚକ୍ରରେ ପଡିଥାଏ।
ਜਿਸ ਕੈ ਅੰਤਰਿ ਬਸੈ ਨਿਰੰਕਾਰੁ ॥
ଜିସ କୈ ଅନ୍ତରି ବଶୈ ନିରଙ୍କାରୁ॥
ଯେଉଁ ମନୁଷ୍ୟର ହୃଦୟରେ ନିରଙ୍କାର ବାସ କରନ୍ତି
ਤਿਸ ਕੀ ਸੀਖ ਤਰੈ ਸੰਸਾਰੁ ॥
ତିସ କୀ ଶୀଖ ତରଇ ସଂସାରୁ॥
ତାଙ୍କରି ଶିକ୍ଷାରେ ସଂପୂର୍ଣ୍ଣ ଜଗତ (ବିକାର ଠାରୁ) ବଞ୍ଚିଯାଏ।
ਜੋ ਤੁਮ ਭਾਨੇ ਤਿਨ ਪ੍ਰਭੁ ਜਾਤਾ ॥
ଜୋ ତୁମ ଭାନେ ତିନ ପ୍ରଭୁ ଜାତା॥
ହେ ପ୍ରଭ! ଯିଏ ତୋତେ ଭଲ ଲାଗିଥାଏ, କେବଳ ସେ ହିଁ ତୋତେ ଜାଣିପାରେ।
ਨਾਨਕ ਉਨ ਜਨ ਚਰਨ ਪਰਾਤਾ ॥੭॥
ନାନକ ଉନ ଜନ ଚରନ ପରାତା॥7॥
ହେ ନାନକ! ମୁଁ ସେହି ଭକ୍ତର ଚରଣରେ ପଡିଥାଏ।॥7॥
ਕਰਉ ਬੇਨਤੀ ਪਾਰਬ੍ਰਹਮੁ ਸਭੁ ਜਾਨੈ ॥
କରଉ ବେନତୀ ପାରବ୍ରହମୁ ସଭୁ ଯାନଇ॥
ମୁଁ ସେହି ପରଂବ୍ରହ୍ମଙ୍କ ସମ୍ମୁଖରେ ପ୍ରାର୍ଥନା କରିଥାଏ, ଯିଏ ସବୁ କିଛି ଜାଣିଥାନ୍ତି।
ਅਪਨਾ ਕੀਆ ਆਪਹਿ ਮਾਨੈ ॥
ଅପନା କୀଆ ଆପହି ମାନଇ॥
ନିଜେ ଉତ୍ପନ୍ନ କରିଥିବା ଜୀବଙ୍କୁ ସେ ନିଜେ ସମ୍ମାନ ଦିଅନ୍ତି
ਆਪਹਿ ਆਪ ਆਪਿ ਕਰਤ ਨਿਬੇਰਾ ॥
ଆପହି ଆପ ଆପୀ କରତ ନିବେରା॥
ଇଶ୍ଵର ସ୍ଵୟଂ ହିଁ ଜୀବ କରିଥିବା କର୍ମ ଅନୁସାରେ ନ୍ୟାୟ କରିଥାନ୍ତି।
ਕਿਸੈ ਦੂਰਿ ਜਨਾਵਤ ਕਿਸੈ ਬੁਝਾਵਤ ਨੇਰਾ ॥
କିଶୈ ଦୁରି ଜନାବତ କିଶୈ ବୁଝାବତ ନେରା॥
କାହାକୁ ଏହି ବୁଦ୍ଧି ଆସେ କି ପ୍ରଭୁ ଆମର ନିକଟରେ ଅଛନ୍ତି ଆଉ କାହାକୁ ଜଣା ଅଛି ଯେ ପ୍ରଭୁ କାହିଁ ଦୂରରେ ଅଛନ୍ତି।
ਉਪਾਵ ਸਿਆਨਪ ਸਗਲ ਤੇ ਰਹਤ ॥
ଉପାଓ ସିଆନପ ଶଗଲ ତେ ରହତ॥
ସବୁ ପ୍ରକାରର ପ୍ରୟାସ ଏବଂ ଚତୁରତାରୁ ଇଶ୍ଵର ଉର୍ଦ୍ଧ୍ଵରେ ଅଛନ୍ତି।
ਸਭੁ ਕਛੁ ਜਾਨੈ ਆਤਮ ਕੀ ਰਹਤ ॥
ସଭୁ କଛୁ ଯାନଇ ଆତମ କୀ ରହତ॥
(କାରଣ) ସେ ମନୁଷ୍ୟର ମନର ଅବସ୍ଥାକୁ ଭଲ ଭାବରେ ବୁଝିଥାନ୍ତି।
ਜਿਸੁ ਭਾਵੈ ਤਿਸੁ ਲਏ ਲੜਿ ਲਾਇ ॥
ଜିସୁ ଭାବୈ ତିସୁ ଲଏ ଲଡି ଲାଇ॥
ସେ ତାହାକୁ ନିଜ ସାଥିରେ ମିଶାଇ ଦିଅନ୍ତି, ଯିଏ ତାହାଙ୍କୁ ଭଲ ଲାଗିଥାଏ।
ਥਾਨ ਥਨੰਤਰਿ ਰਹਿਆ ਸਮਾਇ ॥
ଥାନ ଥନନ୍ତରି ରହିଆ ସମାଇ॥
ପ୍ରଭୁ ସମସ୍ତ ସ୍ଥାନ ଓ ସ୍ଥାନ ମଧ୍ୟରେ ସର୍ବବ୍ୟାପକ ହୋଇ ରହିଛନ୍ତି।
ਸੋ ਸੇਵਕੁ ਜਿਸੁ ਕਿਰਪਾ ਕਰੀ ॥
ସୋ ସେବକୁ ଜିସୁ କିରପା କରୀ॥
ସେହି ମନୁଷ୍ୟ ସେବକ ବନି ଯାଏ ଯାହା ଉପରେ ପ୍ରଭୁ କୃପା କରନ୍ତି।
ਨਿਮਖ ਨਿਮਖ ਜਪਿ ਨਾਨਕ ਹਰੀ ॥੮॥੫॥
ନିମଖ ନିମଖ ଜପି ନାନକ ହରି॥7॥5॥
ହେ ନାନକ! ପ୍ରତି କ୍ଷଣରେ ହରିଙ୍କ ଜପ କର ॥8॥5॥
ਸਲੋਕੁ ॥
ସଲୋକୁ॥
ସଲୋକୁ ॥
ਕਾਮ ਕ੍ਰੋਧ ਅਰੁ ਲੋਭ ਮੋਹ ਬਿਨਸਿ ਜਾਇ ਅਹੰਮੇਵ ॥
କାମ କ୍ରୋଧ ଅରୁ ଲୋଭ ମୋହ ବିନସି ଯାଇ ଅହମେବ॥
ହେ ଇଶ୍ଵର! କାମ, କ୍ରୋଧ, ଲୋଭ, ମୋହ ଓ ଅହଂକାର ଦୂର ହୋଇଯାଉ॥1॥
ਨਾਨਕ ਪ੍ਰਭ ਸਰਣਾਗਤੀ ਕਰਿ ਪ੍ਰਸਾਦੁ ਗੁਰਦੇਵ ॥੧॥
ନାନକ ପ୍ରଭ ଶରଣାଗତି କରି ପ୍ରସାଦୁ ଗୁରଦେବ॥1॥
ମୁଁ ତୋର ଶରଣ ଆସିଛି, ହେ ଗୁରୁ ଦେବ! (ମୋ' ଉପରେ) କୃପା କର ॥1॥
ਅਸਟਪਦੀ ॥
ଅସଟପଦୀ ॥
ଅଷ୍ଟପଦୀ॥
ਜਿਹ ਪ੍ਰਸਾਦਿ ਛਤੀਹ ਅੰਮ੍ਰਿਤ ਖਾਹਿ ॥
ଜିହ ପ୍ରସାଦି ଛତିହ ଅମ୍ରିତ ଖାହି॥
“(ହେ ଜୀବ!) ଯାହାର କୃପାରୁ ତୁ ଛତିଶ ପ୍ରକାର ସ୍ଵାଦିଷ୍ଟ ବ୍ୟଞ୍ଜନ ଖାଉ,
ਤਿਸੁ ਠਾਕੁਰ ਕਉ ਰਖੁ ਮਨ ਮਾਹਿ ॥
ତିସୁ ଠାକୁର କଉ ରଖୁ ମନ ମାହି॥
ତାଙ୍କୁ ମନରେ ସ୍ମରଣ କର।
ਜਿਹ ਪ੍ਰਸਾਦਿ ਸੁਗੰਧਤ ਤਨਿ ਲਾਵਹਿ ॥
ଜିହ ପ୍ରସାଦି ସୁଗନ୍ଧତ ତନି ଲାବହି॥
ଯାହାର କୃପାରୁ ନିଜର ଶରୀର ଉପରେ ସୁଗନ୍ଧ ଲଗାଉଛୁ
ਤਿਸ ਕਉ ਸਿਮਰਤ ਪਰਮ ਗਤਿ ਪਾਵਹਿ ॥
ତିସ କଉ ସିମରତ ପରମ ଗତି ପାବହି॥
ତାହାଙ୍କ ଭଜନ କରିଲେ ତୋତେ ପରମ ଗତି ମିଳିଯିବ।
ਜਿਹ ਪ੍ਰਸਾਦਿ ਬਸਹਿ ਸੁਖ ਮੰਦਰਿ ॥
ଜିହ ପ୍ରସାଦି ବସହି ସୁଖ ମନ୍ଦରି॥
ଯାହାର ଦୟାରୁ ତୁ ସୁଖ ମହଲରେ ବାସ କରୁଛୁ
ਤਿਸਹਿ ਧਿਆਇ ਸਦਾ ਮਨ ਅੰਦਰਿ ॥
ତିସହି ଧିଆଇ ସଦା ମନ ଅନ୍ଦରି॥
ତାହାକୁ ସର୍ବଦା ମନରେ ସ୍ମରଣ କର
ਜਿਹ ਪ੍ਰਸਾਦਿ ਗ੍ਰਿਹ ਸੰਗਿ ਸੁਖ ਬਸਨਾ ॥
ଜିହ ପ୍ରସାଦି ଗ୍ରିହ ସଙ୍ଗୀ ସୁଖ ବସନା॥
ଯେଉଁ (ପ୍ରଭୁଙ୍କ) କୃପାରୁ ତୁ ଘରେ ମଉଜରେ ବସିଛୁ
ਆਠ ਪਹਰ ਸਿਮਰਹੁ ਤਿਸੁ ਰਸਨਾ ॥
ଆଠ ପହର ସୀମରହୁ ତିସୁ ରସନା॥
ଜିଭ ଦ୍ଵାରା ଆଠ ପହର ତାହାଙ୍କୁ ସ୍ମରଣ କର
ਜਿਹ ਪ੍ਰਸਾਦਿ ਰੰਗ ਰਸ ਭੋਗ ॥
ଜିହ ପ୍ରସାଦି ରଙ୍ଗ ରସ ଭୋଗ॥
ହେ ନାନକ! ଯାହାଙ୍କ କୃପାରୁ ରଙ୍ଗ ତମାସା, ସ୍ଵାଦିଷ୍ଟ ବ୍ୟଞ୍ଜନ ଏବଂ ପଦାର୍ଥ ପ୍ରାପ୍ତ ହୋଇଥାଏ,
ਨਾਨਕ ਸਦਾ ਧਿਆਈਐ ਧਿਆਵਨ ਜੋਗ ॥੧॥
ନାନକ ସଦା ଧିଆଇଏ ଧିଆବନ ଯୋଗ॥1॥
ସେହି ସ୍ମରଣ ଯୋଗ୍ୟ ଈଶ୍ଵରଙ୍କୁ ସର୍ବଦା ଧ୍ୟାନ କରିବା ଉଚିତ ॥1॥
ਜਿਹ ਪ੍ਰਸਾਦਿ ਪਾਟ ਪਟੰਬਰ ਹਢਾਵਹਿ ॥
ଜିହ ପ୍ରସାଦି ପାଟ ପଟମ୍ବର ହଢାବହି॥
ଯେଉଁ (ପ୍ରଭୁଙ୍କ) କୃପାରୁ ତୁ ରେଶମ କପଡା ପରିଧାନ କରୁଛୁ,
ਤਿਸਹਿ ਤਿਆਗਿ ਕਤ ਅਵਰ ਲੁਭਾਵਹਿ ॥
ତିସହି ତିଆଗୀ କତ ଅବର ଲୁଭାବହି॥
ତାଙ୍କୁ ବିସ୍ମରି ଆଉ କଣ ଲୋଭ କରୁଛୁ?
ਜਿਹ ਪ੍ਰਸਾਦਿ ਸੁਖਿ ਸੇਜ ਸੋਈਜੈ ॥
ଜିହ ପ୍ରସାଦି ସୁଖୀ ଶେଯ ସୋଇଜୈ॥
ଯାହାର କୃପାରୁ ଶେଯ ଉପରେ ସୁଖରେ ଶୟନ କରୁ;
ਮਨ ਆਠ ਪਹਰ ਤਾ ਕਾ ਜਸੁ ਗਾਵੀਜੈ ॥
ମନ ଆଠ ପହର ତା କା ଜସୁ ଗାବୀଜୈ॥
ହେ ମୋର ମନ! ସେହି ପ୍ରଭୁଙ୍କ ଯଶ ଆଠ ପହର ଗାନ କରିବା ଉଚିତ।
ਜਿਹ ਪ੍ਰਸਾਦਿ ਤੁਝੁ ਸਭੁ ਕੋਊ ਮਾਨੈ ॥
ଜିହ ପ୍ରସାଦି ତୁଝୁ ସଭୁ କୋଊ ମାନଇ॥
ଯାହାର କୃପାରୁ ସବୁ ମନୁଷ୍ୟ ତୋର ଆଦର କରନ୍ତି